Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରପାରିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଦୁଷ୍ମନ୍ତ ମହାନ୍ତି

ଢେଙ୍କାନାଳ : ଆରପାରିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଦୁଷ୍ମନ୍ତ ମହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା । ଆଜି ଭୁବନ ବ୍ଲକରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଥିବାରୁ ସେ ନିଜ…

[ଦେଖନ୍ତୁ ଭିଡିଓ] ଦୁଇ ଦୁଇ ଥର ମୃତ ସାର୍ଟିଫିକେଟ ବାହାର କରି ଅର୍ଥ ହଡପ ଅଭିଯୋଗ

ଢେଙ୍କାନାଳ : ଦୁଇ ଦୁଇ ଥର ମୃତ ସାର୍ଟିଫିକେଟ ବାହାର କରି ଅର୍ଥ ହଡପ ଅଭିଯୋଗ  ।  ମୃତ ଦର୍ଶାଯାଇଥିବା ଲୋକର ପରିବାର ଆଣିଛନ୍ତି ଅଭିଯୋଗ । ଜଣେ ଲୋକକୁ ଦୁଇ ଦୁଇ ଥର ମୃତ ଦର୍ଶାଯାଇ ଟଙ୍କା ହଡପ୍ କରାଯାଇଛି । ତାର ମୃତ୍ୟୁ ସାଟିଫିକେଟ ବାହାର କରାଯାଇଛି ଅର୍ଥ ହଡପ ହୋଇଛି। ଖାଲି ସେତିକି…

କ୍ଷୋଭ ପ୍ରକାଶ କଲେ ଅଭିନେତା ମନୋଜ ମିଶ୍ର, କହିଲେ ‘ତାକୁ ପରିବାର ସହ ଛାଡ଼ି ଦିଅନ୍ତୁ’

ଭୁବନେଶ୍ୱର: ରାସ୍ତାରେ ଷ୍ଟାର କଳିକୁ ନେଇ ରାଜ୍ୟ ବାହାରେ ଚର୍ଚ୍ଚା । କୌଣସି ଓଡ଼ିଆ ସିନେମାକୁ ନେଇ ସାଧାରଣତଃ ରାଜ୍ୟ ବାହାରେ ଆଲୋଚନା ହୁଏନି । ହେଲେ ବାବୁଶାନଙ୍କ ଘରୋଇ କଳିକୁ ନେଇ ରାସ୍ତାରେ ଟଣାଓଟରା ଭିଡିଓ ଭାଇରାଲ୍ ପରେ ଏବେ ସବୁଠି ଆଲୋଚନା ଚାଲିଛି । ଯେଉଁ ଲୋକ ଓଡ଼ିଆ ସିନେମାର…

[ଦେଖନ୍ତୁ ଭିଡିଓ] ପ୍ରକଳ୍ପ କାମ ଯୋଗୁ ଦୁର୍ବଳ ନଦୀ ବନ୍ଧରୁ ଖସୁଛି ଅତଡ଼ା। ଆତଙ୍କିତ ଅବସ୍ଥାରେ ଗାଁର ଲୋକେ

ଜଗତସିଂହପୁର  : ଦୁର୍ବଳ ନଦୀ ବନ୍ଧ। ବନ୍ଧରୁ ଖସୁଛି ଅତଡ଼ା। ଆଉ ଏନେଇ ଭୟଭୀତ ହୋଇପଡ଼ିଛନ୍ତି ଗାଁର ଲୋକେ। ବର୍ଷା ଦିନରେ ତୁହାକୁ ବର୍ଷା ସାଙ୍ଗକୁ ନଦୀ କୂଳ ଖାଉଛି । ଏପେଟେ ବନ୍ଧ କୋଉ ମହୁର୍ତ୍ତରେ ଭାଙ୍ଗିଯିବ ତାହା ବି କହିହେବନି । ଏ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜଗତସିଂହପୁର ନାଉଗାଁ…

ମଝି ସମୁଦ୍ରରେ ନିଆଁ : ପାରାଦ୍ୱୀପ ନିକଟ ସମୁଦ୍ରରେ ମାଛଧରା ଟ୍ରଲରରେ ନିଆଁ

ପାରାଦ୍ୱୀପ  : ପାରାଦ୍ୱୀପ ସମୁଦ୍ର ମଝିରେ ପୁଣି ଅଘଟଣ । ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛିା ବୋଟରେ ୯ ଜଣ ମତ୍ସ୍ୟଜୀବୀ ଥିଲେ । ଟ୍ରଲରଟି ହୁତୁହୁତୁ ହୋଇ ଜଳିବାରୁ ସେଥିରେ ଥିବା…

ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ‘ସାଥୀ’ ଆୟୋଜିତ

ଭୁବନେଶ୍ୱର : ଜଣାଶୁଣା ସାମାଜିକ ସଙ୍ଗଠନ ବିଚାର ଭାରତୀ ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ମହର୍ଷି ମହିଳା ମହାବିଦ୍ୟାଳୟରେ ‘ସାଥୀ' ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ବାଲ୍ୟ ବିବାହ,…

ଦ୍ରୌପଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଦିଲ୍ଲୀରେ ୬୦ ସମ୍ପର୍କୀୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୂୟୂରଭଞ୍ଜ ଉପରବେଡାର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ। ଏହି ଶପଥ ସମାରୋହରେ ସାମିଲ ହେବାକୁ ନିଜ ଗାଁର ଲୋକ ଏବଂ ସମ୍ପର୍କୀୟ ଏବେ ରାଜଧାନୀ ଦିଲ୍ଲୀରେ। ମିଳିଥିବା ସୂଚନା ଅନୁଯାୟୀ ଦ୍ରୌପଦୀଙ୍କ ସମ୍ପର୍କୀୟ ପାଖାପାଖି ୬୦…

ଆଇଆଇଟି ଭୁବନେଶ୍ୱର ପାଇଁ ଷ୍ଟାର୍ଟଅପ ପ୍ରୋଗ୍ରାମ – ଚିପ୍ସ

ଭୁବନେଶ୍ବର: ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ  ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଛନ୍ତି  ।ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ…

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ

ଆସନ୍ତାକାଲି ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ତେବେ ଦାୟିତ୍ବରୁ ବିଦାୟ ନେବା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ବିଦାୟୀ ଅଭିଭାଷଣ ରଖିଛନ୍ତି ।  ରାଷ୍ଟ୍ରପତି କହିଛନ୍ତି.. ପ୍ରିୟ ଦେଶବାସୀ ନମସ୍କାର, ଆଜକୁ ପାଞ୍ଚ ବର୍ଷ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୟୂରଭଂଜ ବିଧାୟକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶପଥ ସମାରୋହର ଦିନକ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ  ନୂଆଦିଲ୍ଲୀ ଠାରେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଉଦଳା ବିଧାୟକ ତଥା ବିଜେପି ରାଜ୍ୟ…