Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଛ ଧରିବା ପାଇଁ ବନିଶି ପକାଇଥିଲେ, ପଡ଼ିଲା ବିରଳ ଧଣ୍ଡ ସାପ

ଜଗତସିଂହପୁର : ବିରଳ ଲିୟୁସିଷ୍ଟିକ୍‌ ଧଣ୍ଡ ସାପ ଉଦ୍ଧାର । ଏହି ବିରଳ ସାପଟି ବନିଶିରେ ପଡ଼ିଥିଲା  । ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ କୁଳକଇଜଙ୍ଗା ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ସାପ  । ଖୋକନ ସେଠୀ ବନିଶିରେ ଥୋପ ଗୁନ୍ଥି ରାତିରେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ ।…

ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ ନାଁରେ ଏତଲା

ପୁରୀ : ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ପଶ୍ଚିମବଙ୍ଗ ସରକାର । ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ଅଖିଳ ଭାରତୀୟ ହିନ୍ଦୁ ମହାସଭା  । ଏନେଇ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ…

ହେତୁବାଦୀଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ : ଧର୍ମ ସଂସ୍କୃତି ଓ ପରମ୍ପରା ସହ ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରରେ ହେତୁବାଦୀ। ହେତୁବାଦୀଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ । ହେତୁବାଦୀଙ୍କ ଏଭଳି କଥାବାର୍ତ୍ତା ସେବାୟତଙ୍କ ମନରେ ଗଭୀର ଦୁଃଖ ଦେଇଥିବା…

ଅର୍ଚ୍ଚନାଙ୍କ କଳାଧନ ଗୁମର: ଜେରା ପାଇଁ ବାପାଙ୍କୁ ଟାଣିଲା ଇଡି

ଭୁବନେଶ୍ୱର: କେଉଁଠୁ ଆସିଲା ଏତେ ସମ୍ପତି ? ୫ ବର୍ଷରେ କେମିତି କୋଟିପତି ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ? ଏହାକୁ ନେଇ ତନାଘନା ଆରମ୍ଭ କରିଚି ଇଡି । ଜଣକ ପରେ ଜଣଙ୍କୁ ଡାକି ଜେରା କରୁଛି । କଳା ଧନର ଚେର କେତେବାଟ ଲମ୍ବିଛି ଜାଣିବା ପାଇଁ ଲାଗି ପଡ଼ିଛି ଇଡି । ଅର୍ଚ୍ଚନା ନାଗଙ୍କ…

ମନରେଗା ଯୋଜନାରେ ଦୁର୍ନୀତି, ଅଧିକାରୀ ଓ ସରପଞ୍ଚଙ୍କଠାରୁ କେବେ ଆଦାୟ ହେବ ଟଙ୍କା ?  

ଯାଜପୁର : ବିଂଝାରପୁର ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି । ଅଧିକାରୀ ଓ ସରପଞ୍ଚ ଲୁଟ୍‌ କରିଥିବା ଅଭିଯୋଗ । ବିଂଝାରପୁର ବ୍ଳକର ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିବା ମନରେଗା ଯୋଜନାର ତଦନ୍ତ ରିପୋର୍ଟ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ନୋଟିସ ଦିଆଯାଉଥିବା ବେଳେ ଟଙ୍କା ଦେବାର…

ପଦ୍ମପୁରରେ ଏଥର ପୁଣି ପଦ୍ମ-ଶଙ୍ଖ ଲଢ଼େଇ !

ବରଗଡ଼: ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଧାମନଗରରେ ବିଜେପି ନିଜ ଆସନ ସୁରକ୍ଷିତ ରଖିପାରିଥିବା ବେଳେ ପଦ୍ମପୁରରେ ବିଜେଡି ନିଜ ଆସନ ରଖିପାରୁଛି କି ନାହିଁ ତାହା ସମ୍ମାନର ପ୍ରଶ୍ନ ବିଜେଡି ପାଇଁ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ…

ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଥାନାରେ ଏତଲା

ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଜେଲ୍‍ ବିଭାଗ ମନ୍ତ୍ରୀ ଅଖିଳ ଗିରି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ତାଙ୍କ ବିରୋଧରେ ଏନେଇ ବ୍ରହ୍ମପୁର ବଡ ବଜାର ଥାନାରେ ଏତଲା ଦିଆଯାଇଛି। ପଶ୍ଚିମବଙ୍ଗ ନନ୍ଦି ଗ୍ରାମରେ ଜନସଭାରେ…

ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସୀମାନ୍ତରେ ଅଟକିଲା ଶତାଧିକ ଟ୍ରକ୍‌

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସୀମାନ୍ତରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଶନିବାର ବିଶାଖାପାଟଣାରେ ଥିବା ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଜନସଭାକୁ ସମ୍ବୋଧନ ପାଇଁ…

କାମ କରାଇବାକୁ ନେଇ ସ୍ତ୍ରୀକୁ ଅନ୍ଯତ୍ର ବିବାହ କରାଇଦେଲା ସ୍ବାମୀ

ଭବାନୀପାଟଣା: ସ୍ବାମୀ-ସ୍ତ୍ରୀ ବିବାହ କରିଥିଲେ ସାତ ଜନ୍ମର ସାଥୀ ହେବାକୁ। କିନ୍ତୁ କିଛିଟା ପଇସା ପାଇଁ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ। ଏହି ଘଟଣା କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ। କଳାହାଣ୍ଡିର ନର୍ଲା ପୋଲିସ ଏହି ମାମଲାରେ ଆଜି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଥିବା…

ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ। ଦୀର୍ଘ ଦିନ ଧରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ନେଇ ଯେଉଁ ଦାବି ରହି ଆସୁଥିଲା ତାକୁ ସମର୍ଥନ କରିଛି ଶାସକ ଦଳ। ଏହି ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ…