Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିବା ବିଜେପି ଗଠନ କଲା କମିଟି

ଭୁବନେଶ୍ୱର: ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ବନ୍ୟା ଜଳରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୩୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ବନ୍ୟା ଘେରରେ ଥିବା ଲୋକଙ୍କୁ  ବିଜେପିର କାର୍ଯ୍ୟକର୍ତା  ଉଦ୍ଧାର କାର୍ଯ୍ୟ, ରିଲିଫ କାର୍ଯ୍ୟରେ…

ହେଲମେଟ ଚେକିଂ: ଗୋଟିଏ ଦିନରେ 2073 ଚାଲାଣ ଜାରି , 400 ଡିଏଲ୍ ସ୍ଥଗିତ

କଟକ:  ଜାତୀୟ ତଥା ରାଜ୍ୟ ରାଜପଥରେ ହେଲମେଟ ନପିନ୍ଧି  ଦୁଇଚକିଆ ଯାନ ଚଳାଚଳ ବିରୁଦ୍ଧରେ ଚାଲିଛି ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ । ବିନା ହେଲମେଟ ପାଇଁ ଗତ 24 ଘଣ୍ଟା ମଧ୍ୟରେ ମୋଟ 2073 ଇ-ଚାଲାଣ ଜାରି କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ପାଇଁ ମୋଟ 77 ଟି ଗାଡି ଜବତ…

ଜନ୍ମାଷ୍ଟମୀକୁ ନେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର, ସୁରକ୍ଷା କଡ଼ାକଡ଼ି

ବାଲିଗୁଡ଼ା: ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ । ଏହି ତିଥିରେ ପାଳନ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ନିରାଡ଼ମ୍ବର…

 ଆସନ୍ତାକାଲିଠୁ ପୁଣି ବର୍ଷା, ସତର୍କ ରହିବାକୁ କହିଲେ ଏସଆରସି

ଭୁବନେଶ୍ବର: ଆସନ୍ତାକାଲିଠୁ ପୁଣି ତିନି ଦିନ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି ।  ଏହା ସହ ବିଜୁଳି ଘଡଘଡି ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ…

ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

ଭୁବନେଶ୍ୱର :  ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଥିବାରୁ ପିସିସ ପକ୍ଷରୁ ଗଠିତ ହୋଇଛି ରାଜ୍ୟସ୍ତରୀ ବନ୍ୟା ରିଲିଫ କମିଟି । ଏହି କମିଟି ଜନସାଧାରଣଙ୍କୁ ସହଯୋଗ ଏବଂ ସାହାଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର…

ବନ୍ୟାଞ୍ଚଳରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା, ମିଳୁନି ପର୍ଯ୍ୟାପ୍ତ ଖାଦ୍ୟ

ଜଗତସିଂହପୁର: ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ଜଗତସିଂହପୁର ଜିଲ୍ଲା ମହାନଦୀ ଅବବାହିକାରେ ଥିବା ରଘୁନାଥପୁର, କୋଟକଣା, ତିର୍ତ୍ତୋଲ, ଶଙ୍ଖେଶ୍ୱର, କାଠକୋଟ ଆଦି ଅଞ୍ଚଳର ତଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

ପୁରୀରେ ୨ ଦିନ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ପୁରୀ: ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଆସିଥିବା ବନ୍ୟାରେ ପୁରୀ ଜିଲ୍ଲା ପୂରା ବେହାଲ୍ ହୋଇ ପଡ଼ିଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିଘେରରେ । କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ଚାଲୁଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି । ବନ୍ୟା…

ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ବର: ରାଜ୍ଯ ସରକାର ବନ୍ୟା ଆସୁଥିବାର ସ୍ବୀକାର କରିଛନ୍ତି। ଏସଆରସିଙ୍କ ସୁଚନା ଅନୁସାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି  ।ତଳିଆ ଅଞ୍ଚଳରେ ଘାଇ ସୃଷ୍ଟିହୋଇ ୩୦୦ରୁ ଉର୍ଦ୍ଧ ଗାଁ ବାହ୍ଯଜଗତରୁ ବିଚ୍ଛିନ୍ନ ହୋଇଛି  । ଏହିଭଳି ସ୍ଥିତିରେ ବନ୍ଯା ଅଞ୍ଚଳର ଳୋକମାନଙ୍କ ଦୁଖଃ ସୁଖରେ ଛିଡା…

ତିନି ଦିନ କାଚିବ ବର୍ଷା, ଚତୁର୍ଥ ଦିନ ଟିକେ ଦୁର୍ବଳ ହେବ

ଭୁବନେଶ୍ୱର: ଆସନ୍ତାକାଲିଠୁ ବର୍ଷା ଆରମ୍ଭ ହେବ ଏବଂ ୧୯ ଓ ୨୦ ଦୁଇ ଦିନ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପାଣିପାଗର ଏହି ଆକଳନ ଏଯାବତ ସଠିକ ରହିଛି। ସଦ୍ୟ ପାଣିପାଗ ରିପୋର୍ଟ ଅନୁଯାୟୀ ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ବାୟୁମଣ୍ଡଳରେ ୫.୮କିଲୋମିଟର…

ଏଥର ୨୦୧୧ ପରି ରାଜ୍ୟରେ ବନ୍ୟା, ଆହୁରି ୪ ଦିନ ବନ୍ୟା ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ଓ ସ୍ୱତନ୍ତ୍ର ରିଲିଫ କମିଶନର । ରାଜୀବ ଭବନରେ ବିଭିନ୍ନ ଅଧିକାରୀଙ୍କ ସହ ବନ୍ୟା ମୁକାବିଲା ନେଇ ଆଲୋଚନା କରିଛନ୍ତି। ଏସଆରସି ପ୍ରଦୀପ ଜେନା କହିଛନ୍ତି, ରାଜ୍ୟରେ…