Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ ଉତ୍ସବ : ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

 ଭୁବନେଶ୍ୱର :  ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ…

ଆଠ ରାଷ୍ଟ୍ରମନ୍ତ୍ରୀ ନେଲେ ଶପଥ, ପ୍ରଥମେ ଶପଥ ନେଲେ ସମୀର ଦାଶ

ଭୁବନଶ୍ୱର: ନବୀନଙ୍କ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଆଠ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ସମୀର ଦାଶ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ବାଲେଶ୍ୱର ଜଳେଶ୍ୱରର ବିଧାୟକ ଅଶ୍ୱୀନୀ ପାତ୍ର ପରେ ଯାଜପୁର ସୁକିନ୍ଦାର ବିଧାୟକ…

କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଲେ ଜଗନ୍ନାଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଲୋକସେବା ଭବନ କନଭେସନ ହଲରେ ଶପଥ ନେଉଛନ୍ତି ମନ୍ତ୍ରୀମାନେ। ନୂଆ ଟିମରେ ୧୩ କ୍ୟାବିନେଟ, ୮ ରାଷ୍ଟ୍ର ମନ୍ତ୍ରୀ ରହିଛନ୍ତି। ବାଚସ୍ପତି ଭାବେ ବିକ୍ରମ ଆରୁଖ ଏବଂ ଉପବାଚସ୍ପତି ଭାବେ…

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

 ଭୁବନେଶ୍ୱର : ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର।  ଏଥିପାଇଁ ୨୨ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୪୫ରେ ଲୋକସେବା ଭବନ…

ବିଶ୍ୱ ପରିବେଶ ଦିବସ, ବାଲୁକା ଶିଳ୍ପୀ ମାନସଙ୍କ ବାଲୁକା କଳା

ପୁରୀ (ସନ୍ତୋଷ କୁମାର ଦାସ): ଆଜି ଜୁନ୍ 5। ବିଶ୍ୱ ପରିବେଶ ଦିବସ। ଏହି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଚଳିତ ବର୍ଷ ର ଥିମ "Only One Earth" କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି…

ଘୋଷଣାରେ ରହିଗଲା ରାଜ୍ୟ ସରକାରଙ୍କ ବ୍ରିଜ କୋର୍ସ ପାଠପଢ଼ା, ଆଜିଠୁ ଖରା ଛୁଟି

ଭୁବନେଶ୍ୱର: କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ପିଲାମାନେ ଠିକ୍ ଭାବେ ପାଠ ପଢ଼ି ନାହାନ୍ତି। ଏବେ କିନ୍ତୁ ସ୍କୁଲ ଖୋଲିଛି। ହେଲେ ଯେଉଁ ପାଠ ପଢି ନାହାନ୍ତି ତାକୁ ପିଲାମାନେ କିପରି ପଢିବେ ଚିନ୍ତା କରି ରାଜ୍ୟ ସରକାର ବ୍ରିଜ୍ କୋର୍ସ ପାଠ ପଢ଼ା ହେବ ବୋଲି ଘୋଷଣା କରିଥିଲେ। ଆଉ…

ବଦଳିଲା ନବୀନଙ୍କ ମନ୍ତ୍ରିମଣ୍ଡଳ, ହଟିଲେ ନିଗମ ଅଧ୍ୟକ୍ଷ ଓ ଉପଦେଷ୍ଟା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳ ପାଇଁ ନୂଆ ଟିମ୍ ତିଆରି କରିଛନ୍ତି। ଏହାପରେ 23ଟି ବିଭାଗର ଥିବା ଅଧ୍ୟକ୍ଷ ଏବଂ ଉପଦେଷ୍ଟାଙ୍କୁ ହଟାଇ ଦେଇଛନ୍ତି। ଆଜିଠାରୁ ଏମାନେ ଆଉ ନିଜ ନିଜ ପଦରେ ରହିପାରିବେ ନାହିଁ। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଏହିସବୁ ପଦରେ…

ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ଏହାପରେ ସେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ତାହା ହୋଇନାହିଁ। ନୂଆ ମନ୍ତ୍ରିମଣ୍ଡଳ ତାଲିକାରୁ ଦିଗପହଣ୍ଡିର ଏହି ବିଧାୟକ ବାଦ୍ ପଡିଛନ୍ତି। ଏବେ କିନ୍ତୁ ସୂର୍ଯ୍ୟ ପାତ୍ର…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ତାଲିକା ପ୍ରକାଶ ପାଇଛି । ଯାହା ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ସଠିକ୍ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏଥିରେ ଦେଖିବାକୁ ମିଳିଛି ସଂପୂର୍ଣ୍ଣ ୬ ନୂଆ ମୁହଁ । ସେମାନେ ହେଉଛନ୍ତି – ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ଶ୍ରୀକାନ୍ତ…

ବିଡିଏର ସାଧାରଣ ବୈଠକ: କ୍ରୀଡ଼ା, ଆବାସ, ବ୍ୟବସାୟ ଭିତ୍ତିଭୂମିକୁ ଗୁରୁତ୍ବ

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସାଧାରଣ ପରିଷଦ ବୈଠକ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର, ଗୋପାଳପୁର ଏବଂ ଛତ୍ରପୁରର ଅନେକ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା । ବିଶେଷକରି କ୍ରୀଡ଼ା, ଆବାସ ଏବଂ…