Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରକୃତିଙ୍କ ସମର୍ଥନରେ ପ୍ରଶଂସକ, କହୁଛନ୍ତି ସାଙ୍ଗରେ ରହିବେ

ଭୁବନେଶ୍ୱର: ସୋସିଆଲ ମିଡିଆରେ ସମର୍ଥନ ଯୋଗାଡ଼ କରୁଛନ୍ତି ପ୍ରକୃତି ମିଶ୍ର । ବାବୁସାନ ସଂପର୍କୀୟ ଅଭିନେତ୍ରୀଙ୍କ ଉପରେ ପରୋକ୍ଷ ଦୋଷ ଲଦିବା ସହ ଏବଂ ସାଧାରଣ ଲୋକଙ୍କ କଟୁ ସମାଲୋଚନା କରିଛନ୍ତି । ଏହା ପରେ ପ୍ରକୃତିଙ୍କ କିଛି ବନ୍ଧୁ, ପ୍ରଶଂସକ ଓ ଶୁଭେଚ୍ଛୁ ସୋସିଆଲ…

ସମ୍ବଲପୁର ଅଞ୍ଚଳରେ ପୁଣି ୨ ହାତୀଙ୍କୁ ପୋଡ଼ିଲା କିଏ?

ସମ୍ବଲପୁର : ସମ୍ବଲପୁର ଧମା ରେଞ୍ଜ ଅଞ୍ଚଳରେ ପୁଣି ଦୁଇ ହାତୀଙ୍କୁ ପୋଡ଼ି ମାରିଥିବା ଦେଖାଯାଇଛି ।  ଆଜି ପୋଡ଼ା ଅବସ୍ଥାରେ ୨ଟି ହାତୀ କଙ୍କାଳ ଠାବ ହୋଇଛି। ହାତୀକୁ କିଏ ମାରିଲା ଏବଂ ବନ ଅଧିକାରୀମାନେ କିପରି କିଛି ଜାଣିପାରିଲେ ନାହିଁ ଏହାକୁ ନେଇ ଏବେ ଚର୍ଚା ଜୋର ଧରିଛି । …

[ଦେଖନ୍ତୁ ଭିଡିଓ] ସହାୟତା ଅପକ୍ଷୋରେ କିଡନୀ ରୋଗରେ ଆକ୍ରାନ୍ତଙ୍କ ପରିବାର

ଯାଜପୁର :  ମାଆକୁ ଭଲ କରିବାକୁ ଯାଇ ପୁଅ ହେଲେ ଗୁରୁତର ଅସୁସ୍ଥ । ଯେଉଁ ମାର କିଡନି ରୋଗକୁ ଭଲ କରିବା ପାଇଁ ପୁଅ ଦାଦନ ଖଟିବାକୁ ଯାଇଥିଲେ ସେହି ପୁଅ ଏବେ କିଡନି ରୋଗରେ ପିଡିତ ଅଛନ୍ତି । ଏ ହେଉଛନ୍ତି ବିଂଝାରପୁର ପ୍ରିତିପୁର ପାତ୍ରସାହିର ନବଘନ ପାତ୍ରଙ୍କ ପରିବାର । ନବଘନ ଦିନ ମଜୁରିଆ…

[ଦେଖନ୍ତୁ ଭିଡିଓ] ଚିନ୍ତା ବଢ଼ାଉଛି କାଶୀପୁର ହଇଜା: ବ୍ଲକରେ ଡାକ୍ତର ଅଭାବ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ପର୍ଯ୍ୟନ୍ତ ୨୫୧ ଜଣ ହଇଜା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି କିନ୍ତୁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି। ବ୍ଲକରେ…

ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା, ୭ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର  : ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା । ସାତ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ। ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ଶନିବାର ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାର କଳି ଘଟଣାରେ ଖାରବେଳ ନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲା…

ରାଜ୍ୟରେ ଆଜି ୧୦୧୧ କରୋନା ପଜିଟିଭ୍ ଚିହ୍ନଟ, ଭଦ୍ରକରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୨୦ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୫୯୧ ସଂକ୍ରମିତ ଚିହ୍ନଟ…

ରାସ୍ତା ପାଇଁ ୬ ଘଣ୍ଟିଆ ଆନ୍ଦୋଳନ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଓକିଲ ସଂଘ

ଅନୁଗୁଳ : ରାସ୍ତା ପାଇଁ ଆନ୍ଦୋଳନ । ୬ ଘଣ୍ଟିଆ ଅବରୋଧ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓକିଲ ସଂଘ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ରାସ୍ତା ଅବରୋଧ କରିଛନ୍ତି ଅନୁଗୁଳ ୫୫ନମ୍ବର ମୁଖ୍ୟ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପ୍ରତିଦିନ ଶହଶହ ଲୋକେ ସେହି ରାସ୍ତା ଦେଇ ଯିବା…

ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା । ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା । ଫଳରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ତୁହାକୁ ତୁହା ବର୍ଷା ଲାଗି ରହିଛି ।  ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଟିଏମସି ସାଂସଦ

ଭୁବନେଶ୍ୱର: ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି । ଏହାକୁ ନେଇ ବର୍ଷିଛନ୍ତି ଟିଏମସି ସାଂସଦ ଡାରେକ ଓବ୍ରାଏନ । ପ୍ରଥମ ଥର ପାଇଁ ରାଜ୍ୟ ବାହାରର କୌଣସି ଦଳର ନେତା ନବୀନ ଏବଂ ବିଜେଡି ଉପରେ ବର୍ଷିଛନ୍ତି।…

ପ୍ରକୃତି ମିଶ୍ର ଓ ପତ୍ନୀଙ୍କ ସହ ବିବାଦୀୟ ଭାଇରାଲ ଭିଡିଓ ପରେ ବାବୁଶାନଙ୍କ ବଡ଼ ବୟାନ

ଭୁବନେଶ୍ୱର: ଅଭିନେତ୍ରୀ ପ୍ରକୃତି ମିଶ୍ର, ପତ୍ନୀ ତୃପ୍ତି ଶତପଥୀ ଏବଂ ତାଙ୍କୁ ନେଇ ଶନିବାର ସକାଳେ ହୋଇଥିବା ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓରଫ ତନ୍ମୟ ମହାନ୍ତି । ସେ ଏବେ ଚେନ୍ନାଇରେ ଉତ୍କଳ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ…