Latest Odisha News

BREAKING NEWS

Browsing Category

ଓଡିଶା

Odisha

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ,ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୨୦୨୧ ଓ ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ,ସଙ୍ଗୀତ, ନାଟକ ଓ ଲୋକ କଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା…

ଗୋବିନ୍ଦ ସାହୁ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଜେଲରେ କେମିତି ଆଖି ବୁଜିଲା ଗୋବିନ୍ଦ ସାହୁ ? କିଛି ଷଡ଼ଯନ୍ତ୍ର ଥିଲା କି ? ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପରେ ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରୁଛନ୍ତି । ଏହାରି ଭିତରେ ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ…

କମିଶନରେଟ୍ ପୋଲିସ ବିଛାଇଲା ଜାଲ, ଫସିଗଲେ ଲୁଟେରା

ଭୁବନେଶ୍ୱର : ମୋ ବସ୍ ଲୁଟେରାଙ୍କୁ ବାନ୍ଧିଲା ପୋଲିସ । କମିଶନରେଟ୍ ପୋଲିସ ୭ ଜଣ ଲୁଟେରାଙ୍କୁ ବାନ୍ଧିଛି । ମୋ ବସରୁ ବିଭିନ୍ନ ସମୟରେ ଚୋରି କରୁଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କଠାରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ ହୋଇଛି । ଲୁଟର ଶିକାର ୩ଜଣଙ୍କୁ ପୋଲିସ ଟଙ୍କା ଫେରାଇଛି ।…

ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ କନ୍ଧମାଳର ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା…

‘ଗୋବିନ୍ଦ ସାହୁ ଆତ୍ମହତ୍ୟା କରିନାହାନ୍ତି, ଏଥିପାଇଁ ତାଙ୍କୁ ବାଧ୍ୟ କରାଯାଇଛି’

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦ ସାହୁ କେବଳ ଜଣେ ଅଭିଯୁକ୍ତ ନୁହଁନ୍ତି । ଅନେକ ବଡ ବଡ ନେତା ଏଥିରେ ସଂପୃକ୍ତ ଅଛନ୍ତି । ଏମାନଙ୍କୁ କ୍ଲିନ ଚିଟ ଦେବା ପାଇଁ ଗୋବିନ୍ଦଙ୍କ ଆତ୍ମହତ୍ୟା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । …

ଜେଲରେ କେମିତି ଜୀବନ ହାରିଲା ଗୋବିନ୍ଦ ? ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜେଲ୍ ଡିଆଇଜିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ ଭିତରେ ଆତ୍ମହତ୍ୟା କରିଛନ୍ତି । ଜେଲରେ କଡ଼ା ସୁରକ୍ଷା ସତ୍ତ୍ୱେ କିଭଳି, କେଉଁ ପରିସ୍ଥିତିରେ ଗୋବିନ୍ଦ ଏକ ଗଛରେ ଗାମୁଛାରେ ଝୁଲି ପଡ଼ିଲେ । ତାହା ସମସ୍ତଙ୍କୁ ଚକିତ କରିଛି । ଗୋବିନ୍ଦ…

ଏକାଧିକ ମାମଲାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗକୁ କାବୁ କଲା କୋଟପାଡ଼ ପୋଲିସ

କୋଟପାଡ଼ : ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ ଟୁନା ହରିଜନ । କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଛି ଟୁନା ନାଁରେ । ଟୁନା କୁ ଧରିବା ପାଇଁ  ସ୍ୱତନ୍ତ୍ର ଟିମ ଗଠନ କରିଥିଲା ପୋଲିସ । ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଅଞ୍ଚଳରୁ  ଟୁନାକୁ କାବୁ କରିଛି ପୋଲିସ ।…

ଜେଲରେ ଆତ୍ମହତ୍ୟା କଲେ ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁ !

ବଲାଙ୍ଗିର: ଜେଲରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇ କଣ୍ଟାବାଞ୍ଜି ଜେଲରେ ଥିବା ଗୋବିନ୍ଦ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି । ଜେଲର ରୋଷଘର ନିକଟରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମମିତା ମେହେର ମାମଲାରେ ଗୋବିନ୍ଦ ଏକମାତ୍ର…

ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡକଲ ଡେପୁଟି ମ୍ୟାନେଜର । ନାଁ ତାଙ୍କର ଗୟା ସାନ୍ତରା । ଆମ୍ପା ଭାଲି ଲାଇମ୍ ଷ୍ଟୋନ୍ ମାଇନ୍ସ ଇଡକଲ୍ ଡେପୁଟୀ ମ୍ୟାନେଜର ଗୟାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭୁବନେଶ୍ୱର, କୋରାପୁଟ, ନୟାଗଡ ଓ ରାୟଗଡାସ୍ଥିତ ତାଙ୍କର ମୋଟ ୭ଟି ଠିକଣାରେ…

ମାଡ଼ି ଆସିଲା ଜାଡ, ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। ଗୋଟିଏ ଦିନରେ ତାପମାତ୍ରା ୨ରୁ ୪.୬ ଡିଗ୍ରୀ ଖସିଛି। ରବିବାର ରାତିରେ କନ୍ଧମାଳର ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି। ଯାହା ଶନିବାର ରାତିରେ ଥିଲା ୭ ଡିଗ୍ରୀ। ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ରାତିରେ ତାପମାତ୍ରା…