Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୂମିହୀନ ଲୋକଙ୍କୁ ଲିଜ୍ ସୂତ୍ରରେ ଜମି ପଟ୍ଟା ପ୍ରଦାନ ଦାବୀ

ସୁବର୍ଣ୍ଣପୁର : ଆଦିବାସୀ ଓ ହରିଜନ ଜମି ପଟ୍ଟା ଦାବୀ ନେଇ  ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କର୍ତଙ୍ଗ, ପଧାନପାଲି ଓ ସଂସମୁରା ଗାଁର ଗରିବ, ଆଦିବାସୀ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଥିବା ବେଳେ ପ୍ରଶାସନର ଅବହେଳାରୁ…

ଓଡ଼ିଶା ଉପକୂଳ ଛୁଇଁବନି ବାତ୍ୟା, ୨୬ ଯାଏ ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ ।…

ଜେରା ପରେ ଜଗବନ୍ଧୁଙ୍କୁ ବାନ୍ଧିଲା ପୋଲିସ, ସ୍ତ୍ରୀ ପରେ ସ୍ବାମୀ ନାଁରେ ଲାଗିଲା ଦଫା ୩୦୭

ଭୁବନେଶ୍ୱର: ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ। ଅକ୍ଚୋବର ୭ରୁ ଚର୍ଚ୍ଚାରେ ଥିବା ଏହି ବହୁଚର୍ଚ୍ଚିତ ହନିଟ୍ରାପ ମାମଲାରେ ଏହା ଦ୍ବିତୀୟ ଗିରଫ। ଗତକାଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଦେଇ ମୁହଁ ଫେରାଇ ନେଇ ପଳାଇବା ପରେ…

ଅର୍ଚ୍ଚନା ଗଙ୍ଗାରେ କିଏ ବୁଡ଼ ପକାଇଛନ୍ତି, ପୁଲିସ କହୁ: ତାରା

ଭୁବନେଶ୍ୱର: କମିଶନରେଟ ପୋଲିସ ଉପରେ ବିଜେଡି ଓ ବିଜେପି ର ଚାପ ଅଛି । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହାନୀପତି। ଗତକାଲି କମିଶନରେଟ ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ହେଲେ ସେ ମୁହଁ…

ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ

ସୁବର୍ଣ୍ଣପୁର : ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି I ସ୍ଥାନୀୟ ରିଜର୍ଭ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ  ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି…

ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇନେଲା ପୁଲିସ। ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ହେଉଛନ୍ତି ଜଗବନ୍ଧୁ ଚାନ୍ଦ। ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାଙ୍କ ସହିତ ଜଗବନ୍ଧୁର ସଂପୃକ୍ତି ଥିବା ସନ୍ଦେହ ରହିଛି। ଦୀର୍ଘ ଦିନ ହେବ…

ଯାନ ବାହାନ ଟ୍ରାକିଂ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ବିଏସଏନଏଲ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

କଟକ: ସାରା ରାଜ୍ୟରେ ଚାଲୁଥିବା ଯାନବାହନ ଉପରେ ନଜର ରଖିବା ପାଇଁ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱର ଠାରେ ପ୍ରତିଷ୍ଠା କରାଯାଉଛି। 24X7 ଇଣ୍ଟିଗ୍ରେଟେଡ୍ କମାଣ୍ଡ ସେଣ୍ଟର ଉଭୟ ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ (ଜିପିଏସ୍) ଆଧାରିତ ଯାନ ଟ୍ରାକିଂ ଏବଂ ଜରୁରୀକାଳୀନ ଆଲର୍ଟ ଟ୍ରିଗର ପାଇଁ…

ବେଦାନ୍ତ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ଭ୍ରାମ୍ୟମାଣ ହେଲଥ ୟୁନିଟର ଶୁଭାରମ୍ଭ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ସୁନ୍ଦରଗଡ଼ ଜିଲ୍ଲାର ଦୂରବର୍ତି ଅଂଚଳଗୁଡ଼ିକରେ ଲୋକମାନଙ୍କ ପାଖରେ ସ୍ୱାସ୍ଥସେବା ଉପଲବ୍ଧ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଶୁଭାରମ୍ଭ କରିଛି । କମ୍ପାନି ଝରପଲମ ଗ୍ରାମରେ ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲା ।…

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅନୁଧ୍ୟାନ କଲେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ

ରାଉରକେଲା: ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ଡକ୍ଟର ଦିଲ୍ଲୀପ ତିର୍କୀଙ୍କ ସହିତ ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ…

ସମସ୍ତ ରାଷ୍ଟ୍ରପତିଙ୍କ ନାଁ କହି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସଫଳତା

ବ୍ରହ୍ମପୁର: ବ୍ରହ୍ମପୁର ସହର ପାଣିଗ୍ରାହୀପେଣ୍ଠ ବ୍ରଜରାଜନଗର ତୃତୀୟ ଗଳିର ଅନ୍ତର୍ଯ୍ୟାମୀ ପାତ୍ର ଏବଂ ମନସ୍ବିନୀ ପାତ୍ରଙ୍କ ଝିଅ ଅନ୍ନପୂର୍ଣ୍ଣା ଇଣ୍ଡିଆ ବୁକ୍‌ ଅଫ୍‌ ରେଡର୍କରେ ସ୍ଥାନ ପାଇଛନ୍ତି। ଭାରତର ସମସ୍ତ ରାଷ୍ଟ୍ରପତିଙ୍କ ନାମକୁ ମାତ୍ର ୧୬.୨୫ ସେକଣ୍ଡରେ ଉଚ୍ଚାରଣ କରି ଏହି ସଫଳତାର…