Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝାରସୁଗୁଡାବାସୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନର ସୁବିଧା

ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଶୁଭାରମ୍ଭ ହୋଇଛି  । ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସିଟିସ୍କାନ ମେସିନର ଲୋକାର୍ପିତ କରିଛନ୍ତି  । ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି…

ବିକ୍ରି ହେଉଛି ନକଲି ମେଡିସିନ,ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ଦୋକାନରେ ବିକ୍ରି ହେଉଛି ନକଲି ମେଡିସିନ  ।  ରାଜ୍ୟରେ ଗତ କିଛି ଦିନ ତଳେ ବିଭିନ୍ନ ନକଲି ମେଡିସିନ ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ । ଏହି ଚଢାଉରେ ଅନେକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏପିରିକି ନାମୀ କମ୍ପାନୀର ଔଷଧକୁ ନକଲି କରି…

ପ୍ରେମିକ ଘର ଆଗରେ ଧାରଣାରେ ପ୍ରେମିକା

ଅନୁଗୁଳ: ପ୍ରେମ ସମ୍ପର୍କ ରଖିବା ପରେ ବାହା ହେବାକୁ ପ୍ରେମିକ ମନା କଲା ପରେ ଧାରଣା ଦେଇଛି ପ୍ରେମିକା । ରାତି ଅଧରୁ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣାରେ ବସିଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପାଦ ଥାନା କଣଲୋଇ ଗାଁର ପ୍ରଶାନ୍ତ ମାଝୀଙ୍କ ସହ କିଶୋରନଗର ଥାନା ଉରୁକୁଳା ଅଞ୍ଚଳର ଟୁନି…

ସିଏମସି କମିଶନରଙ୍କୁ ବାଥରୁମ କବାଟ ଦେଲେ କଟକ କଂଗ୍ରେସ ନେତା

କଟକ : ସରକାରଙ୍କ ବିଫଳତାକୁ ନେଇ ବିରୋଧି ବିଭିନ୍ନ ପ୍ରକାରର ପ୍ରତିବାଦ କରୁଥିବାର ଦେଖିବାକୁ ମିଳେ । ହେଲେ କଟକ ସହରରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଛି  । କଟକ ମହାନଗର ନିଗମର କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି କିଛି ଭିନ୍ନ ଧରଣର ଓ ନିଆରା  ଘଟଣା । ସିଏମସି କମିଶନରଙ୍କୁ ବାଥରୁମ…

ବିଡିଓଙ୍କ କାର୍ ଧକ୍କାରେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା: କୋମନା ବ୍ଲକ ବିଡିଓଙ୍କ କାର୍ ଧକ୍କାରେ ତରବୋଡ଼ ଗାଁର ଜଣେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା ଏକ କାରରେ କୋମନାରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ତରବୋଡ଼ ଗାଁର ଜଣେ ଅସ୍ଥାୟୀ କର୍ମଚାରୀ…

ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ୱାଇରେ ବିଶିଷ୍ଟ ଶିଳ୍ପପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରିବେ  । ଏହି…

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳକୁ ନେଇ ଉତ୍ତେଜନା

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ଦିଆଯାଉଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁର୍ତ୍ତୃମା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କୁ ପୋକରା ଚାଉଳକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇବା ପାଇଁ…

ନିଶା କାରବାରରୁ ହତ୍ୟା, ଲେଡି ଡନ୍ ରଞ୍ଜୁ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲେଡି ଡନ୍ ରଞ୍ଜୁ ଏବଂ ଅନ୍ୟତମ ଅଭିଯୁକ୍ତ କାହ୍ନା । ଗଞ୍ଜାମରୁ ଉଭୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ୯ ତାରିଖ (ଶୁକ୍ରବାର) ରାତିରେ ଭୁବନେଶ୍ବର ସ୍ଥିତ ୟୁନିଟ ୮ ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟିଥିଲା। ବ୍ରାଉନ ସୁଗାର ବେପାରକୁ ନେଇ ହୋଇଥିବା…

ଟ୍ରକକୁ ପିଟିଲା କାର, ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗ

କଟକ: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା। କଟକ ମଙ୍ଗୁଳି ଛକରେ ଟ୍ରକକୁ ପଛ ପିଟୁ ପିଟିଲା କାର। ଜାତୀୟ ରାଜପଥ ୧୬ରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ  ଦୁଇ ଜଣ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗଣମାଧ୍ୟମର ଖବର ଅନୁଯାୟୀ…

ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ…