Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ: ବାଧାପ୍ରାପ୍ତ ହେଲା ଟ୍ରେନ ସେବା

ଭୁବନେଶ୍ୱର: ଭୁବନେଶ୍ବର ଷ୍ଟେସନ ପରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଧାରଣା ତଳକୁ ଖସିଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଖସିଥିବାରୁ କିଛି ସମୟ ପାଇଁ ଟ୍ରେନ ସେବା ବ୍ୟାହତ ହୋଇଛି ।   ମାଲବାହୀ ଟ୍ରେନର ମୋଟ ୫ଟି ବଗି ଲାଇନ ଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଫଳରେ ୨ଟି…

ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ଟୁକୁନି ସାହୁ  ଆଜି ସେଚ ସଦନ ଠାରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ଥିବା ନଦୀ ଓ ଜଳଭଣ୍ଡାରର ଜଳସ୍ତର ସ୍ଥିତି ସମୀକ୍ଷା କରିଛନ୍ତି  ।  ରାଜ୍ୟରେ ସୁବର୍ଣ୍ଣରେଖା, ବୈତରଣୀ,ବୁଢ଼ାବଳଙ୍ଗ, ଜଳକା ଆଦି ନଦୀରେ ଜଳ ପ୍ରବାହ ସହ  …

ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ, ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ସକାଳ ୮ ଟା ପରିବର୍ତ୍ତେ ୧ ଘଣ୍ଟା ଡେରିରେ ସକାଳ ୯ ଟା ରେ ଡାକ୍ତରଖାନା ଖୋଲୁଥିବା ଅଭିଯୋଗ କରିଛନ୍ତି ତେଜେଶ୍ବର…

ଅଣ୍ଟାଏ ପାଣିରେ ଭରା ନଈରେ ଶବ ପାର କରୁଛନ୍ତି ଗ୍ରାମବାସୀ

ରାୟଗଡ଼ା:  କମ୍ପାନୀ ମାଡ଼ି ବସିଛି ମଶାଣି ଭୂଇଁ  । ଜୀବନ କୁ ବାଜି ଲଗେଇ ଅଣ୍ଟାଏ ପାଣିରେ ଭରା ନଈରେ ଶବ ପାର କରୁଛନ୍ତି ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ କେତେବେଳେ ଅନାହାର ତ ପୁଣି କେତେବେଳେ ହଇଜା ସହ ଲଢି ଜୀବନ…

ଚନ୍ଦକା ଅଞ୍ଚଳରୁ ଲୁଟେରା ଗିରଫ; ୫ଲକ୍ଷ ଟଙ୍କା ଏବଂ ୧୪୮ ଗ୍ରାମ ସୁନା ଜବତ

ଭୁବନେଶ୍ୱର: ରବିବାର ଚନ୍ଦକା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ୍ ଧରା ପଡ଼ିଛନ୍ତି। ସ୍ପେଶାଲ ସ୍କ୍ୱାର୍ଡ ଏବଂ ଚନ୍ଦକା ଥାନାର ମିଳିତ ଉଦ୍ୟମରେ ଚଢାଉ କରାଯାଇ ଅଭିଯୁକ୍ତ ସହିତ ଚୋରୀ ସାମଗ୍ରୀକୁ କିଣୁଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫ଲକ୍ଷ ଟଙ୍କା ଏବଂ ୧୬୦…

ଆଞ୍ଚଳିକ ନାୟକଙ୍କ ନାମରେ ନାମିତ ହେବ ଏମ୍ସ 

ନୂଆଦିଲ୍ଲୀ:  ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ଓ ଏୈତିହାସିକ ଘଟଣାର ସ୍ମାରକିଙ୍କ ନାମରେ ଦେଶର ଦିଲ୍ଲୀ ସମେତ ସମସ୍ତ ୨୩ଟି ଏମ୍ସ ନାମକରଣ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସର୍ମ୍ପକରେ ପରାମର୍ଶ ଲୋଡିବା ପରେ ଅଧିକାଂଶ…

ଭିଜିଲାନ୍ସ ଜାଲରେ ଓ୍ୱାର୍ଡ ଅଫିସର; ୧୫ ହଜାର ନେଇ ଗିରଫ

ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ…

ଆରଆରବି ପରୀକ୍ଷା ପାଇଁ ହଟିଆ-ପୁରୀ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥ ମାନଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷା…

ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀ ମନ୍ଦିରର ହେବ ଉନ୍ନତିକରଣ

ବ୍ରହ୍ମପୁର: ଗଞ୍ଜମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ମନ୍ଦିରର ଉନ୍ନତିକରଣ ଭଳି ବ୍ରହ୍ମପୁରର ମା ବୁଢୀ ଠାକୁରାଣୀ ମନ୍ଦିର ମଧ୍ୟ ନୂଆ ରୂପ ପାଇବ। ସୋମବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଚାରିପାଖ ବୁଲିବା ସହ ନକ୍ସା…

ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍; ସୁରତରେ ପଶିଥିଲା, ବ୍ରହ୍ମପୁର ଏମ୍‌କେସିଜିରେ ବାହାରିଲା

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରବିବାର ଏକ ଭିନ୍ନ ଧରଣର ଅ​‌ସ୍ତ୍ରୋପଚାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ପେଟ ଭିତରେ ଥିବା ଏକ ବଡ ଷ୍ଟିଲ ଗ୍ଲାସକୁ ଅ​‌ସ୍ତ୍ରୋପଚାର କରି ବାହାର କରାଯାଇଛି। ସୁରତରେ ସାଙ୍ଗ…