Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ଖାଣ୍ଟି ଓଡ଼ିଆଣୀ ବେଶରେ ନଜର ଆସିବେ ରାଣୀ ପଣ୍ଡା

ଭୁବନେଶ୍ୱର : କେତେବେଳେ କିଛି ବିବାଦ ନେଇ ତ ଆଉ କେତେବେଳେ ସମାଜ ସେବା ପାଇଁ। ଆଉ କେବେ କିଛି ଲୋକଙ୍କୁ ଟାର୍ଗେଟ କରି ଚର୍ଚ୍ଚା ସାଉଁଟିଥାନ୍ତି। କିଛି ଲୋକ ତ ତାଙ୍କ ବିବାଦୀୟ ରାଣୀ ପଣ୍ଡା ବୋଲି ମଧ୍ୟ କୁହନ୍ତି ।  ନିଜର ରୋକ୍ ଠୋକ୍ କଥା ପାଇଁ ସବୁବେଳେ ଚର୍ଚ୍ଚା ପରିସରକୁ ଆସୁଥିବା ରାଣୀ…

[ଦେଖନ୍ତୁ ଭିଡିଓ] ଜଗାର ପସନ୍ଦ ମାଉସୀ ମାଆ ଘର ପୋଡ଼ ପିଠା

ପୁରୀ : ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା , ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା  ।  ଦିନକ ପରେ ବାହୁଡ଼ା ଯାତ୍ରା ।  ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ  ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ…

[ଦେଖନ୍ତୁ ଭିଡିଓ] ୧୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ ଜବତ, ୨ ଜଣଙ୍କୁ ବାନ୍ଧିଲା STF

ଭୁବନେଶ୍ୱର: ବଡ଼ ପରିମାଣର ଜାଲ୍ ନୋଟ୍ ବରଗଡ଼ରୁ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ନକଲି ନୋଟ୍ ଜବତ କରିଛି ଏସଟିଏଫ୍ । ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରୁ ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଥିବା ବେଳେ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ…

ଜଗା ପାଇଁ ପୋଡ ପିଠା : ମାଉସୀ ମାଆ ମନ୍ଦିରରେ ସ୍ୱତନ୍ତ୍ର ପଦ୍ଧତିରେ ପିଠା ପ୍ରସ୍ତୁତି

ପୁରୀ : ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା , ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା  ।  ଦିନକ ପରେ ବାହୁଡ଼ା ଯାତ୍ରା ।  ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ  ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ…

[ଦେଖନ୍ତୁ ଭିଡିଓ] ଔଷଧୀୟ ଗୁଣରେ ଭର୍ତ୍ତି କାଇ ଚଟଣୀ, GI ଟ୍ୟାଗ୍ ପାଇଁ ଆବେଦନ

ବାରିପଦା: ଆଦିବାସୀ ଖାଦ୍ୟ କାଇ ଚଟଣୀ ବା ଲାଲ୍ ପିମ୍ପୁଡି ଚଟଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା । କାଇ ଚଟଣୀକୁ ଜିଆଇ ଟ୍ୟାଗ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଲାଲ୍ ପିମ୍ପୁଡ଼ି ତଥା କାଇକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ଏପରିକି ଥଣ୍ଡା…

ଖଦି ବୋର୍ଡରେ ସବସିଡି ପାଇଁ ଲାଞ୍ଚ, ଧରା ପଡ଼ିଲେ ଲାଞ୍ଚୁଆ ସୁପରଭାଇଜର

ଭୁବନେଶ୍ୱର: ଖଦି ଗ୍ରାମ୍ୟଦ୍ୟୋଗରେ ସବସିଡି ପାଇଁ ଲାଞ୍ଚ କାରବାର । ସବସିଡି ଟଙ୍କା କରାଇ ଦେବା ପାଇଁ ୧୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସୁପରବାଇଜର । ଡିଆଇସି ପୁରୀର ଖଦି ଭିଲେଜ୍ ବୋର୍ଡ ଇଣ୍ଡଷ୍ଟ୍ରୀଜର ସୁପରଭାଇଜର ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।…

ପୁଣି ବିଜେବି କଲେଜରେ ରାଗିଂ ! ବଡ଼ଗଡ଼ ଥାନାରେ ଛାତ୍ରଙ୍କ ଏତଲା

ଭୁବନେଶ୍ୱର: ବିଜେବି କଲେଜ ପିଛା ଛାଡ଼ୁନି ରାଗିଂ ଅଭିଯୋଗ । ଗତ ୨ ତାରିଖରେ ରାଗିଂକୁ ସାମ୍ନା ନକରି ପାରି ହଷ୍ଟେଲ ରୁମରେ ଜୀବନ ହାରିଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତିଥିବା ବେଳେ ଧରାପଡ଼ି ନାହାନ୍ତି ୩ ସିନିୟର । ଅନ୍ୟପଟେ ବିଜେବି କଲେଜର ଜଣେ ଯୁକ୍ତ ୨…

ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

ମୋହନା: ଚାଉମିନ୍ ଫ୍ୟାକ୍ଟ୍ରିରେ ଅଘଟଣ । ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ତିନୋଟି ଜୀବନ । ଏଭଳ ଅଘଟଣ ଘଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମୋହନା ବ୍ଲକ ନାରାୟଣ ନଗରରେ ଥିବା…

ବାହୁଡାଯାତ୍ରା ନୀତି ସଅଳ ହେବ

ପୁରୀ: ମହାପ୍ରଭୁଙ୍କ  ବାହୁଡ଼ାଯାତ୍ରା ଯାତ୍ରା ପାଇଁ ବଡ଼ ଦାଣ୍ଡ ପ୍ରସ୍ତୁତ ଥିବାବେଳେ ଏବେ ରଥ ମଧ୍ୟ ପ୍ରସ୍ତୁତ ରହିଛି । ମହାପ୍ରଭୁଙ୍କୁ ମଧ୍ୟ ବାହୁଡ଼ାଯାତ୍ରାରେ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ବାହୁଡ଼ା ଯାତ୍ରାର ନୀତି ସଅଳ…

400 ଟପିଲା ଦୈନିକ କୋଭିଡ ସଂକ୍ରମଣ: ସତର୍କ ରହିବା ଜରୁରୀ

ଭୁବନେଶ୍ବର:  ରାଜ୍ୟରେ ଦିନକୁ ଦିନ  ଉପରମୁହାଁ କରୋନା ସଂକ୍ରମଣ ହେବାରେ ଲାଗିଛି । ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ସତର୍କ ରହିବା ଜରୁରୀ ବୋଲି ଏବେ ସରକାରଙ୍କ ପକ୍ଷରୁ ପୁଣି ବାରମ୍ବାର କୁହାଯାଉଛି ।  ଗୋଟିଏ ଦିନରେ 401  କୋଭିଡ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…