Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଟି ତଳେ ଚାପି ହୋଇଗଲା ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋରାପୁଟ ରାୟଗଡା ରେଳ ଲାଇନ ଦୋହରିକଣ ବେଳେ ଅଘଟଣ । ମାଟି ଅତଡା ଖସିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ବରପେଟା ଜିଲ୍ଲା ମାଜଗାଁର ଜାହରୁଦ୍ଦିନ୍। ମାଟି ତଳେ ଚାପି ହୋଇଯିବା ପରେ…

ଏଥର ଶୀତ ଆସିବ ବିଳମ୍ବରେ !

ଭୁବନେଶ୍ୱର: ଅକ୍ଟୋବର ଏବଂ ନଭେମ୍ବରରେ ଯେପରି ତାପମାତ୍ରା ରହିବା କଥା ଚଳିତ ଥର ପୂର୍ବ ଅପେକ୍ଷା ଅଧିକ ଗରମ ରହିବ। ତେଣୁ ଏଥର ଶୀତ ବିଳମ୍ବରେ ଆସିବ। ଏପରି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ। ଏଲ୍-ନିନୋ, ଇଣ୍ଡିଆନ ଓସେନ ଡାଇପୋଲ ଏହଂ ଏମଏଜେଓକୁ ଅନୁଧ୍ୟାନ କରିବା…

ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

ଭୁବନେଶ୍ବର: ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ  ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ…

ବାଲ୍ୟ ବିବାହକୁ ପ୍ରତ୍ୟାଖ୍ୟାନ କରିଥିବା କିଶୋରୀଙ୍କୁ ମିଳିବ ଦକ୍ଷତା ବିକାଶ ତାଲିମ୍‌

ବ୍ରହ୍ମପୁର:ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ଉପରେ ଅଂକୁଶ ଲଗାଇବା ପାଇଁ ଜିଲା ପ୍ରଶାସନ ଗୋଟିଏ ପରେ ଗୋଟିଏ ଅଭିନବ ପଦକ୍ଷେପ ଗ୍ରହଣ କରୁଛି। ଏହି କ୍ରମରେ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ସାମିଲ କରାଯାଇଛି। ଅଧାରୁ ପାଠ ଛାଡୁଥିବା ଝିଅମାନେ ବାଲ୍ୟ ବିବାହର ଶିକାର ହୋଇଥାଆନ୍ତି। ତେଣୁ…

ବର୍ଷା ହେଲେ ବନ୍ଦ ହୋଇଯାଉଛି ଶବଦାହ

ବ୍ରହ୍ମପୁର: ବ୍ରହ୍ମପୁର ସହର ଶ୍ରୀରାମ ନଗର ବାସିନ୍ଦା ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛିଦିନର ବର୍ଷା ଯୋଗୁ ସାହିରେ ଥିବା ଏକମାତ୍ର ଶ୍ମଶାନ କାଦୁଅରେ ଭର୍ତ୍ତି ହୋଇଯାଇଛି । ବର୍ଷା ପାଣି ଜମି ରହିବାରୁ ଶବଦାହ ସମ୍ଭବ ହେଉନି । ବର୍ତ୍ତମାନ ବାସିନ୍ଦାଙ୍କୁ…

ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଲାଠିରେ ପିଟିଲେ

ନବରଙ୍ଗପୁର:ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି,ଖବର ସଂଗ୍ରହ କରିବା ପାଇଁ ଯାଇଥିବା ୩ ଜଣ ସାମ୍ବାଦିକଙ୍କୁ ଅତିରିକ୍ତ ଏସପିଙ୍କ ମାଡ଼ମାରିବା ସହ ଟାଣିନେଲେ ସାମ୍ବାଦିକଙ୍କ ମୋବାଇଲ। ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ। ଘଟଣା ଅନୁସାରେ ପାପଡାହାଣ୍ଡି ସଦର…

ଫଟୋସପ୍ ଠକ ନନା,ବୁଲାଇଲେ କଳାକନା

କେନ୍ଦ୍ରାପଡ଼ା: ଠକଙ୍କୁ ତ ଆପଣ ଦେଖିଥିବେ  । ଏବେ ଜଣେ ମହାଠକଙ୍କୁ ଦେଖନ୍ତୁ । ଲୋକଙ୍କୁ  ଠକି ଠକି ସେ କେମିତି ବନିଛନ୍ତି ମହାଠକ । ଠକାମୀର ସବୁ ସୀମା ପାର କରିଛନ୍ତି ଫଟୋସପ୍ ଠକ୍ ନନା । କୁଳ ପୁରହୀତ ଠକ ନନା  ଏମିତି ଠକିଛନ୍ତି ଯେ ଯଜମାନଙ୍କ କୁଳ ବୁଡ଼ାଇଦେଇଛନ୍ତି । ଯଜମାନଙ୍କୁ ବି…

ଶୁଭେନ୍ଦୁଙ୍କ ଫର୍ମୁଲାରେ ଓଡିଶା ବିଜେପି

ଭୁବନେଶ୍ୱର : କେନ୍ଦ୍ର ବିଜେପି ଫୋକସରେ ଓଡିଶା  । ଶାସକ ବିଜେଡିକୁ ଗାଦିଚ୍ୟୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି  । ଓଡିଶା ବିଜେପି ଏହି ରଣନୀତି ପଶ୍ଚିମବଙ୍ଗ ବିଜେପି ଭଳି ଆକ୍ରମଣାତ୍ମକ ହେବାକୁ ଯାଉଛି  । କାରଣ ବିଜେଡିର କଟ୍ଟର ବିରୋଧି କୁହାଯାଉଥିବା ଜୟନାରାୟଣ ମିଶ୍ରଙ୍କୁ…

ଆଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପୁଣି ଡରାଇଲେ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟରେ ରେଡ୍ କରିବ କି ED, CBI ?

ପୁରୀ: ପୁଣି ଡରାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘାଣ୍ଟିବ କେନ୍ଦ୍ରୀୟ ସଂସ୍ଥା । ପରୋକ୍ଷରେ କହିଲେ ରାଜ୍ୟରେ ହେବ ଇଡି, ସିବିଆଇ ରେଡ୍ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଗୋଟି ଚାଳନା କରୁଛି ବିଜେପି । ବିଭିନ୍ନ ରାଜ୍ୟରେ କ୍ଷମତାକୁ…