Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିନା ଅସ୍ତ୍ରୋପଚାରରେ ୩ ଶିଶୁ ଜନ୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲା ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ୩ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ପ୍ରସୂତୀ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଆଙ୍କରଡା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ସିଲି ବିଷୋୟୀ। ସେ ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ମ ସନ୍ତାନ ଜନ୍ମ ଦେଇଥିଲେ।…

୪୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ବ୍ରହ୍ମପୁର:ଗଞ୍ଜାମ ଜିଲାର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ଚଢ଼ଉ ବେଳେ ବିଭିନ୍ନ ସାହିରୁ ୪୫ ଲକ୍ଷ ଟଙ୍କାର ଆତସବାଜି, ଗୋଟିଏ ପିକଅପ ଭ୍ୟାନ ଓ ଆତସବାଜି ପ୍ରସ୍ତୁତ କଞ୍ଚାମାଲ ଜବତ କରାଯାଇଛି। କଟକ ଜିଲା ତିଗିରିଆ ଅଞ୍ଚଳର…

ବାତ୍ୟା ସିତ୍ରଙ୍ଗ ପ୍ରଭାବରେ ୨୩ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତ ଓ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ଗଭୀର ଅବପାତ ଉତ୍ତର ଦିଗକୁ ରିକର୍ଭ…

ଲୁଟ୍‌ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲେ ବ୍ୟବସାୟୀ ସଂଘ

ଜଗତସିଂହପୁର : ବାରମ୍ବାର ଚୋରି ଓ ଲୁଟ ହେଉଥିବା ନେଇ ରାସ୍ତା ଅବରୋଧ କଲେ ବ୍ୟବସାୟୀ ସଂଘ । ଜଗତସିଂହପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସ୍ଥାନୀୟ ହାଟ ବଜାର ଠାରେ ଦୀର୍ଘଦିନ ଧରି କ୍ରମାଗତ ଭାବେ ଚୋରି, ଲୁଟ ଏବଂ ରାହାଯାନୀ ବଢ଼ି ଚାଲିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ…

ଖୁବଶୀଘ୍ର ଜୟପୁରରୁ ଉଡ଼ିବ ବିମାନ, DGCA ଦେଲେ ଲାଇସେନ୍ସ

ଭୁବନେଶ୍ୱର: ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର କୋରାପୁଟ ଜିଲ୍ଲା ଜୟପୁରରୁ ବିମାନ ଉଡ଼ିବ । ଏଥିପାଇଁ ଡିଜିସିଏ ପକ୍ଷରୁ ବିମାନବନ୍ଦର ଲାଇସେନ୍ସ ପ୍ରଦାନ କରାଯାଇଛି । ଉଡ଼ାଣ ଯୋଜନା ଅଧିନରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରିଛନ୍ତି ଡିଜିସିଏ । ଏନେଇ DGCA ଟ୍ୱିଟ୍ କରି ସୂଚନା…

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର : ଗାଁ ମୁହାଁ ହେଉଛନ୍ତି ହାତୀପଲ । ଉଜୁଡ଼ି ଗଲାଣି ଧାନ ଫସଲ । ଚାଷୀ ମୁଣ୍ଡରେ ପଡ଼ିଲା ଚଡ଼କ । ହାତୀ ପଲ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିବା ବେଳେ ରାତିରେ ଆସି ଧାନ ବିଲ ଗୁଡିକରେ ଧାନ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି  । ହାତୀପଲ ଗାଁ ଛାଡି ଯାଉନଥିବାରୁ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ ଠିକାଦାରଙ୍କ ବିଲ୍ ପାରିତ କରାଇବା ଲାଗି କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ…

ଓଡ଼ିଶାର ୧୯ ଜିଲ୍ଲାରୁ ଫେରିଲା ମୌସୁମୀ ବାୟୁ, ପଡ଼ିଲାଣି ଘନ କୁହୁଡ଼ି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟର ୧୯ ଜିଲ୍ଲାରୁ ମୌସୁମୀ ବାୟୁ…

୧ ନମ୍ବର ହାଟରେ ପୋଲିସର ରେଡ୍, ବିପୁଳ ବାଣ ଜବତ

ଭୁବନେଶ୍ୱର: ଆଉ ୪ ଦିନ ପରେ ଦୀପାବଳି । ବାଣ ଫୁଟାଇବା ପାଇଁ ସମସ୍ତେ ଉତ୍ସୁକ ଥିବାବେଳେ ବଜାରରେ ବାଣର ପସରା ମେଲିଛି । ଏଣେ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ବାଣ ନିର୍ମାଣ ସହ ବିକ୍ରି କରାଯାଉଛି । ଦିନକ ତଳେ କଟକରେ ବେଆଇନ୍ ବାଣ ନିର୍ମାଣ କରୁଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଆଜି…

ଓକିଲଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ଗିରଫ

କାମାକ୍ଷାନଗର : ବହୁ ଚର୍ଚ୍ଚିତ ଓକିଲ ଶଶଧର ମହାନ୍ତି ଆକ୍ରମଣକୁ ନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ।  ଏହାକୁ ନେଇ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏକ ପ୍ରେସମିଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ଗତ ମାସ ୨୮ ତାରିଖ ଦିନ ଏକ ରେଷ୍ଟୁରାଣ୍ଟରେ କିଛି…