Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜେଲରୁ ଲେଖିଥିଲେ ଚିଠି; ଖୋଲା ଚିଠିରେ ଥିଲା ଯୁଦ୍ଧର ବାର୍ତ୍ତା

ସଂକ୍ରାନ୍ତରେ ଜନ୍ମ, ସଂକ୍ରାନ୍ତରେ ମୃତ୍ୟୁ । ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ । ସେ ହେଉଛନ୍ତି ଓଡ଼ଶା ଭାଷା ସାହିତ୍ୟର ସାରସ୍ୱତ କଥାକାର ବ୍ୟାସକବି ଫକୀରମୋହନ ସେନାପତି । ୧୮୪୩ ମସିହା ପବିତ୍ର ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିଲେ କଥା ସମ୍ରାଟ ଫକିରମୋହନ ସେନାପତି । ୧୯୧୮ ମସିହା ରଜ…

କାଳ ହେଲା କାଳିଜାଇ ଦର୍ଶନ, ମଝି ନଇରେ ଫସିଲା ୪ ଡଙ୍ଗା

ବାଲୁଗାଁ: କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯାଉଥିବା ବେଳେ ଅଘଟଣ। କାଳ ସାଜିଲା କାଳିଜାଇ ଦର୍ଶନ ।  ଆଜି ସକାଳେ ଘନକୁହୁଡ଼ି କାରଣରୁ ମଝି ଚିଲିକାରେ ଯାତ୍ରୀମାଙ୍କୁ ନେଇ ଯାଉଥିବା 4ଟି ଡଙ୍ଗା ଫସିଯାଇଥିଲା। କୃଷ୍ଣପ୍ରସାଦ ଆଡୁ ଗୋଟିଏ ଡଙ୍ଗା ଯାଇଥିବାବେଳେ ବାଲୁଗାଁ ପଟୁ…

ଏବେ ଆକ୍ସନ ମୋଡ଼ରେ ବିଏମସି କମିଶନର

ଭୁବନେଶ୍ୱର: ଏବେ ଆକ୍ସନ ମୋଡ଼ରେ ବିଏମସି । ସବୁ ଦିଗ ଉପରେ ଦିନ ରାତି ୨୪ଘଣ୍ଟା ରହିଛି ନଜର । ସକାଳେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ଆଗେଇଛି ତାହାର କରୁଛି ସମୀକ୍ଷା । ଆଉ ରାତିରେ ସଫେଇ କାମର ତର୍ଜମା କରୁଛି ବିଏମସି । ପରିଷ୍କାର ଓ ପରିଛନ୍ନତା କାମର ତଦାରଖ ପାଇଁ ଗ୍ରାଉଣ୍ଡ ଜିରୋରେ…

ମିଳିଲା ରାଜଶ୍ରୀଙ୍କ ଶେଷ ଚିଠି, ଚିଠିରେ ଲେଖିଛନ୍ତି ୨ ଜଣଙ୍କ ନାଁ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ହତ୍ୟା ଘଟଣାର ନୂଆ ଟୁଇଷ୍ଟ । ରାଜଶ୍ରୀଙ୍କ ଗାଡି ଡିକ୍କିରୁ ମିଳିଲା ହାତଲେଖା ଚିଠି । ମୃତ୍ୟୁ ପୂର୍ବରୁ ରାଜଶ୍ରୀ ଲେଖି ଯାଇଥିଲେ ତାଙ୍କର ଶେଷ ଚିଠି । ଏଇ ଚିଠିରେ ରହିଛି ତାଙ୍କର ମୃତ୍ୟୁ ରହସ୍ୟ । କିଏ ତାଙ୍କୁ ଦେଉଥିଲା ମାନସିକ ଚାପ ? କିଏ…

ଆଖି ବୁଜିଲେ ଓଭରବ୍ରିଜରୁ ଖସି ପଡ଼ିଥିବା ଛାତ୍ର

ସମ୍ବଲପୁର: ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଖସି ପଡିଥିବା ଦଶମ ଶ୍ରେଣୀ ଛାତ୍ରଙ୍କର ଡାକ୍ତରଖାନାରେ ଆଜି ମୃତ୍ୟୁ ଘଟିଛି। ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା  । ସେଠାରେ ତାଙ୍କର…

ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭିଡ; ବଡ ଠାକୁରଙ୍କ ପାଖେ ଲାଗି ହେଲା ମକରଚାଉଳ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ବଡଠାକୁରଙ୍କର ହେବ ମକର ନୀତି । ମଧ୍ୟାହ୍ନ ଧୂପ ପରେ  ଏହି ନୀତି ଅନୁଷ୍ଠିତ ହେବ ।ଏହି ଅବସରରେ ବଡଠାକୁରଙ୍କୁ ମକର ଚାଉଳ…

‘ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ, କିନ୍ତୁ ପୂଜା କରିପାରିବେନି’

ପୁରୀ: ଶ୍ରୀମନ୍ଦିରରେ ବିଦେଶୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅପିଲ୍ କରିବାର ଦିନକ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶ୍ରୀମନ୍ଦିରର ନୀତି ନିର୍ଦ୍ଦାରକ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ବ୍ରିଟେନ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀଙ୍କ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଇଁ ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା: ରୋହିତ-ବିରାଟ ନିରାଶ

ମୁମ୍ବାଇ: ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ତାଲିକା ଘୋଷଣା କରିଛି। ଏହି ସିରିଜରେ କିନ୍ତୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସ୍ଥାନ ପାଇ ନାହାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ରହିବେ। ନ୍ୟୁଜିଲାଣ୍ଡ…

ଆସନ୍ତା ଶିକ୍ଷାବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଖୋଲିବ ‘ପରଫର୍ମିଂ ଆର୍ଟ’: କୁଳପତି

ଭୁବନେଶ୍ୱର: ପ୍ରାଚୀନ କାଳରୁ ପ୍ରଥମେ ସଂସ୍କୃତରେ ହିଁ ସଙ୍ଗୀତ ରଚନା, ଗାନ ଓ ପରିବେଷଣ କରାଯାଉଥିଲା। ଚାପଯୁକ୍ତ ଜୀବନକୁ ମୁକ୍ତ କରିଥାଏ ସଙ୍ଗୀତ। ସଙ୍ଗୀତ ଜୀବନରେ ଆନନ୍ଦ ଭରିଦେଇଥାଏ। ବୌଦ୍ଧିକ ଜ୍ଞାନ ହାସଲ କରି ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ଜୀବନ ଅତିବାହିତ କରିପାରିବେ ଏବଂ…

ଫେବୃଆରୀରେ କଂଗ୍ରେସର ପାଓ୍ୱାର ଶୋ’, ଓଡ଼ିଶା ଆସିବେ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ବିଜେପି ଓ ବିଜେଡି ପରେ ଓଡ଼ିଶାରେ କଂଗ୍ରେସ କରିବାକୁ ଯାଉଛି ପାଓ୍ୱାର ଶୋ'। ଆସନ୍ତା ମାସରେ ରାଜ୍ୟ କଂଗ୍ରେସ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହି ଅବସରରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆସିବାର…