Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼, ପୋଲିସର ତନାଘନା ଜାରି

ଢେଙ୍କାନାଳ: ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼। କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ଦୁଇ ଜଣ…

ସ୍କୁଟିରେ ବାନ୍ଧି ଯୁବକଙ୍କୁ ଦୌଡ଼ାଇବା ଘଟଣା, ସୁଟିଂ ହେଉଛି ଭାବି ଦେଖଣାହାରୀ ସାଜିଥିଲେ କନେଷ୍ଟବଲ

କଟକ: ଧାର ଟଙ୍କା ଆଦାୟ କରିବାକୁ ଯାଇ ସ୍କୁଟିରେ ବାନ୍ଧି ଯୁବକଙ୍କୁ ଦୌଡାଇବା ଘଟଣାରେ ତିନି ପୁଲିସ କର୍ମଚାରୀଙ୍କୁ ନୋଟିସ୍ ହୋଇଛି। ଟ୍ରାଫିକ ଡ୍ୟୁଟିରେ ନିୟୋଜିତ ଥିବା ବେଳେ ଏମାନେ କଣ କରୁଥିଲେ ବୋଲି ଉତ୍ତର ମଗାଯାଇଥିବା ସୂଚନା ରହିଛି। କଟକର ଏହି ଅମାନବୀୟ କାଣ୍ଡକୁ ନେଇ ଏବେ…

ଧନୁଯାତ୍ରା ପାଇଁ ଭୋଟ ମାଧ୍ୟମରେ ହେବ ନୂତନ କଳାକାର ଚୟନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ୭୫ତମ ଧନୁଯାତ୍ରାରେ କଂସଠୁ ଆରମ୍ଭ କରି ଅନ୍ୟ ବିଶିଷ୍ଟ ଭୂମିକାର କଳାକାରଙ୍କର ନୂତନ ଭାବେ ଚୟନ ନିମନ୍ତେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ ହେବ। ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ହେଲା ନିଷ୍ପତ୍ତି। ୭୫ତମ…

ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଜିଠୁ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଟ୍ରାଫିକ ଧରପଗଡ। ନିୟମ ଉଲଂଘନ କଲେ ଦେବାକୁ ପଡିବ ଜୋରିମାନା, ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ବାତିଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କତ୍ତୃପକ୍ଷ ଟ୍ରାଫିକ୍ ନିୟମ…

ଔଷଧ ଦୋକାନ ବାହାରେ ଲାଗିଲା ଡ୍ରଗ୍ସ ଇନସପେକ୍ଟରଙ୍କ ନମ୍ବର, ଗ୍ରାହକ କରିପାରିବେ ଅଭିଯୋଗ

ଭୁବନେଶ୍ୱର: ନକଲି ଔଷଧ କାରବାର ରୋକିବାକୁ ଡ୍ରଗ୍ସ କଣ୍ଟ୍ରୋଲର କଠୋର ହୋଇଛନ୍ତି। ଏଣିକି ଗ୍ରାହକ ମଧ୍ୟ ଔଷଧକୁ ନେଇ ସନ୍ଦେହ ପ୍ରକାଶ କଲେ ସଂପୃକ୍ତ ଔଷଧ ବ୍ୟବସାୟୀ ବା ଦୋକାନୀ ବିରୋଧରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ। ତେଣୁ ରାଜଧାନୀରେ ଗତକାଲିଠୁ ଔଷଧ ଦୋକାନ ବାହାରେ…

ଓଡ଼ିଶାକୁ ବାତ୍ୟା ପ୍ରଭାବ ଅଛି କି ନାହିଁ ? ତିନି ଦିନ ପରେ ସ୍ପଷ୍ଟ ହେବ

ଭୁବନେଶ୍ବର: ଆଉ ଚାରି ଦିନ ପରେ ବାତ୍ୟା ହେବ କି ନାହିଁ ଏହାକୁ ନେଇ ଏହାକୁ ନେଇ ଦେଶ ବିଦେଶର ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବାତ୍ୟା ହେବ ବୋଲି କଛି ସଂସ୍ଥା ଆକଳନ କରିଥିବା ବେଳେ କିଛି ବିଶେଷଜ୍ଞ କହୁଛନ୍ତି 22 ତାରିଖରେ ସ୍ପଷ୍ଟ ହେବ । …

ଓଡ଼ିଶା ନିବେଶକ ସମ୍ମିଳନୀ: ଶିଳ୍ପପତି, ସିଇଓଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା ପାଇଁ …

ମହାପ୍ରସାଦ ଦରକୁ ନେଇ ଭକ୍ତ ଅସନ୍ତୋଷ

ପୁରୀ : ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ। ଶ୍ରୀମନ୍ଦିରରେ ଲାଗି ରହିଛି ଗହଳି ଚହଳି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଯେତିକି ଭିଡ଼ ହୋଇଥାଏ ତା ଠାରୁ ବେଶୀ ଆନନ୍ଦ ବଜାରରେ ଗହଳି ହୋଇଥାଏ  । କାରଣ କାର୍ତ୍ତିକ ମାସରେ ମହାପ୍ରସାଦର ଚାହିଦା  ବେଶୀ ରହିଥାଏ। କିନ୍ତୁ ଏବେ ମହାପ୍ରସାଦ…

ଅବନ୍ତୀଙ୍କ ଉପରେ ଭାରି ପଡ଼ିବେ କି ରାଜେନ୍ଦ୍ର ନା ବୁଡ଼ିଯିବ ନୌକା ?

ଭଦ୍ରକ: ଧାମନଗର ଉପନିର୍ବାଚନକୁ ନେଇ ଉଷ୍ଣ ହେଉଛି ରାଜନୀତି । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ କେହି ପ୍ରାର୍ଥିତ୍ୱ ପ୍ରତ୍ୟାହାର କରି ନାହାଁନ୍ତି । ଫଳରେ ୩ ଦଳର ପ୍ରାର୍ଥୀଙ୍କ ସହ ୨ ସ୍ୱାଧୀନ ପ୍ରାର୍ଥୀ ଏବେ ଉପନିର୍ବାଚନ ମୈଦାନରେ । ବିଜେଡିର ଅବନ୍ତୀ ଦାସ, ବିଜେପିର…

ନବମ ଏବଂ ଦଶମ ଶ୍ରେଣୀ ପିଲା ପଢ଼ିବେ ନୂଆ ବିଷୟ

କଟକ: ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ । ଆସ୍ପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ବିଷୟ ପାଠ୍ୟକ୍ରମ ଯୋଡ଼ାଯିବ । ଏନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ । ଆସନ୍ତା…