Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସମାରୋହ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୨୫, ୨୦୨୨ ସୋମବାର ଦିନ ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ,…

ଆକାଉଣ୍ଟ ବନ୍ଦ ଥିବା ମ୍ୟାସେଜ୍‌ ପଠାଇଲେ: ଲୁଟିନେଲେ ୩.୨୫ ଲକ୍ଷ ଟଙ୍କା

ବ୍ରହ୍ମପୁର:ମୋବାଇଲରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ଅପଡେଟ କରିବାକୁ ଯାଇ ବ୍ରହ୍ମପୁରର ଦୁର୍ଗାପ୍ରସାଦ ଦେଶୀବେହେରା ୩ଲକ୍ଷ ୨୫ ହଜାର ଟଙ୍କା ଠକେଇ ଶିକାର ହୋଇଛନ୍ତି। ସାଇବର ଠକମାନେ ତାଙ୍କ ନିକଟକୁ ଆକାଉଣ୍ଟ ଅପଡେଟ କରିବାର ମେସେଜ ପଠାଇ କୌଶଳକ୍ରମରେ ତାଙ୍କ ଷ୍ଟେଟ ବ୍ୟାଙ୍କ…

ଗଞ୍ଜାମରେ ଚାଷୀ ଆତ୍ମହତ୍ୟା; ପାରିବାରିକ ଝଗଡ଼ା କହିଲେ ଗ୍ରାମବାସୀ

ବ୍ରହ୍ମପୁର:ଲଗାଣ ବର୍ଷାରେ ଫସଲ କ୍ଷତି ହେବା ପରେ କୀଟନାଶକ ପିଇ ଦେଇଥିବା ଗଞ୍ଜାମ ଜିଲାର ଜଣେ ଚାଷୀଙ୍କ ଶନିବାର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ପୋଲସରା ବ୍ଲକ ପାତାଳସିଙ୍ଗି ଗ୍ରାମର ଚାଷୀ ରମେଶ ରାହା(୫୬)। ଗତ ରମେଶଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରୁ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା ଗ୍ୟାସ ଏଜେନ୍ସି ମାଲିକ ଏବଂ ମହଜୁଦକାରୀ ଗିରଫ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଦୁଇଜଣ ପୋଡ଼ି ଯାଇଥିଲେ । ଏହି ଘଟଣାରେ ଶନିବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।…

ସୋସିଆଲ ମିଡିଆରେ ପ୍ରକୃତିଙ୍କୁ କଟୁ ସମାଲୋଚନା

ଭୁବନେଶ୍ୱର: ଅଭିନେତା ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ସୋସିଆଲ ମିଡିଆରେ ନେଟିଜେନଙ୍କ ଉଭୟ କୌତୁହଳ ଏବଂ କଟୁ ସମାଲୋଚନା ଦେଖିବାକୁ ମିଳିଛି । ପ୍ରାୟ ନେଟିଜେନ ପ୍ରକୃତିଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି…

କାଶୀପୁରର ହଇଜା ପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ରାୟଗଡ଼ା: ବଢ଼ୁଛି ହଇଜା ମୃତ୍ୟୁ । ନିୟନ୍ତ୍ରଣକୁ ଆସୁନି ସ୍ଥିତି । ହଇଜାରେ ୯ ଜଣଙ୍କ ଜୀବନ ଯିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ସହ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । କାଶୀପୁର ବ୍ଲକର  ବିଭିନ୍ନ ଗାଁରେ ହଇଜା ଯୋଗୁଁ…

ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗର ୨୦ କୋଟି ଜବତ: ଅନୁଭବ, ବର୍ଷା, ସବ୍ୟସାଚ୍ଚୀଙ୍କ ସହ କରିଛନ୍ତି ଫିଲ୍ମ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବଙ୍ଗୀୟ ନାୟିକା ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ପାଇଛି ଇଡି । ଏହି ମାମଲାରେ ପଶ୍ଚିମବଙ୍ଗର ହେବିୱେଟ ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଇଡି ଦ୍ୱାରା ଗିରଫ ହୋଇଛନ୍ତି। ପାଖାପାଖି ୨୬ ଘଣ୍ଟାର ମାରାଥନ ଜେରାର ସାମ୍ନା କରିବା ପରେ ଅର୍ପିତା…

BeMC କମିଶନରଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍‌ ନମ୍ବରରେ ମଗା ହେଉଛି ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ପରେ ଏବେ ବ୍ରହ୍ମପୁର ମହାନଗର ନିଗମ (BeMC)ର କମିଶନର ଜେ.ସୋନାଲ ନାଁରେ ଫେକ୍ ହ୍ୱାଟ୍ସଆପ୍ । ସାଇବର ଠକ ମହାନଗର କମିଶନରଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଖୋଲି ଟଙ୍କା ମାଗୁଛନ୍ତି । ମହାନଗର ନିଗମ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୯୦୬୫୦୩୫୮୦୫ ନାମକ ଏକ…

[ଦେଖନ୍ତୁ ଭିଡିଓ] ନନ୍ଦାହାଣ୍ଡିରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ, ୧୭ ଅସୁସ୍ଥ

ନବରଙ୍ଗପୁର: ରାୟଗଡ଼ା, କୋରାପୁଟ ପରେ ନବରଙ୍ଗପୁର । ପୁଣି ବ୍ୟାପିଲା ଝାଡ଼ାବାନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଖଡ଼ିଆଗୁଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁର ପ୍ରାୟ ୧୭ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର…

[ଦେଖନ୍ତୁ ଭିଡିଓ] ପ୍ରେମରେ ପ୍ରକୃତି ଓ ବାବୁଶାନ ! ରାସ୍ତାରେ ଦେଖି ଉଭୟଙ୍କୁ ମାଡ଼ ମାରିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ୱର: ପ୍ରକୃତିଙ୍କ ପାଇଁ ବାବୁଶାନଙ୍କ ପରିବାରରେ ଫାଟ ! ରାସ୍ତାରେ ଧରି ପ୍ରକୃତିଙ୍କୁ ଛେଚିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି । କହିଲେ ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଭାଙ୍ଗୁଛି । ରିଲରେ ଆପଣ ପ୍ରକୃତି ଓ ବାବୁଶାନଙ୍କ ପ୍ରେମ ଦେଖିଥିବେ । ଆଉ ରିଅଲରେ ସ୍ୱାମୀଙ୍କ ସହ ପ୍ରକୃତିଙ୍କୁ…