Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ଡେଙ୍ଗୁ ନେଲା ପୂର୍ବତନ ପୋଲିସ ଅଧିକାରୀଙ୍କ ଜୀବନ

ଭୁବନେଶ୍ୱର: ବର୍ଷା ଋତୁ ଆରମ୍ଭ ପୂର୍ବରୁ ରାଜଧାନୀରେ ଡେଙ୍ଗୁ ଜଣଙ୍କ ଜୀବନ ନେଇଛି । ସୂଚନା ଅନୁସାରେ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ । ପୂର୍ବତନ ଅତିରିକ୍ତ ଡିସିପି ଶୁଭ୍ରାଂଶୁ ସେଠୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…

ପୁରୀ ରଥଯାତ୍ରା ପାଇଁ ଚାଲିବ ୧୦୦ଟି ସ୍ବତନ୍ତ୍ର ବସ୍‌

କଟକ : ଆସନ୍ତା ଜୁଲାଇ ୧ତାରିଖ ପୁରୀ ରଥଯାତ୍ରା ପାଇଁ କଟକ, ଭୁବନେଶ୍ବର, ପୁରୀ ମଧ୍ୟରେ ନିୟମିତ ବସ୍‌ ବ୍ୟତୀତ ପାଖାପାଖି ୧୦୦ଟି ସ୍ବତନ୍ତ୍ର ବସ ଚଳାଚଳ କରିବ। ଘରୋଇ ବସ୍‌ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ବତନ୍ତ୍ର ବସ୍‌ସେବା…

ଜଳୁଛି ପଶ୍ଚିମ ଓଡ଼ିଶା, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଉପକୂଳ

ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ଜନଜୀବନ । ପଶ୍ଚିମ ଓଡ଼ିଶାରେ ଆକାଶରୁ ନିଆଁ ବର୍ଷୁଥିବା ବେଳେ ଉପକୂଳରେ ଆକତମାକତା କଲାଣି ଗୁଳୁଗୁଳି । ଆଜି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡା, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ…

ଗୁପଚୁପ୍ ଖାଇ ଟଙ୍କା ନଦେବାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

କାମକ୍ଷାନଗର: ଗୁପଚୁପ୍ ପାଇଁ ଗଡ଼ିଲା ମୁଣ୍ଡ । ଏଭି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗାଁରେ । ଗୁପଚୁପ୍ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରିରେ ହତ୍ୟା କରିଛି ଗୁପଚୁପ୍ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହିର…

ଶୋଇଛି ବନ ବିଭାଗ, ଜଙ୍ଗଲ ପାଲଟିଛି ଶିକାରୀଙ୍କ ଚରାଭୂଇଁ !

ଭୁବନେଶ୍ୱର: ଗୁଳି ଖାଇବା ପରେ ଏବେ ସୁସ୍ଥ ହେଉଛି କଟକ ଆଠଗଡର ଏକ ଦନ୍ତା ହାତୀ । ନରସିଂହପୁର ବାନାଞ୍ଚଳ ଅଧୀନ ଜୟପୁର ଜଙ୍ଗଲରେ ୮ ରୁ ୧୦ ବର୍ଷର ଏକ ଦନ୍ତା ହାତୀ ଗୁଳି ଖାଇବା ପରେ ଜଙ୍ଗଲରେ ପ୍ରାୟ ୧୫ ଦିନ ବୁଲିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ଏବେ ନନ୍ଦନକାନନ ଏବଂ…

ଜୁନ ୧୫ରେ ସମସ୍ତ ଜିଲ୍ଲାରେ ବିଜେପି ପାଳିବ ମୋଦୀ ସରକାରର ଆଠ ବର୍ଷର ସଫଳତା

ଭୁବନେଶ୍ୱର: କେନ୍ଦ୍ରର ମୋଦୀ ସରକାରର ୮ ବର୍ଷ ପୂର୍ତ୍ତିକୁ ରାଜ୍ୟ ବିଜେପି ପାଳନ କରିବ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ ବିଜେପି। ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୂରୋହିତ ଏହି ସୂଚନା ଦେଇଛନ୍ତି। ପୂରୋହିତ କହିଛନ୍ତି, ରାଜ୍ୟର…

ଷ୍ଟାଡିୟମରେ ମ୍ୟାଚ ଦେଖିବେ ବୋଲି ରାତିରେ ଟିକେଟ କାଉଣ୍ଟର ଆଗରେ କ୍ରିକେଟ ପ୍ରେମୀଙ୍କ ଗହଳି

କଟକ: ଯେଉଁ କ୍ରିକେଟ୍ ପ୍ରେମୀମାନେ ବାରବାଟୀ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ସେମାନେ ଏବେ ଷ୍ଟାଡିୟମର ଟିକେଟ କାଉଣ୍ଟର ଆଗରେ ଭିଡ ଜମାଇବା ଆରମ୍ଭ କରି ଦେଇଛନ୍ତି। ଏତେ ଗହଳି ଭିତରେ ଟିକେଟ ମିଳିବ କି ନାହିଁ ସନ୍ଦେହ କରି ସକାଳେ ଟିକେଟ କାଉଣ୍ଟର ଖୋଲିବା…

ବାଦାମ ଚାଷୀଙ୍କୁ ଲୁଟିଲେ ଦଲାଲ: ଚାଷୀ ଫସଲ ବିକିଲେ ମିଳିପାରୁନି ଟଙ୍କା

ମାଲକାନଗିରି: ବାଦାମ ଚାଷୀଙ୍କୁ ଠକିଦେଲେ ଦଲାଲ । ବାଦାମ କିଣିନେଲେ କିନ୍ତୁ ଟଙ୍କା ଦେଲେନି । ଗରିବ ଚାଷୀ ବାରମ୍ବାର କହିବା ପରେ ଟଙ୍କା ନପାଇବାରୁ ଏବେ କଣ କରିବେ ମୁଣ୍ଡରେ ହାତ ମାରି ବସିଛନ୍ତି । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ ଭି 31 ଓ 32 ନମ୍ବର ଗ୍ରାମରୁ ଏଭଳି ଅଭିଯୋଗ…

କେନ୍ଦ୍ରାପଡ଼ା ସୁପାରି କିଲର ଜଟଣୀରୁ ଗିରଫ; ସୁନ୍ଦରପଦାର ସନ୍ତୋଷ ମାର୍ଥା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ହତ୍ୟା କରିବାକୁ ଆସି ପୋଲିସ ହାବୁଡ଼ରେ ପଡ଼ିଛନ୍ତି ସୁପାରି କିଲର । କେନ୍ଦ୍ରାପଡ଼ାରୁ ଦୁଇ ଜଣ ସୁପାରି କିଲର ସାଙ୍ଗରେ ୭ ଏମଏମ ବନ୍ଧୁକ ଧରି ବାଇକରେ ଜଟଣୀ ପହଞ୍ଚିଥିଲେ । ହେଲେ ଠିକ୍ ସମୟରେ ପୋଲିସ ଧରି ପକେଇ ସବୁ ଭଣ୍ଡୁର୍ କରିଦେଲା । ମଙ୍ଗଳବାର ବିଳମ୍ବିତ…

ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ପାଇଁ  ‘ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ଆୟୋଜନ

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ପୂର୍ଣ୍ଣ ହୋଇଛି । କେନ୍ଦ୍ରସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ପାଇଁ  ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି । ବିଗତ ଦିନରେ ଜାତିବାଦ, ପରିବାରବାଦ, ଭ୍ରଷ୍ଟାଚାର,…