Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନେଇ ଭୟଭୀତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର:  କିଛି ଦିନ ଧରି ଲଗାଣ ବର୍ଷା ପରେ ଆଜି ପୁଣି ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେବେ ବର୍ଷା ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅପିଲ କରିଛନ୍ତି । ଲୋକଙ୍କୁ ଭୟଭୀତ ନହେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।…

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ପୁରୀ:  ଆଜି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀ ଜିଲ୍ଲାର ବନ୍ୟା ଅଞ୍ଚଳ ପରିସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟାଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାପରେ ସର୍କିଟ ହାଉସରେ ସମୀକ୍ଷା ଓ ଆଲୋଚନା କରିଥିଲେ ।  ପୁରୀ ଜିଲ୍ଲାରେ ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ…

ବୈତରଣୀ ନଦୀର ଜଳ ସ୍ତର କମିଛି ହେଲେ ବିପଦ ଟଳିନି

ଯାଜପୁର: ବୈତରଣୀରେ ଆସିଥିବା ବନ୍ୟା ଛାଡ଼ି ଯାଇଛି ସତ ହେଲେ ବିପନ୍ନଙ୍କ ଦୁଃଖ ବଢି ଯାଇଛି । ଏବେବି ବନ୍ୟା ଜଳରେ ବୁଡ଼ି ରହିଛି ଏକର ଏକର ଚାଷ ଜମି । ଲୋକେ ଚାଷ ସହ ସହ ବାସ ହରାଇଛନ୍ତି । କିନ୍ତୁ ସାହାଯ୍ୟ ଭାବେ ଏଯାଏ ମିଳିଛି କେଇ ମୁଠା ଚୂଡ଼ା ଓ ଗୁଡ଼। ବୈତରଣୀରେ ବନ୍ୟା ଏବଂ ଶାଖା…

ଲଗାଣ ବର୍ଷାରେ ଧସିଲା ସାମନବାଡ଼ି ପୋଲ ରାସ୍ତା

ବାଲିଗୁଡ଼ା: ବନ୍ୟା ପରେ ପୁଣି ଲଘୁଚାପ ଜନିତ ଲଗାଣ ବର୍ଷା ଆରମ୍ଭ ହୋଇଛି । ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗାଁ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି । ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା…

ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ?

ଭୁବନେଶ୍ବର : ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ? କେଉଁ ବିଧାୟକଙ୍କର ରାଜ୍ୟ ପ୍ରତି ସର୍ବାଧିକ ଦାଇତ୍ବବୋଧ ରହିଛି ? କେଉଁ ବିଧାୟକ ବିଧାନସଭାର ଗୃହ କାର୍ଯ୍ୟରେ ଉଲ୍ଲେଖନୀୟ ପଦର୍ଶନ କରିଛନ୍ତି? ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି …

ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ

ଭୁବନେଶ୍ବର:ପାଣିପାଗ ବିଭାଗର ସତର୍କ ସୂଚନା। ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ । ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଉତ୍ତରପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତ ପଶ୍ଚିମ ଓ ଉତ୍ତର…

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ  ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି ।  ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ  ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ …

ହୀରାକୁଦରେ ବନ୍ଦ ହେବ ଆଉ ୪ଟି ଗେଟ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ବଡ ସୂଚନା । ପୁଣି ବନ୍ଦ ହେବ ହୀରାକୁଦର ଆଉ ୪ଟି ଗେଟ । ଖୋଲାଥିବା ୨୪ଟି ଗେଟରୁ ଆଉ ୪ଟି ଗେଟ ବନ୍ଦ ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା । ହୀରାକୁଦ ଗେଟ ବନ୍ଦ ହେବା ଦ୍ୱାରା ମୁଣ୍ଡଳିରେ ମଧ୍ୟ ଜଳସ୍ତର…

ନୂଆପଡ଼ାରେ ଲାଲ୍ ତାଣ୍ଡବ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ନୂଆପଡ଼ା: ପୁଣି ମାତିଲେ ମାଓବାଦୀ । ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀ ଗୁରୁବାର ବିଳମ୍ବିତ ରାତିରେ ଜଣଙ୍କୁ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଢେକୁନପାଣି ଗାଁ ମୁଣ୍ଡରେ ୪୦ ବର୍ଷୀୟ ଅନନ୍ତରାମ ରାଉତଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇଛନ୍ତି । ଛତିଶଗଡ଼…

ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ

ଭୁବନେଶ୍ୱର: ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ । ବାଲି ଚୋରାଚାଲଣ ହେଉଥିବାର ଅଭିଯୋଗ ପରେବି ଚୁପ ହୋଇ ବସିଛନ୍ତି ଉଭୟ ପ୍ରଶାସନ ଓ ସରକାର । କୁଆଖାଇ ଏବଂ କୁଷଭଦ୍ର ନଦୀରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ  ଅପରାଜିତ ଷଢ଼ଙ୍ଗୀ । ଭୁବନେଶ୍ୱର…