Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫାଟିଗଲା ବ୍ୟାଟେରି, ବଜାରରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

ସୋନପୁର: ପେଟ୍ରୋଲ୍ ଓ ଡିଜେଲର ଚଢ଼ା ଦାମ ଯୁଗରେ ଇ-ଗାଡ଼ି ପ୍ରତି ଚାହିଦା ବଢ଼ୁଛି । ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରତି ଚାହିଦା ବଢ଼ୁଥିବା ବେଳେ ବିଭିନ୍ନ ସମୟରେ ଜଳି ଯାଉଛି ବ୍ୟାଟେରି ଚାଳିତ ଗାଡ଼ି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମଧ୍ୟ ଏକ ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି ।…

ଲୁଟ୍ ବେଳେ ମାଡ଼ି ବସିଲା ପୋଲିସ, ୫ ଚୋର ଗିରଫ

କାମାକ୍ଷାନଗର: ଚୋରି କରିବାକୁ ଆସିଥିଲେ, ମାଡ଼ି ବସିଲା ପୋଲିସ । କାମାକ୍ଷାନଗର ପୋଲିସ ଏକ ଚୋର ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ଧାର ରାତିରେ ଲୁଟ୍ ବେଳେ ପୋଲିସ ହାତରେ ଚୋର ଧରା ପଡ଼ିଛନ୍ତି । ବାଉଁଶପାଳ ଗ୍ରାମବାସୀଙ୍କ ସହଯୋଗରେ ୫ ଜଣ ଚୋରଙ୍କୁ ଧରି ପୋଲିସ ।…

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁରେ ଥିବା ଜିନ୍ଦଲ ଗେଷ୍ଟ ହାଉସର ରୁମରୁ ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଥିବା ବେଳେ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲହୁଣୀପଡ଼ା ପୋଲିସ…

ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ହାବିଲଦାର ନିଲମ୍ୱିତ

ପୁରୀ: ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ନିଲମ୍ୱନ କରିଛନ୍ତି ଏସ୍.ପି କନଓ୍ୱର ବିଶାଲ ସିଂ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଆହତ ହବିଷ୍ୟାଳୀ ମାଧୁରୀ ଦାଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।…

ଶ୍ରୀମନ୍ଦିରରେ ପୋଲିସ ମାଡ଼ରେ ମହିଳାଙ୍କ ମୁଣ୍ଡ ଫାଟିଲା

ପୁରୀ: କାର୍ତ୍ତିକ ମାସର ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ଭକ୍ତଙ୍କ ଗହଳି ଭିତରେ ଜଣେ ହବିଷ୍ୟାଳୀଙ୍କୁ ଆକ୍ରମଣ କରିଛି ପୁଲିସ । ମନ୍ଦିର ପରିସର ଭିତରେ ମହିଳାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ସମ୍ପୃକ୍ତ ପୋଲିସ କର୍ମଚାରି । ଆହତ ମହିଳାଙ୍କୁ ପୁରୀ ଡାକ୍ତରଖାନାରେ…

ଧାମନଗର ପରେ ପଦ୍ମପୁର ପାଇଁ ମିଳିଲା ବିଜେପିକୁ ବିଜୟର ସୂତ୍ର?

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟ ବିଜେପି ଶିବିର। ୨୦୦୮ ପରେ ପ୍ରଥମ ଥର ପାଇଁ ବିଜେପି ଉପନିର୍ବାଚନରେ ବିଜୟୀ ହୋଇଛି। ତେଣୁ ବିଜେଡି ଭଳି ଦଳକୁ ହରାଇବା ନାମୁମକିନ ବା ଅସମ୍ଭବ ନୁହେଁ ବରଂ ସମ୍ଭବ ବୋଲି ହେଜିଛି ବିଜେପି। ଉତ୍ସାହିତ ରାଜ୍ୟ ବିଜେପି ସମୀର…

ପଦ୍ମପୁର ପାଇଁ ପ୍ରସ୍ତୁତି ଆରମ୍ଭ, ସିଇଓଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ୫ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରସ୍ତୁତି ବୈଠକ କରିଥିଲେ । ଏହି ବୈଠକରେ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ବରଗଡ…

ଧାମନଗରର ଭୁଲ୍ ପଦ୍ମପୁରରେ ଦୋହରାଇବ କି ବିଜେଡି?

ଭୁବନେଶ୍ୱର: ଭଦ୍ରକ ଧାମନଗର ବିଧାନସଭା ଉପନିର୍ବାଚନ ପରେ ଏବେ ନେତାଙ୍କ ନଜର ରହିଛି ପଦ୍ମପୁର ପଲିଟିକ୍ସ ଉପରେ। ବରଗଡ ଜିଲ୍ଲାର ଏହି ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ବିଜେପି ଓ…

ପୁରୀ ଆସୁଥିଲେ ତାରିଣୀ ଛକରେ ହୋଇଗଲା ଦୁର୍ଘଟଣା: ୩ ମୃତ, ୪ ଗୁରୁତର

ବାଲେଶ୍ୱର: କାଳିଆ ଦର୍ଶନ ପାଇଁ କାରରେ ପୁରୀ ଆସୁଥିଲେ ପଶ୍ଚିମବଙ୍ଗରୁ। ହେଲେ ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକରେ କାରଟି ଦୁର୍ଘଟଣା ଶିକାର ହୋଇଛି। ସକାଳ ୬ ରୁ ୬.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏକ ତେଲ ଟାଙ୍କି ଟ୍ରକଟି ଧକ୍କା ଦେବାରୁ କାରଟି ଦୁର୍ଘଟଣାର…

୨୦୦୯ ପରେ ପ୍ରଥମ ଥର ହାରିଲା ବିଜେଡି, ନବୀନ ମାନିଲେ

ଭୁବନେଶ୍ୱର: ଏବେକାର ରାଜନୀତିରେ ରାଜନେତା ଏବଂ କର୍ମୀଙ୍କ ମଧ୍ୟରେ ଲୋକସେବା ଅପେକ୍ଷା ଅଧିକା ପାଗଳାମୀ ଦେଖିବାକୁ ମିଳୁଛି । ଗତ କେତେକ ନିର୍ବାଚନରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଯେଉଁଭଳି ବ୍ୟାପୁଛି ତାହାକୁ ଦେଖିଲେ ମାନବିକତା ଓ ମଣିଷପଣିଆ ବି ବାଟହୁଡି ଯାଉଛି  । ଜିତିବା ପାଇଁ…