Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଶା କାରବାର ପାଇଁ ନେଉଥିଲେ କଫ ସିରପ୍, ୩ ଗିରଫ

ସୋନପୁର: କଫ ସିରପ୍ ଜବତ, ୩ ଗିରଫ । ସୋନପୁର ପୋଲିସ ସହରର ପଟାଭାଡ଼ି ନିକଟରୁ ୧୦୦ଟି କଫ ସିରଫ ବୋତଲ ଜବତ କରିଛି । ଏକ ସ୍କୁଟି ଯୋଗେ ୩ ଜଣ ଯୁବକ କଫ ସିରପ୍ ନେବା ବେଳୋ ପୋଲିସ ହାତରେ ଧରା ପଡ଼ିଛନ୍ତି । ଯାଞ୍ଚରୁ ଜଣାପଡ଼ିଛି ଏସବୁ କଫ ସିରପ୍ ନିଶା କାରବାରରେ ବ୍ୟବହାର କରାଯିବା ଲାଗି ନିଆ…

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୦.୫୫%

କଟକ: କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଆନୁଷ୍ଠାନିକ ଭାବେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ୯୦.୫୫%…

ଜୀବନ ହାରିଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ, କିଛିଦିନ ତଳେ ଜେରା କରିଥିଲା ପୋଲିସ

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ଆତ୍ମହତ୍ୟା କରିଛନ୍ତି । ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କୁ ଜେରା କରିଥିଲା । ରଶ୍ମିରେଖାଙ୍କ ମୃତ୍ୟୁକୁ ଗ୍ରହଣ କରି ପାରିନଥିବା ସନ୍ତୋଷ ଶେଷରେ ଜୀବନ ହାରିଛନ୍ତି । ରାଉଲକେଲା…

ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟିକ୍‌ ପରୀକ୍ଷା ଫଳ । ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଅପରାହ୍ନ ୧ଟାରେ ମାଟ୍ରିକ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ବୋର୍ଡ ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରୋଲ୍‌ ନମ୍ବର ଆଧାରରେ…

ଆଜି ଦକ୍ଷିଣମୋଡ଼ ନେବ ତିନି ରଥ

ପୁରୀ: ମହାପ୍ରଭୁଙ୍କ  ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ  ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ…

ଘରୋଇ ବିଶ୍ୱବିଦ୍ୟାଳୟ ବିଲ୍ ତରବରିଆ ଭାବେ ପାରିତ ହେବା ସନ୍ଦେହ ବଢାଉଛି: ନରସିଂହ ମିଶ୍ର

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଙ୍ଗଳବାର କହିଛନ୍ତି ଯେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡାଇ ନିଆଯାଉଛି। ବିଧାୟକମାନଙ୍କୁ ଆଲୋଚନା ଓ ପାରିତ ହେବା ପୂର୍ବରୁ ବିଲର ଦସ୍ତାବିଜ ଦିଆଯାଇଥାଏ। କିନ୍ତୁ ଏବେ ଏହା ମିଳୁ ନାହିଁ । ଶୂନ୍ୟକାଳରେ ବିଧାନସଭାରେ…

ବ୍ରହ୍ମପୁରରେ ସମୂହ ବିବାହ: ଯୋଡ଼ି ହେଲେ ୫ ଦମ୍ପତ୍ତି

ବ୍ରହ୍ମପୁର: ବ୍ରହ୍ମପୁରର ସାମାଜିକ ଅନୁଷ୍ଠାନ କାହ୍ନା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ସମୂହ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୫ ଦମ୍ପତ୍ତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଆସିକା ମାଗୁରାପଲ୍ଲୀର ଅନନ୍ତ ବେହେରାଙ୍କ ବିବାହ…

ସରକାରରେ ବଢ଼ୁଛି ଅହଙ୍କାର ? ସୌମ୍ୟ କହିଲେ ‘ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ପ୍ରତି ବିପଦ’

ଭୁବନେଶ୍ୱର: ନିରଙ୍କୁଶ ସରକାର, କାହାର ବଢ଼ୁଛି ଅହଙ୍କାର ? ଆଗରୁ ବିରୋଧୀ କହୁଥିଲେ, ଏବେ ଶାସକ ଦଳରୁ ବି ଉଠିଲାଣି ସମାନ ସ୍ୱର । ୨୨ ବର୍ଷରୁ ଅଧିକ ସମୟ ଧରି ସରକାରରେ ରହିବା ପରେ ଅହଙ୍କାର ବଢ଼ି ଗଲାଣି । ଅଙ୍କୁଶ ଲାଗିବା ଦରକାର, ନହେଲେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ବିଧାନସଭାରେ…

[ଦେଖନ୍ତୁ ଭିଡିଓ] ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର: ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ   ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ।…

NFSA କାର୍ଯ୍ୟକାରୀତାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ ଓ କାର୍ଯ୍ୟକାରୀତାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ । କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଜାରି ଷ୍ଟେଟ ରାଙ୍କିଂ ଇଣ୍ଡେକ୍ସ ଫର୍ NFSAରେ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଛି । ଓଡ଼ିଶା ତଳକୁ ଦ୍ୱିତୀୟରେ ବିଜେପି…