Latest Odisha News

BREAKING NEWS

Browsing Category

ଓଡିଶା

Odisha

ବର୍ଷାଙ୍କୁ ଶାନ୍ତ କରିବ କି ‘ଗୀତା’?

କଟକ: ବର୍ଷା ଅନୁଭବଙ୍କ କଳି ଏବେ କୋର୍ଟରେ । ଷ୍ଟାର ଦମ୍ପତ୍ତିଙ୍କ ପରିବାରରେ ଆସିଛି ଝଡ । କାହା ମନ କାହା ପାଖରେ ନାହିଁ । ପରସ୍ପର ଦୋଷ ଦେଉଛନ୍ତି । ଅଶାନ୍ତିରେ ଜିଉଁଛନ୍ତି । ନ୍ୟାୟାଳୟରେ ନ୍ୟାୟ ପାଇଁ ଗୁହାରି କରୁଛନ୍ତି । ତେବେ ଦୁଇଜଣଙ୍କ  ଜୀବନରେ ଉଠିଥିବା ଝଡ଼କୁ ସମାଧାନ କରିବା…

ଆଜି ହେରା ପଞ୍ଚମୀ

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ “ହେରା ପଞ୍ଚମୀ” ଉତ୍ସବ । “ହେରା” ଶବ୍ଦ ର ଅର୍ଥ ଦର୍ଶନ ଏବଂ “ପଞ୍ଚମୀ” ଶବ୍ଦ ର ଅର୍ଥ ପଞ୍ଚମ ଦିନ. ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରା ଦିନ ମା ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଗୋଟିଏ ଦିନ ପରେ ସେ ମାଉସୀ ମା ଙ୍କ…

ନୀଳାଚଳ ଇସ୍ପାତ ନିଗମ ଏବେ ଟାଟା ହାତରେ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଏବେ ଟାଟା ହାତକୁ ଚାଲିଯାଇଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି  । ଏହି ଇସ୍ପାତ ପ୍ରକଳ୍ପ ବିକ୍ରୟ ପାଇଁ ଯେଉଁ ନିଲାମ ୨୦୨୨ଜାନୁୟାରୀ ୩୧ରେ ହୋଇଥିଲା ସେଥିରେ ଟାଟା…

କାଳିଆ ପ୍ରେମରେ ଭକ୍ତ ବାମନ। ଦର୍ଶନ ପାଇଁ ଧାଇଁ ଆସିଛନ୍ତି ଶରଧାବାଲି

ପୁରୀ : ଭକତ ଭାବରେ ବନ୍ଧା ସେ କାଳିଆ। ଆଉ କାଳିଆ ପ୍ରେମରେ ଛୁଆରୁ ବୁଢା ସଭିଏଁ ମସଗୁଲ। ଦୁଖୀ ରଙ୍କୀ ସମସ୍ତେ ତା ପାଇଁ ସମାନ। ତା ପ୍ରେମ ପାଇଁ ସବୁ ପାଗଳ। ଏମିତି ଜଣେ ଭକ୍ତ ଧାଇଁ ଆସିଛନ୍ତି କାଳିଆ ଦର୍ଶନ ପାଇଁ।  କଟକର  ଭକ୍ତ ବାମନ ହେଉଛନ୍ତି ଚନ୍ଦନ ମହାନ୍ତି । ବୟସ ୧୭ ହେଲେ ଉଚ୍ଚତା…

ପତ୍ନୀ ହନ୍ତାକୁ ଆଜୀବନ ସଜ୍ଜା, ୧୦ ବର୍ଷ ପରେ ଆସିଲା ରାୟ

ଭୁବନେଶ୍ୱର: ସ୍ତ୍ରୀକୁ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ । ମିନାକ୍ଷୀ ଦାସଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ପତ୍ନୀ ରଞ୍ଜୁ ନାୟକଙକ…

ବାଲିଘାଟରେ ବୁଲିଲା ଖଣ୍ଡା, ବୁଲେଟରେ ଆସି ହାଣିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବିଗୁଡ଼ୁଛି ଆଇନ୍ ଶୃଙ୍ଖଳା ପରିସ୍ଥିତି । ରକ୍ତରଞ୍ଜିତ ହୋଇଛି ବାଲିଘାଟ । ବୁଲେଟରେ ଆସି ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ବାଲିଘାଟରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲିପାଟଣା ଥାନା ତରାକାଜ ବ୍ରିଜ୍ ଉପରେ ଦୁର୍ବୃତ୍ତ ବାଲି ବ୍ୟବସାୟୀଙ୍କୁ…

ଶ୍ରୀମନ୍ଦିରରେ ବନକଲାଗି ନୀତି । ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ

ପୁରୀ :  ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ କାଳିଆ ସାଆନ୍ତଙ୍କ ଆଜି ହେଉଛି ଚତୁର୍ଥ ଦିନ । ଆସନ୍ତାକାଲି ହେରାପଞ୍ଚମୀ । ଅଭିମାନିନୀ ମାଆ ମହାଲଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ତିଚା ମନ୍ଦିର ଆସି ମହାପ୍ରଭୁଙ୍କ ରଥ ଭାଙ୍ଗିବେ । ତେବେ ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ…

ବାଇକକୁ ପିଟିଲା ଟ୍ରକ୍, ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଉଦ୍ୟାନବନ୍ଧ କ୍ରୀଷ୍ଣା ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଓଡି ୦୨ ଡି ୩୭୬୯ ନମ୍ବର ବିଶିଷ୍ଟ ନୀଳ ରଙ୍ଗର ବାଇକରେ ୫ ଜଣ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା…

‘ଓଡ଼ିଶା ସମ୍ବାଦ’ର ଖବର କପି ପେଷ୍ଟ କରୁଛି ‘ଗଞ୍ଜାମ ପୋଷ୍ଟ’ ନାମକ ଓ୍ୱେବସାଇଟ୍

ଭୁବନେଶ୍ୱର: ନକଲି ପ୍ରତି ସାବଧାନ ! ଖବରର ପ୍ରତିଯୋଗିତା ଭିତରେ ସାମ୍ନାକୁ ଆସିଛି କିଛି ଅସାଧୁ ସାମ୍ବାଦିକଙ୍କ କପି ପେଷ୍ଟ କାରନାମା । 'ଓଡ଼ିଶା ସମ୍ବାଦ' ନିଜ ପାଠକଙ୍କୁ ୨୪ ଘଣ୍ଟା ଅନବରତ ସଠିକ୍ ଏବଂ ନିର୍ଭୁଲ ଖବର ଯୋଗାଇବାରେ ପ୍ରୟାସ କରୁଛି। କିନ୍ତୁୁ ଏହାରି ଭିତରେ 'ଗଞ୍ଜାମ ପୋଷ୍ଟ'…

‘ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ’

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ । ଗୃହ ବିଭାଗ ତରଫରୁ ବିଧାନସଭାରେ ଏପରି ସ୍ପଷ୍ଟୀକରଣ ରଖାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଶୂନ୍ୟକାଳରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହକୁ…