Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳନ୍ତା ଟ୍ରେନରେ ଛୁରାମାଡ଼ କରି ବନ୍ଧାହେଲେ ଅଭିଯୁକ୍ତ

ଭୁବନେଶ୍ୱର: ଚଳନ୍ତା ଟ୍ରେନରେ ଛୁରାମାଡ଼ । ଫାଲକନାମା ଏକ୍ସପ୍ରେସ ଫ୍ୟାଣ୍ଟ୍ରି କାର୍‌ରେ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ରେଳବାଇ ପୋଲିସ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି । ଫାଲକନାମା…

ପୁରୀରେ କାର୍ତ୍ତିକ ହବିଷ୍ୟାଳୀମାନଙ୍କ ରହଣି ପାଇଁ କାଲିଠୁ ପଞ୍ଜିକରଣ ଆରମ୍ଭ

ପୁରୀ: ପବିତ୍ର କାର୍ତ୍ତିକ ମାସରେ ‘ରାଈଦାମୋଦର ବ୍ରତ’ ପାଇଁ ହବିଷ୍ୟାଳୀମାନଙ୍କ ଲାଗି ରହିବା ବ୍ୟବସ୍ଥା କରିବ ପୁରୀ ପ୍ରଶାସନ । ହବିଷ୍ଯାଳୀମାନଙ୍କ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ।…

ଟ୍ରକ୍-ବାଇକ୍ ଧକ୍କା, ୨ ଯୁବକ ମୃତ

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ ୬୩ର ମାଳିବ୍ରାହ୍ମଣୀ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକକୁ ବାଇକ୍ ଧକ୍କା ଦେବା ଫଳରେ କୋଶଳା ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ କୋଶଳା ଗାଁର…

କାୟା ବିସ୍ତାର କରିଛି ଡେଙ୍ଗୁ, ରାଜଧାନୀରେ ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଡେଙ୍ଗୁ ବଢାଇଲାଣି ଡର। ଆତଙ୍କ ଖେଳାଇ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ। ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଶନିବାର 95 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା…

ଆମ୍ବୁଲାନ୍ସ ପହଞ୍ଚିପାରୁନି ଗାଁ ଦାଣ୍ଡ, ଏବେ ବି ଖଟିଆ ଭରସା ମୁଣ୍ଡାପଡାବାସୀଙ୍କୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ସରକାର କହୁଛନ୍ତି। ହେଲେ ଏବେ ବି ଓଡିଶାର ଏମିତି ଏକ ଗାଁ ଅଛି ଯେଉଁଠି ଆମ୍ବୁଲାନ୍ସ ସେବା ପହଞ୍ଚିପାରୁନି। ଅର୍ଥାତ ଅପହଞ୍ଚ। ତେଣୁ ରୋଗୀ ଠିକ୍ ସମୟରେ ଚିକିତ୍ସା ନପାଇ ମୃତ୍ୟୁ ବରଣ କରୁଥିବାର ଅଭିଯୋଗ ରହିଛି। ସମ୍ବଲପୁର…

ଆଜିଠୁ ଓଜେଇଇ କାଉନ୍‌ସେଲିଂ

ଭୁବନେଶ୍ବର: ଆଜିଠୁ ଓଜେଇଇ କାଉନ୍‌ସେଲିଂ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖିବା ପାଇଁ  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ କାଉନ୍‌ସେଲିଂ ଆରମ୍ଭ ହେବ । ଟେକ୍ନିକାଲ୍‌ ଓ ବୃତ୍ତିଗତ…

ଦକ୍ଷିଣ ଛତିଶଗଡ ଉପରେ ଅବପାତ ! ଉପକୂଳ ଓଡିଶାରେ ୫ ଦିନ ବର୍ଷା ହେବ ସୂଚନା

ଭୁବନେଶ୍ୱର: ଦକ୍ଷିଣ ଛତିଶଗଡ ଉପରେ ଅବପାତ। ବର୍ତ୍ତମାନ ଏହା ଭବାନୀପାଟଣା ଠାରୁ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ୧୯୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ…

ମାଲକାନଗିରର ଅଜଣା ରୋଗ ପଛରେ କିଡନି ସମସ୍ୟା, ମଦ ଓ ବିଷାକ୍ତ ଖାଦ୍ୟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଲକାନଗିରିର ମାଥିଲିରେ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁକୁ ନେଇ ଚର୍ଚା ଜୋର ଧରିଥିଲା ବେଳେ ଏବେ କିନ୍ତୁ ନୂଆ କଥା ଶୁଣିବାକୁ ମଳୁଛି । କଥା ଉଠୁଛି ଅଜଣା ରୋଗ ନୁହେଁ, ଲୋକଙ୍କ କିଡନି ସମସ୍ୟା, ମାତ୍ରାଧିକ ବିଷାକ୍ତ ଖାଦ୍ୟ ଏବଂ ଅଭ୍ୟାସଗତ ଭାବେ ମଦ ପିଉଥିବାରୁ…

ସ୍ୱର୍ଗଠାରୁ କିଛି କମ ନୁହେଁ ନନ୍ଦନକାନନ

ବାରଙ୍ଗ : ନନ୍ଦନକାନନ ପରିଦର୍ଶନ କଲେ  । ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ-ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ନନ୍ଦନକାନନ ଚିଡ଼ିଆଖାନା ପରିଦର୍ଶନ କରିବା ସହ  ନନ୍ଦନକାନନକୁ ପ୍ରଶଂସା କରି ଏହାକୁ ପଶୁଙ୍କ ସ୍ୱର୍ଗ ବୋଲି…

ମନମୁଣ୍ଡାରୁ ୬୪୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା  ନିକଟ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ୬୪୦ ବୋତଲ କଫ ସିରଫ ଜବତ କରିଛି ପୋଲିସ । ଗାଡି ମଟର ପୋଲିସ  ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗ ର ସୁଇପ୍ଟ କାର ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡି…