Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରୋଇ ଜମିରେ ଜୋର ଜବରଦସ୍ତ ସରକାରୀ କୋଠା ନିର୍ମାଣ ଅଭିଯୋଗ

ନୂଆପଡ଼ା: ବେସରକାରୀ ଜାଗାରେ ଚାଲିଛି ସରକାରୀ କୋଠା ନିର୍ମାଣ । ମିଶନ ଶକ୍ତି ଗୃହ, ବଜାର ଗୃହ ସହ ଗ୍ରାମୀଣ ପାର୍କ ଭଳି ଏକାଧିକ ସରକାରୀ କାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ଜମିରେ ସରକାରୀ ବାବୁ ଜୋର ଜବରଦସ୍ତି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ…

ଯାଜପୁରରେ ଆରମ୍ଭ ହେଲା ବିରଜା ଶ୍ରୀ ବାଣିଜ୍ୟ ମେଳା

ଯାଜପୁର: କାଳୀପୂଜା ଅବସରରେ କୁସୁମା ନିକଟରେ ଆରମ୍ଭ ହୋଇଛି ବିରଜା ଶ୍ରୀ ବାଣିଜ୍ୟ ମେଳା । ଯାଜପୁର ପୌରପାଳିକା ଏବଂ ନାବାର୍ଡର ମିଳିତ ଉଦ୍ୟମରେ ଏହି ମେଳା ଆୟୋଜିତ ହୋଇଛି । ଏହି ମେଳା ଆସନ୍ତା ୪ ତାରିଖ ଯାଏଁ ଚାଲିବ । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିକ ସାମଗ୍ରୀର ବିକ୍ରି କରି…

ପୁଣି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି ବଢ଼ାଇଲେ ସରକାର

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଝାମେଲା ସରୁ ନଥିବା ବେଳେ ସରକାର ପୁଣି ଥରେ ଆଶ୍ୱସ୍ତି ଦେଇଛନ୍ତି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ HSRP ଲଗାଇବା ଅବଧିକୁ ପୁଣି ଥରେ ମାସେ ବୃଦ୍ଧି କରିଛନ୍ତି । ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଗାଡ଼ିର ରେଜିଷ୍ଟ୍ରେସନ୍…

ନିଆଁ ଲାଗି ଜଳିଗଲା ୩ କୋଟିର ସମ୍ପତ୍ତି

ରାୟଗଡ଼ା: ବିଳମ୍ବିତ ରାତିରେ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି ୩ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି । ରାୟଗଡ଼ା ସହରର କପିଳାସ ରୋଡରେ ଥିବା ନଟରାଜ ହାର୍ଡୱେର ଓ ପରମଜ୍ୟୋତି ମେଡିକାଲ ଷ୍ଟୋରରେ ନିଆଁ ଲାଗିଥିଲା । ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି…

୨୩ ବର୍ଷ ତଳେ ଏମିତି ତାଣ୍ଡବ ରଚିଥିଲା ମହାବାତ୍ୟା

ଭୁବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଘଣ୍ଟା ପ୍ରତି ୩୦୦ କିମି ବେଗରେ ସୁ ସୁ ହୋଇ ମାଡ଼ି ଆସୁଥିଲା ପବନ । ଛିନଛତ୍ର କରି ଦେଇଥିଲା ସବୁକିଛି । ୩୦ ଘଣ୍ଟାର ତାଣ୍ଡବ, ପୂରା ଛାରଖାର ହୋଇ ଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା । ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ…

ପକ୍ଷାଘାତରେ ପୀଡ଼ିତ ସ୍ତ୍ରୀକୁ ଘରୁ ତଡ଼ିଦେଲା ସ୍ବାମୀ

ଛତ୍ରପୁର : ପୁଣି ସାମ୍ନାକୁ ଆସିଲା ନାରୀ ନିର୍ଯାତନାର କରୁଣ କାହାଣୀ । ପକ୍ଷାଘାତ ରୋଗରେ ପୀଡ଼ିତ ଥିବା ସ୍ତ୍ରୀକୁ ଘରୁ ବାହାର କରିଦେଲା ସ୍ବାମୀ । ଏଭଳି ଦୁଃଖଦ ଘଟଣା ଛତ୍ରପୁର ବଡ଼ଷ୍ଟେସନ ରୋଡ ନିବାସୀ ତାରାକାନ୍ତଙ୍କ ଝିଅ ସହ ଘଟିଛି । ମହିଳା ଜଣକ ନ୍ୟାୟ ପାଇବା ପାଇଁ ଥାନା ଓ ଅଦାଲତ…

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ଉପରେ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର: ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ । ଫରେଷ୍ଟ ପାର୍କ ନିକଟରେ ପୋଲିସ ଉପରକୁ ଛାତ୍ର କଂଗ୍ରେସ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଅଭିଯୋଗ କରି ଛାତ୍ର କଂଗ୍ରେସ ଆଜି ନବୀନ…

ASI କରୁଛି କଣ ? ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର…

ପୁରୀ: ଏଏସ୍ଆଇ ହାତରେ ସୁରକ୍ଷିତ ତ ଶ୍ରୀମନ୍ଦିର ? ଶ୍ରୀମନ୍ଦିର ରତ୍ନ ସିଂହାସନ ପଛ ଭାଗରୁ ଚୂନ ପଥର ଖସିବାର କିଛି ଦିନ ଭିତରେ ପୁଣି ଥରେ ପଥର ଖସିଛି । ଯାହାକୁ ନେଇ ସେବାୟତଙ୍କ ସହ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ ଶ୍ରୀମନ୍ଦିର ରତ୍ନ ସିଂହାସନ ପଛ ଭାଗରୁ ଚୂନ…

୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଶୀତ ଆରମ୍ଭ ହୋଇଛି । ଗତକାଲି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।…

ବାରାହା ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ସୁବର୍ଣ୍ଣପୁର : ବାରାହା ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି l ବନ କର୍ମଚାରୀ ଜଣକ ହେଲେ ଆଶୁତୋଷ ହୋତା l ବାରାହା କେନାଲରେ ଫସି ଯାଇଥିଲା ତାକୁ ଉଦ୍ଧାର କରିବାକୁ ଯାଇଥିଲେ ଆଶୁତୋଷ ସେହି ସମୟରେ ଫରେଷ୍ଟ ଗାର୍ଡକୁ…