Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଡ଼ଚଣା ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବିଧାୟକଙ୍କ ଗାଡି ପଛ ପଟେ ପିଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ। ସୂଚନା ଅନୁଯାୟୀ ଗତକାଲି ରାତିରେ ବିଧାୟକ ନିଜ…

ଅଯୋଧ୍ୟାରେ ଶୋଭା ପାଇପାରେ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଶୋଭା ପାଇପାରେ ଓଡ଼ିଆ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ଶିଳ୍ପୀ ସୁଦର୍ଶନ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ।…

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩; ଗପରେ ଗପରେ ଜମିଗଲା ସନ୍ଧ୍ୟା

ଭୁବନେଶ୍ୱର: ଶେଷ ହୋଇଛି ଅପେକ୍ଷା । ଐତିହ୍ୟ,ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର…

ଲୋକଙ୍କ ଉପରେ ଗାଡି ମଡାଇବା ଘଟଣା: ନବୀନ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ନେଇ ପ୍ରଶାନ୍ତ ଆଶାବାଦୀ

ଖୋର୍ଦ୍ଧା: ଗତବର୍ଷ ଲୋକଙ୍କ ଉପରେ ଗାଡି ମଡାଇବା ଘଟଣାରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ରାଜନୈତିକ କ୍ୟାରିଅରକୁ ନେଇ ଆଶ୍ବସ୍ତ। ନିର୍ବାଚନ ଆସିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶ ଉଠାଇଦେବେ ବୋଲି ସେ ବିଶ୍ୱାସ…

କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ, ଚଳିତ ବର୍ଷାଋତୁରେ କାର୍ଯ୍ୟକ୍ଷମ ହେବ କାନପୁର ଡ୍ୟାମ୍

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଉଲକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ରାଜମୁଣ୍ତରୁ ରିମିଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର କ୍ଷେତ୍ରୀୟ ପରିଦର୍ଶନ ସହ…

ବଦଳୁଛି କି ଦିଲୀପ ରାୟଙ୍କ ମୁଡ୍ ?

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଦିଲୀପଙ୍କ ଜନ୍ମଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏକାଠି ହୋଇଥିଲେ ।…

ଟି-ବ୍ରିଜରେ ଦଳାଚକଟା, ଶୋକ ପ୍ରକାଶ କରି ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ମ୍ବା ସିଂହନାଥ ମନ୍ଦିର ଟି-ବ୍ରିଜରେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଅହି ଅଘଟଣରେ ଆହତ ମାନଙ୍କୁ ମାଗଣାରେ…

ବଡ଼ମ୍ବା ସିଂହନାଥ ପୀଠ ଟି-ବ୍ରିଜରେ ଦଳାଚକଟା, ୧୦ରୁ ଅଧିକ ଗୁରୁତର

ଆଠଗଡ଼: ମକର ମେଳାର ଅଘଟଣ । ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ବ୍ରିଜରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିରରୁ ସଂଯୋଗ କରୁଥିବା ଅଣଓସାରିଆ ରାସ୍ତାରେ ଦଳାଚକଟା ହୋଇଥିବା ବେଳେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । କିଛି ଶ୍ରଦ୍ଧାଳୁ ଜୀବନ ବିକଳରେ…

ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ; ରାସ୍ତାକୁ ଓହ୍ଲାଇଲା ଜଗନ୍ନାଥ ସେନା

ପୁରୀ:ବିଦେଶୀଙ୍କୁ ଜଗନ୍ନଥ ମନ୍ଦିର ଭିତରକୁ ପ୍ରବେଶ ଅନୁମତି କେତେଦୂର ଯଥାର୍ଥ ? ରାଜ୍ୟପାଳ ବିଦେଶୀଙ୍କ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମାଗିବା ପରେ ତେଜିଛି ଅସନ୍ତୋଷ । ରାଜ୍ୟପାଳଙ୍କର ଏପରି ନିବେଦନକୁ ତୀବ୍ର ବିରୋଧ କରିଛି ଜଗନ୍ନାଥ ସେନା ।  ପୁରୀରେ ଶ୍ରୀ ଜଗନ୍ନାଥ ସେନା ସଂଗଠନ ପକ୍ଷରୁ…

ଜେଲରୁ ଲେଖିଥିଲେ ଚିଠି; ଖୋଲା ଚିଠିରେ ଥିଲା ଯୁଦ୍ଧର ବାର୍ତ୍ତା

ସଂକ୍ରାନ୍ତରେ ଜନ୍ମ, ସଂକ୍ରାନ୍ତରେ ମୃତ୍ୟୁ । ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ । ସେ ହେଉଛନ୍ତି ଓଡ଼ଶା ଭାଷା ସାହିତ୍ୟର ସାରସ୍ୱତ କଥାକାର ବ୍ୟାସକବି ଫକୀରମୋହନ ସେନାପତି । ୧୮୪୩ ମସିହା ପବିତ୍ର ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିଲେ କଥା ସମ୍ରାଟ ଫକିରମୋହନ ସେନାପତି । ୧୯୧୮ ମସିହା ରଜ…