Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋଟିଏ ବ୍ୟାଙ୍କରେ ଦୁଇ ଜଣ ସିଇଓ ? ପତିଆରା ଲଢେଇ ପାଇଁ ଚାଷୀ ହଇରାଣ ହେଉଛନ୍ତି କହିଲା ବିଜେପି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦୁର୍ନୀତିର କଥା କହି ସରକାରକୁ ଘେରିଛି ବିଜେପି । ଏହି ବ୍ୟାଙ୍କରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏଥିସହ ଏହି ବ୍ୟାଙ୍କରେ ଦୁର୍ନୀତି ହୋଇଥିଲେ ମଧ୍ୟ ଶାସକ ଦଳର ବଡ ବଡିଆଙ୍କ ସଂପୃକ୍ତି ଥିବାରୁ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦେବେ ରାଜ୍ୟ ସରକାର

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ୮ରେ ଓଡିଶା ଆସୁଛନ୍ତି । ଜୁଲାଇ ୮ତାରିଖରେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା କାର୍ଯ୍ୟକ୍ରମ  ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଓଡିଆ ଝିଅ…

ସରକାରୀ କାର୍ଯ୍ୟକ୍ରମର ଅତିଥି ତାଲିକାରେ ନାହିଁ ବିଜେପି ସାଂସଦଙ୍କ ନାଁ: ଅପରାଜିତା କହିଲେ, ଏତେ ସଂଙ୍କୀର୍ଣ୍ଣ…

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ ସରକାରଙ୍କ ତରଫରୁ ରାଜଧାନୀରେ ୭୩ ତମ ବନ ମହୋତ୍ସବ ପାଳନ ହେବ। ଏହି ମହୋତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ମେୟରଙ୍କ ସମେତ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମନ୍ତ୍ରୀ ଏବଂ ବିଧାୟକ । ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ…

ବ୍ରହ୍ମପୁରରେ ଜବତ ହେଲା ୧୧୨ଗ୍ରାମ ବ୍ରାଉନସୁଗର

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ବ୍ରାଉନସୁଗାର କାରବାର ଚଳାଇଥିବା ସନ୍ଦୀପ ଅଗ୍ରୱାଲ(୨୮) ଓରଫ ସାଣ୍ଡିକୁ ଗିରଫ କରାଯାଇଛି । ଏଥି ସହିତ ସାଣ୍ଡିର ବାଇକ ଡିକିରୁ ୧୧୨ ଗ୍ରାମର ବ୍ରାଉନସୁଗର ମିଳିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।…

ମାଟ୍ରିକ୍‍ ପରୀକ୍ଷା ଫଳ: ଜ୍ୟୋସ୍ନା କିଷାନ କିସ୍‍ ଟପ୍ପର

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ୯୯.୬୩ ପ୍ରତିଶତ ହୋଇଛି । ସ୍କୁଲ୍‍ର ୧୦୨୫ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ…

ପରୀକ୍ଷା ଫଳ ଦେଖିବା ପୂର୍ବରୁ ନିଆଁରେ ପୋଡ଼ିଗଲେ ଦଶମ ଶ୍ରେଣୀ ଛାତ୍ରୀ

ବ୍ରହ୍ମପୁର: ଦିଗପହଣ୍ଡି ସହରରେ ଜଣେ ଦଶମ ଶ୍ରେଣୀ ଛାତ୍ର ନିଆଁରେ ପୋଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ବୁଧବାର ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିଥିବା ବେଳେ ସେ ନିଜ ମାର୍କ ଦେଖିବା ପୂର୍ବରୁ ଆଖି ବୁଜିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ରାଣୀ ସାହିର କାଳିଆ ଜେନାଙ୍କ ଝିଅ…

ଗଞ୍ଜାମରେ କରୋନା ମୁକାବିଲା ପାଇଁ ଫିଭର କ୍ଲିନିକ; ମାସ୍କ ବ୍ୟବହାର ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ରାଜ୍ୟର କେତେକ ଅଞ୍ଚଳରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବ ଦେଖା ଦେଇନାହିଁ। ତଥାପି ଆଗୁଆ ପ୍ରସ୍ତୁତ ହୋଇଯାଇଛି ଗଞ୍ଜାମ ଜିଲା ପ୍ରଶାସନ। ମାସ୍କ ପିନ୍ଧିବା ସହିତ କରୋନା ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି…

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରଥଯାତ୍ରା ଆୟୋଜନ

ମାଞ୍ଚେଷ୍ଟର: ଇଂଲଣ୍ଡର ତୃତୀୟ ବୃହତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ରଥଯାତ୍ରା ଉତ୍ସବ ଖୁବ ଯାକଜକମ ଓ ଜୋରଦାର ଢଙ୍ଗରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସକାଳୁ ଚାରି ଦିଅଁ ବିରାଜମାନ କରୁଥିବା ଗୀତାଭବନ ଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସ୍ୱତନ୍ତ୍ର…

ପାରୋଲରେ ଆସିଥିବା କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିମାଡ଼

କାମାକ୍ଷାନଗର: ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍କୁରା ଗୁଳିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ । ଅର୍ଜୁନ ଆଜି ଝିଲ୍ଲୀ ଗାଁ…

ସ୍ପେଶାଲ ସ୍କ୍ୱାଡ୍ ହାବୁଡ଼ରେ ୮ ଜଣିଆ ଗ୍ୟାଙ୍ଗ, ଟାର୍ଗେଟରେ ଥିଲେ ବ୍ୟାଙ୍କ କଷ୍ଟମର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରା ପଡ଼ିଛନ୍ତି ଏରାଗୋଲା ଗ୍ୟାଙ୍ଗ । ଏମାନେ ବ୍ୟାଙ୍କ ସାମ୍ନାରେ ଛକି ରହି ଗ୍ରାହକଙ୍କୁ ଲୁଟ୍ କରୁଥିଲେ । କାର କାଚ ଭାଙ୍ଗି ବାଟରେ ଟଙ୍କା ଲୁଟି ନେଉଥିଲେ । ଏହି ଗ୍ୟାଙ୍ଗର ୮ ଜଣ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ…