Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ରାଶି ୬ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ଦ୍ୱାରା ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ଅର୍ଥ ରାଶି ବୃଦ୍ଧି କରାଯାଇଛି । ପ୍ରତି ଯୋଗ୍ୟ ପ୍ରାର୍ଥୀଙ୍କୁ ୬ ଲକ୍ଷ ଟଙ୍କା ସ୍କଲାରସିପ୍ ମିଳିବ । ସର୍ବଭାରତୀୟ ସ୍ତରରେ ଆଇଆଇଟି, ଏନ୍ଆଇଟି,…

ଥାନା ଭିତରେ ପଶି ପୋଲିସକୁ ପିଟିଲେ ଆଦିବାସୀ

ପାରଳାଖେମୁଣ୍ଡି: ଥାନା ଭିତରେ ପଶିଲେ, ପୋଲିସକୁ ପିଟିଲେ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନାରେ । ଆଦିବାସୀଙ୍କ ଘରେ ରାତି ଅଧିଆ ପୋଲିସର ଚଢ଼ାଉକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ଏକାବେଳେକେ ୬ଟି ପଞ୍ଚାୟତର ଆଦିବାସୀ ଏକଜୁଟ୍ ହୋଇ ପୋଲିସ ଉପରେ ଆକ୍ରମଣ କରିବା ସହ…

ଆଗାମୀ ୩ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମେଘୁଆ ପାଗ ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ନେଇ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନ୍ ସିଟି କଟକ, ଭୁବନେଶ୍ୱର ସମତେ ୧୧ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ସହ ଘଡ଼ଘଡ଼ି ନେଇ ଆଲର୍ଟ…

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଜୟପୁର: ଜୟପୁର ଷ୍ଟେସନ ପାସ କରିବା ପରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଛତ୍ରିପୁଟଠାରେ ଲାଇନଚ୍ୟୁତ ହୋଇଛି ।  ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ଯାତ୍ରୀଙ୍କୁ ନିଜ ବ୍ୟବସ୍ଥାରେ…

ଚୋର ଗ୍ୟାଙ୍ଗ୍‌ ପାଖରୁ ମିଳିଲା ୨୮୦ ଗ୍ରାମ୍‌ ସୁନା, ୯୪ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ସହରର ସୋମାନାଥନଗର ତୃତୀୟ ଲାଇନ ସ୍ଥିତ ସୁଲୋଚନା ପାତ୍ରଙ୍କ ଘରୁ ଗତ ୧ ତାରିଖ ରାତିରେ ନଗଦ ୧୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୬୦୦ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣାରେ ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ…

ବରଗଡରେ ମାତିଛନ୍ତି କଫ୍ ସିରପ ମାଫିଆ

ବରଗଡ: ବରଗଡରେ ମାତିଛନ୍ତି  କଫ୍ ସିରପ ମାଫିଆ । ସହରରେ ଦିନ କୁ ଦିନ କଫ ସିରପ ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ତେଣୁ ଏମାନଙ୍କୁ କାବୁ କରିବା ପାଇଁ  ଅଣ୍ଟା ଭିଡିଛି ବରଗଡ ଅବକାରୀ ବିଭାଗ  । ତେବେ ଆଜି କୌଣସି ନିର୍ଦ୍ଦିଷ୍ଟ ସୁତ୍ରରୁ ଖବର ପାଇ ବରଗଡ ଅବକାରୀ ଅଧିକ୍ଷକ ସୁବନ…

ଦଳିତଙ୍କୁ ମିଳିଲାନି ଶବଦାହ ଗୃହ, ଖୋଲାରେ ହେଲା ସତ୍କାର

ବ୍ରହ୍ମପୁର:ଦଳିତ ବୋଲି ମିଳିଲାନି ଗାଁ ଶ୍ମଶାନରେ ଜାଗା। ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକର ସୁବଳିଆ ଗ୍ରାମରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ହରିଜନ ସାହିର ଜଣେ ବ୍ୟକ୍ତିଙ୍କ ରବିବାର ମୃତ୍ୟୁ ହୋଇଥିଲା । ଗାଁ ଶ୍ମଶାନକୁ ଶବ ସତ୍କାର ପାଇଁ ନିଆ ଯାଇଥିଲା। ଶ୍ମଶାନରେ…

ପରିତ୍ୟକ୍ତ ଘରେ ଚାଲିଥିଲା ବିଦେଶୀ ମଦ କାରଖାନା

ବ୍ରହ୍ମପୁର:ଏକ ପରିତ୍ୟକ୍ତ ଘରେ ବିଦେଶୀ ମଦ କାରଖାନା ଚାଲିଥିବା ଗ୍ୟାଙ୍ଗ୍‌କୁ ଧରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଓ ସିଅଳା ରୋଡ୍‍ରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ୪ଜଣ ଯୁବକ ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ ।…

୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସ ଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ  ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଥିଲେ । ୭୫ତମ ସ୍ବାଧୀନତା ଦିବସ ପାଳନ…

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ପରେ କିନ୍ନରଙ୍କୁ ପ୍ରତାରଣା

ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ନେଇ ଜଣେ କିନ୍ନର ସୋମବାର ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୧୯ ବର୍ଷୀୟ ଏହି କିନ୍ନରଙ୍କ ଅଭିଯୋଗ ହେଲା, ଗତ ପ୍ରାୟ ଏକ ବର୍ଷ ପୂର୍ବେ ବିଜିପୁର ଅଞ୍ଚଳର ଜଣେ ୨୨ ବଷୀୟ ଯୁବକଙ୍କ ସହ ସୋସିଆଲ ମିଡ଼ିଆରେ ସଂପର୍କ ସୃଷ୍ଟି…