Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ

ଭୁବନେଶ୍ୱର: ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ । ବାଲି ଚୋରାଚାଲଣ ହେଉଥିବାର ଅଭିଯୋଗ ପରେବି ଚୁପ ହୋଇ ବସିଛନ୍ତି ଉଭୟ ପ୍ରଶାସନ ଓ ସରକାର । କୁଆଖାଇ ଏବଂ କୁଷଭଦ୍ର ନଦୀରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ  ଅପରାଜିତ ଷଢ଼ଙ୍ଗୀ । ଭୁବନେଶ୍ୱର…

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍‌ଜା ସ୍ମରଣିକା ଉନ୍ମୋଚିତ

ଭୁ‌ବନେଶ୍ବର : ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଗୁରୁବାର ଅପରାହ୍ଣରେ ସହିଦ ‌ସ୍ପୋର୍ଟିଂ କ୍ଲବ୍‌ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ପଟ୍ଟନାୟକ ଖେଳ ସାମ୍ବାଦିକ ଭାବେ ଯେତିକି ପରିଚିତ ନଥିଲେ ଜଣେ ଭଲ ମଣିଷ ଓ…

କଳାକନା ବୁଲାଇଲେ ଦୁର୍ବୃତ୍ତ: ୩୦ ଭରି ସୁନା ଗହଣା, ୨କେଜିରୁ ଉର୍ଦ୍ଧ ରୂପା ଚୋରି

ରାୟଗଡା: ତାଲା ପଡିଥିବା ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ୩୦ ଭରି ସୁନାଗହଣା ସହ ୩୦ ହଜାର ନଗଦ ଟଙ୍କା ଏବଂ ୨କେଜିରୁ ଉର୍ଦ୍ଧ ରୂପା ଗହଣା ଚୋରି କରି ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ, ଡଗସ୍କାର୍ଡ ଓ ସାଇଂଟିଫିକ୍ ଟିମ୍ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି। ଏଭଳି ଘଟଣା ଦେଖିବାକୁ…

ଜେସିବି ବ୍ୟାଟେରୀ ଚୋରୀ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀ ଗାଁ ଥାନା ପୋଲିସ୍ ଜେସିବି ବ୍ୟାଟେରି ଚୋରି କରିଥିବା ଘଟଣାରେ  ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା…

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ

ଭୁବନେଶ୍ୱର: ବନ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର  ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ଟି ଗ୍ରାମ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ ଟି ଗ୍ରାମ ଜଳବନ୍ଦୀରେ…

ଦଳର ୬ ହେବିଓ୍ୱେଟଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲା ବିଜୁ ଜନତା ଦଳ

ଭୁବନେଶ୍ୱର: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ। ଏଥିପାଇଁ ଜାତୀୟ ସ୍ତରରେ ରଣନୀତି ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାର ବିଜୁ ଜନତା ଦଳ ମଧ୍ୟ ରଣନୀତି ଆରମ୍ଭ କରିଥିବା ସୂଚନା ରହିଛି। ଗଡ ମଜବୁତ କରିବା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ବିଜେଡି ଆଜି ୬ ଜଣ ବରିଷ୍ଠ…

ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର :  ମୁଖ୍ୟଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବନ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର  ପ୍ରଦୀପ ଜେନା, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ନଦୀଗୁଡ଼ିକର…

ହୀରାକୁଦରେ ପର୍ଯ୍ୟାୟକ୍ରମେ ବନ୍ଦ ହେଉଛି ଜଳଭଣ୍ଡାର ଗେଟ୍, ଏବେ ୨୮ଟି ଗେଟ୍ ଦେଇ ପାଣି ପ୍ରବାହିତ

ସମ୍ବଲପୁର: ମହାନଦୀରେ ଉପରମୁଣ୍ଡରେ ପାଗ ଶୁଖିଲା ରହିଥିବାରୁ ଏବେ ନଦୀରେ ଜଳସ୍ତର କମିବାରେ ଲାଗିଛି। ତେଣୁ ହୀରାକୁଦରେ ଜଳ ପ୍ରବେଶ ମଧ୍ୟ କମିଛି। ଏହି କାରଣରୁ ଆଜି ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ବନ୍ଦ ହୋଇଛି। ଏବେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସଂଧ୍ୟା ୭ ପୂର୍ବରୁ ୪ଟି…

ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବ, ନଜର ପକାନ୍ତୁ କେଉଁ ଜିଲ୍ଲାରେ କାଚିବ ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଙ୍ଗଲାଦେଶ ଏବଂ ମିଆଁମାର ଉପକୂଳରେ ସକ୍ରିୟ ରହିଛି ଲଘୁଚାପ ।ଏବେ ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଏକ ଅବପାତ ପରିଣତ ହେବାର…

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ଘାଟି ଧସିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଘାଟିର ୩ଟି ସ୍ଥାନରେ ପାର୍ଶ୍ଵ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଂକୁଳ…