Latest Odisha News

BREAKING NEWS

Browsing Category

ଓଡିଶା

Odisha

୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସ ଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ  ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଥିଲେ । ୭୫ତମ ସ୍ବାଧୀନତା ଦିବସ ପାଳନ…

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ପରେ କିନ୍ନରଙ୍କୁ ପ୍ରତାରଣା

ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ନେଇ ଜଣେ କିନ୍ନର ସୋମବାର ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୧୯ ବର୍ଷୀୟ ଏହି କିନ୍ନରଙ୍କ ଅଭିଯୋଗ ହେଲା, ଗତ ପ୍ରାୟ ଏକ ବର୍ଷ ପୂର୍ବେ ବିଜିପୁର ଅଞ୍ଚଳର ଜଣେ ୨୨ ବଷୀୟ ଯୁବକଙ୍କ ସହ ସୋସିଆଲ ମିଡ଼ିଆରେ ସଂପର୍କ ସୃଷ୍ଟି…

ଶିକ୍ଷାମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ ୧ ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରା ଯାଇଥିଲା  । ଦାବୀ ଗୁଡିକ ହେଲା ୧ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ …

ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ, ବିପଦରେ ବସୁଛନ୍ତି କୁନି ଛୁଆ

କାମକ୍ଷାନଗର: ଅଧା ଛପର ନଥିବା ଚାଳ ଘର । ଚାଳ ଛପର ଅଧା ଉଡ଼ି ଯାଇଥିବା ବେଳେ କାନ୍ଥରେ ବି ବଳ ନାହିଁ । କେତେବେଳେ ଭୁଶୁଡ଼ି ପଡ଼ିବ କହିବା ମୁସ୍କିଲ୍ । ତଥାପି ଏଭଳି ବିପଦସଂକୁଳ ଅବସ୍ଥାରେ ଅଙ୍ଗନୱାଡ଼ି ପିଲାଙ୍କୁ ପଢ଼ା ଯାଉଛି । ଆଉ ୟେ ହେଉଛି ପିଲାଙ୍କ ପାଇଁ ୭ ଲକ୍ଷ ଟଙ୍କାରେ ନିର୍ମାଣ…

ଇଂଲଣ୍ଡରୁ କୋହିନୂର ହୀରା ଫେରାଇ ଆଣିବା ଲାଗି ଜୋର୍ ଧରିଲା ଦାବି

ପୁରୀ: ଫେରିବ କି କୋହିନୂର ହୀରା ? ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇବ କି ଦୁର୍ମୂଲ୍ୟ କୋହିନୂର ହୀରା ? ସଫଳ ହେବ କି ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ? ବ୍ରିଟେନ୍ ରାଣୀଙ୍କ ଦେହାନ୍ତ ପରେ ଏବେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ଅଗଣିତ ଜଗନ୍ନାଥ…

ସେପ୍ଟେମ୍ବର ୧୪ରେ ମୁମ୍ବାଇ ଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ହେବ ପୁଞ୍ଜିନିବେଶ  । ସେପ୍ଟେମ୍ବର ୧୪ରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶ ବିଦେଶର ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ…

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ, ଫାଟିଲା ସରପଞ୍ଚଙ୍କ ମୁଣ୍ଡ

ବାଲେଶ୍ୱର: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ହାତାହାତି । ଗଣ୍ଡଗୋଳ ଓ ମାରପିଟରେ ସରପଞ୍ଚଙ୍କ ମୁଣ୍ଡ ଫାଟି ଯାଇଛି । ତେଣ୍ଟେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ୍ ଦାବି କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ହୋଇଥିଲା । ହାତାହାତିରେ ସରପଞ୍ଚଙ୍କ ସହ ୩ ଜଣ ଆହତ…

ନୂଆଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ନୂଆଖାଇ ପରିବାର ତରଫରୁ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ନୂଆଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଇଷ୍ଟଦେବୀଙ୍କ ପାଖରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ଦିଆଯିବା ସହ ଆଗାମୀ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ବିଷୟରେ ଆଲୋଚନା…

ନକଲି ଔଷଧ ମାମଲା, ଆତ୍ମସମର୍ପଣ କଲେ ୨ ଡିଷ୍ଟ୍ରିବ୍ୟୁଟର

କଟକ: ନକଲି ଔଷଧ ମାମଲାରେ କଟକ ପୋଲିସ ନିକଟରେ ୨ ଜଣ ଡିଷ୍ଟ୍ରିବ୍ୟୁଟର ଆତ୍ମସମର୍ପଣ କରିଛନ୍ତି । ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ ଟାବଲେଟ ନକଲି ନେଇ ଟ୍ୱିନସିଟି ସହ ଏକାଧିକ ସ୍ଥାନରେ ରେଡ୍ ହୋଇଥିଲା । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ଏତଲା…

ରଣହୁଙ୍କାର ପରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା କଲେ ସରକାର

ଭୁବନେଶ୍ୱର: ବର୍ଷାରେ ଭିଜିଲେ, ହକର ସ୍ୱର ଉଠାଇଲେ । ଲୋୟର ପିଏମଜିରେ ରବିବାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଆଲୋଚନା କରିଛନ୍ତି ସରକାର । ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଥିବା କୁହାଯାଇଛି । ୧୫ ଦିନ ଭିତରେ ସରକାର…