Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାଷୀମାନଙ୍କୁ ଲୁଟୁଥିବା ମିଲର୍ସ ଓ ଦଲାଲ୍‌ଙ୍କ ମଧ୍ୟସ୍ଥି ଭୁମିକାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୋଦି ସରକାରଙ୍କ ଏମଏସପି ବୃଦ୍ଧିକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରଶଂସା କରାଯାଇଛି । ଖରିଫ ଫସଲର ଏମଏସପି ବୃଦ୍ଧି ଫଳରେ ଚାଷୀମାନଙ୍କ ଆୟ ବୃଦ୍ଧି  ହେବାରେ ସହାୟକ ହୋଇପାରିବ ।  ଓଡ଼ିଶାରେ ଧାନ ଚାଷ ଅଧିକ ପରିମାଣରେ ହେଉଥିବାରୁ ଓଡ଼ିଶାର ଚାଷୀମାନଙ୍କୁ ଅଧିକ ଉପକୃତ ହେବେ ।…

[ଦେଖନ୍ତୁ ଭିଡିଓ] ଚିଲିକାରେ ଚାଲିଲା ହାଉସ ବୋଟ ‘ଗରୁଡ’: ପର୍ଯ୍ୟଟକଙ୍କ ପାଇଁ ବୋଟରେ ରହିଛି ସବୁ ସୁବିଧା

ଖୋର୍ଦ୍ଧା : ରାଜ୍ୟରେ ପ୍ରଥମ ଥର ପାଇଁ ଚିଲିକାରେ ଆଜିଠାରୁ ଚାଲିଲା ହାଉସ ବୋଟ । ଏହି ବିଳାସପୁର୍ଣ୍ଣ ହାଉସ ବୋଟ ଗରୁଡକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର…

ଦିନକରେ ସରିଗଲା ବାରବାଟୀ ମ୍ୟାଚର ସବୁ ଟିକେଟ୍  

କଟକ: ସରିଗଲା ସବୁ ଟିକେଟ୍ । ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚର ସବୁ ଟିକେଟ୍ ବିକ୍ରି ହୋଇ ଯାଇଛି । ପ୍ରାୟ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ପାଇଁ ୯ ଗୋଟି କାଉଣ୍ଟର ବ୍ୟବସ୍ଥା କରିଥିଲା ଓସିଏ । ଆଉ ୯ ଓ ୧୦ ତାରିଖ ଦୁଇଦିନ ଧରି ଟିକେଟ୍ କାଉଣ୍ଟରରେ ଟିକେଟ୍ ବିକ୍ରି…

୩୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ପାଇଁ ବ୍ରହ୍ମପୁର ସହର ଏବେ ସୁରକ୍ଷିତ ରାସ୍ତା ପାଲଟିଯାଇଛି । ନିୟମିତ ଅବକାରୀ ବିଭାଗ ଧରପଗଡ଼ କରୁଥିଲେ ମଧ୍ୟ ଚାଲାଣ ଉପରେ ରୋକ୍‌ ଲାଗିପାରୁନି । ବୁଧବାର ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ…

ଝାରବନ୍ଧ ବିଇଓ ରଞ୍ଜିତ୍ ଭୋଇଙ୍କୁ ଗିରଫ କଲା ଭିଜିଲାନ୍ସ

ଝାରବନ୍ଧ: ସମ୍ବଲପୁର ଭିଜିଲାନ୍ସ ୟୁନିଟ ଗୁରୁବାର ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଇଓ ରଞ୍ଜିତ୍ ଭୋଇ । ପ୍ରଧାନଶିକ୍ଷକଙ୍କୁ ତାଙ୍କ…

ପ୍ଲେ ଷ୍ଟୋରରେ ଉପଲବ୍ଧ ବେଆଇନ୍ ଲୋନ୍ ଆପ ହଟାଇବାକୁ ଗୁଗୁଲକୁ EOWର ଚିଠି

ଭୁବନେଶ୍ୱର: ପ୍ଲେ ଷ୍ଟୋରରେ ଥିବା ବିଭିନ୍ନ ବେଆଇନ୍ ଲୋନ୍ ଆପକୁ ନେଇ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଗୁଗୁଲକୁ ଚିଠି ଲେଖାଯାଇଛି । ଯେଉଁଥିରେ କୋକୋ ଲୋନ୍, ଜୋଜୋ ଲୋନ୍ ଭଳି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୪୫ଟି ବେଆଇନ୍ ଲୋନ୍ ଆପ୍ ବିଷୟରେ ତଥ୍ୟ…

ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ଓଡିଶା ଚାଷୀଙ୍କ ପ୍ରତି ଉପହାସ: ବିଜେଡି

ଭୁବନେଶ୍ୱର, : କେନ୍ଦ୍ର ସରକାର ଗତକାଲି ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ ।  ସାଧାରଣ ଏବଂ ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହି ବୃଦ୍ଧିକୁ ବିଜେଡି ପକ୍ଷରୁ ନାପସନ୍ଦ…

ଭିଜିଲାନ୍ସ ହାତରେ ଯାଜପୁର ତହସିଲର ପୂର୍ବତନ ନାଜିର; ଛଅ ବର୍ଷ ଥିଲେ ଫେରାର

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଗୁରୁବାର ଯାଜପୁର ତହସିଲର ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଗିରଫ କରିଛି । ୪.୯୫ କୋଟି ଟଙ୍କାର ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଖୋଜୁଥିଲା । ୨୦୧୬ ମସିହାରୁ ସେ ଲୁଚିଲୁଚି ବୁଲୁଥିଲେ । ଗୁରୁବାର ସକାଳେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍…

ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟା ପରେ ଝିଅର ତଣ୍ଟି କାଟିଦେଲା

ଭୁବନେଶ୍ୱର: ସ୍ତ୍ରୀ ଦରମାରେ ଚଳୁଥିଲା । ନିଜର କିଛି ରୋଜଗାର ନଥିଲା । ସ୍ତ୍ରୀ ପାଉଥିବା ଦରମାରେ ଡରାଇ ଧମକାଇ ନିଶା ବି ଖାଉଥିଲା । ଆଉ ସେଇ ନିଶାରେ ଏବେ ରୋଜଗାରିଆ ସ୍ତ୍ରୀକୁ ମାରି ଦେଇଛି ସ୍ୱାମୀ । ଖାଲି ସ୍ତ୍ରୀକୁ ମାରିନି ନିଜ ୬ ବର୍ଷର ଝିଅକୁ ବି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛି…

ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି ଓ ଠେଲାପେଲା

କଟକ: ଟିକେଟ୍ ପାଇଁ ରାତିରୁ ଲାଇନ୍, କାଉଣ୍ଟରରେ ଠେଲାପେଲା । ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୯ ଓ ୧୦ ତାରିଖ ଦୁଇଦିନ ଧରି ୧୨ ହଜାର ଟିକେଟ୍ ୯ଟି କାଉଣ୍ଟରରେ ବିକ୍ରି ହେଉଛି । ୭ଟି…