Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର: ରବିବାର ସକାଳେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇଥିବା ବେଳେ ସରକାରୀ ଦଳର ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ ପଦ ମଧ୍ୟ ପରିବର୍ତ୍ତନ କରାଯାଇଛି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକଙ୍କ ସ୍ଥାନ ନେଇଛନ୍ତି । ସେପଟେ…

ନିର୍ବାଚନର ୨୧ ମାସ ପୂର୍ବରୁ ୨୧ ମନ୍ତ୍ରୀ ଦଳକୁ ଦେଇପାରିବେ କି ସଫଳତା?

ଭୁବନେଶ୍ବର: ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ୨୧ ମାସ ବାକି ଅଛି । ଏହା ପୂର୍ବରୁ ବିଜେଡି ସୁପ୍ରିମୋ ବାଜି ଲଗାଇଛନ୍ତି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟର ଅଧା ବିଭାଗ ବି ପରିବର୍ତ୍ତନ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ…

ନବୀନଙ୍କ ରଣନୀତିରେ ଅନୁଗତଙ୍କ ଅକଲ ଗୁଡୁମ୍ !

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଅନେକ କିଛି ନୁଆ ଫର୍ମୁଲା ନବୀନ ଆପଣେଇଛନ୍ତି । ଅତୀତରେ ଏହାର ଅନେକ ପ୍ରମାଣ ମଧ୍ୟ ରହିଛି । କେତେବେଳେ ସେ କାହାର ପତ୍ତା କାଟନ୍ତି କାହାକୁ ଟେର ମଧ୍ୟ ମିଳେ ନାହିଁ । ତେବେ ବର୍ତମାନରେ ଦେଖିବାକୁ ଗଲେ ନବୀନଙ୍କ ନିଷ୍ପତ୍ତି କେବଳ ଶାସକ ଦଳର ନେତାଙ୍କୁ…

ମନ୍ତ୍ରୀମଣ୍ଡଳରେ ସାତ ଜଣ ସଂପୂର୍ଣ୍ଣ ନୂଆ ଚେହେରା; ବାସନ୍ତୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳରେ ୭ଜଣ ସଂପୂର୍ଣ୍ଣ ନୂଆ ମୁହଁ ଦେଖିବାକୁ ମିଳିଛି । ଯେଉଁମାନଙ୍କର ପୂର୍ବରୁ ଆଦୌ ଅଭିଜ୍ଞତା ନାହିଁ । ନବୀନ କାହାକୁ ବି କେତେବେଳେ ଆଉ କିଛି ବି ସୁଯୋଗ ଦେଇଦିଅନ୍ତି ବୋଲି ବିଜେଡିକୁ ଅତି ନିକଟରୁ ଦେଖୁଥିବା ଲୋକେ ଆଲୋଚନା କରନ୍ତି । ସେ ରାଜ୍ୟସଭା ଟିକେଟ ହେଉ…

[ଦେଖନ୍ତୁ ଭିଡିଓ] ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ତିନି ରଥର ଚକ ଅଖ ଯୋଡ଼ା କାମ

ପୁରୀ : ନିର୍ଦ୍ଧାରିତ ସମୟ ଓ ଲକ୍ଷର ଯଥେଷ୍ଟ ପୂର୍ବରୁ ୩ ରଥର ସମସ୍ତ ଚକ ଓ ଅଖ ଯୋଡ଼ାଯାଇ ଡ଼େରାଯାଇଛି। ଏହାସହ ରଥର ଉପରିଭାଗ ତିଆରି କାମ ଜୋର ଧରିଛି। ଆସନ୍ତା ସ୍ନାନପୂର୍ଣ୍ଣିମାରେ ୩ ରଥର ଚାରିନାହାକା ଉଠିବ। ତେବେ ଚଳିତବର୍ଷ ରଥ ତିଆରି ବେଶ ଆଗୁଆ ଚାଲିଛି। ଅନ୍ୟପଟେ ଜୁନ୍ ୧୪ରେ ହେବାକୁ…

ଭବାନୀପାଟଣାରେ ଆରମ୍ଭ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା

ଭବାନୀପାଟଣା: ବିଳମ୍ବରେ ହେଉ ପଛେ ପ୍ରାଣୀଙ୍କ ଚିକିତ୍ସା ବାବଦରେ ସରକାରଙ୍କ ଆଭିମୁଖ୍ୟ ବଦଳିବାରେ ଲାଗିଛି । ଏହି ଧାରାରେ ଆଜି ଭବାନୀପାଟଣାରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରାଯାଇଛି । କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ…

ବିଶ୍ୱ ପରିବେଶ ଦିବସରେ AIPH ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍‌’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ରାଜରାସ୍ତାରେ ଜନସାଧାରଣଙ୍କୁ ପରିବେଶ ଓ ପୃଥିବୀର…

ବିଭାଗ ପାଇଲେ, ମୁଖ୍ୟମନ୍ତ୍ରୀଙ୍କୁ ଆନୁଗତ୍ୟ ଜଣାଇଲେ

ଭୁବନେଶ୍ୱର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିସାରିବା ପରେ ସଦ୍ୟ ଶପଥ ନେଇଥିବା ମନ୍ତ୍ରୀ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଶୁଭେଚ୍ଛା ପାଉଥିବା ଏହି ମନ୍ତ୍ରୀ ମାନେ କିନ୍ତୁ ତାଙ୍କ ଉପରେ ଆସ୍ଥା ଜୁଟାଇଥିବା ଛାମୁ ଦଳର ସଭାପତିଙ୍କୁ…

ତୁଷାରଙ୍କ ମୁଣ୍ଡରେ ସୁନା କଳସ; ସମୀର ଯାହା ଚାହିଁଲେ ତାହା ପାଇଲେ

ଭୁବନେଶ୍ୱର: ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନରେ ଏଥର ଥିଲା ଭିନ୍ନ ରକମର ଅଦଳ ବଦଳ । ଶନିବାର ଠାରୁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଅପରାହ୍ନରୁ ଏକ ଆଲୋଚନା ଚାଲୁଥିଲା ଯେ, ମନ୍ତ୍ରୀମଣ୍ଡଳରେ ମାତ୍ରାଧିକ ନୂଆ ଚେହେରା ଦେଖିବାକୁ ମିଳିବ । କିଛି ଆଶା ମାରି ଦେଇଥିଲେ ବି…

ନୂଆ ମନ୍ତ୍ରୀଙ୍କୁ ଆବଣ୍ଟନ ହେଲା ବିଭାଗ; ତୁଷାରଙ୍କୁ ଗୃହ ଓ ପ୍ରମିଳାଙ୍କୁ ରାଜସ୍ୱ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟ ପାଳ ବାଣ୍ଟି ଦେଇଛନ୍ତି ବିଭାଗ । ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଗଣେଶୀ ଲାଲ ସଦ୍ୟ ଶପଥ ଗ୍ରହଣ କରିଥିବା ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ…