Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲୁଟ୍ ପାଇଁ ବାବାଙ୍କୁ ଛୁରାମାଡ: ମୋବାଇଲ ଲୁଟେରା ଓ ଦଲାଲ ଗିରଫ

ଭୁବନେଶ୍ୱର: ଲୁଟ୍ ପାଇଁ ସୀମା ଟପୁଛନ୍ତି ଲୁଟେରା। ମୋବାଇଲ ଟଙ୍କା ପାଇଁ କରୁଛନ୍ତି ଆକ୍ରମଣ। ଆଉ ଏକୁଟିଆ ଥିବେ ଲୋକଙ୍କୁ ଦେଖିଲେ ରାସ୍ତାରେ କରୁଛନ୍ତି ଆକ୍ରମଣ। ଏମିତି ଢଙ୍ଗରେ ଗତ ୧୬ ମେରେ ଭରତପୁର ଥାନା ଘାଟିକିଆ ନିକଟରେ ଜଣେ ଇସ୍କନ ବାବାଙ୍କୁ କରିଥିଲେ ଆକ୍ରମଣ। ମୋବାଇଲ ପାଇଁ ଇସ୍କନ…

ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଦେଶ ଯିବେ ନବୀନ । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ସେଠାରେ ଇନଭେଷ୍ଟର୍ସ ମିଟରେ…

ଏସଟିଏଫ ଜାଲରେ ଫସିଗଲା ବାଘା, ମିଳିଲା ୨କୋଟିର ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ଡିଲ୍। ଆଗରୁ ଛକି ବସିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍। ୨ କୋଟିର ଡିଲ ବେଳେ ମାଡି ବସିଲା ଏସଟିଏଫ ଟିମ। ରାଜଧାନୀସ୍ଥିତ ଏମସ ହସ୍ପିଟାଲ ନିକଟରୁ ୨ କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି…

ଆଠଗଡରେ ହାତୀ ମୃତ୍ୟୁ ଘଟଣା, ଏସଟିଏଫ ତଦନ୍ତ ଦାବି

ଭୁବନେଶ୍ୱର: ହାତୀ ମୃତ୍ୟୁ ଘଟଣାର ବନ ବିଭାଗ ଅଧିକାରୀଙ୍କ ବିରୋଧରେ ତଦନ୍ତ ହେଉ । ଏସଟିଏଫ ଏହି ମାମଲାର ତଦନ୍ତ କରିବା ଦରକାର । ଏପରି କିଛି ଦାବି କରି ଆନିମାଲ ଓ୍ୱେଲଫେୟାର ଟ୍ରଷ୍ଟର ପୂରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି। ନିକଟରେ ଆଠଗଡ ଡିଭିଜନରେ ହୋଇଥିବା ହାତୀ…

ବଟି ନେଉଛି ପୁରୀ ପୁଲିସ: ମନ୍ତ୍ରୀ କହିଲେ ‘ଅବକାରୀ ବାବଦରେ ମୁଁ ନୂଆ’

କଟକ: ପୁରୀ ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡାଙ୍କ ଚିଠି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଅବକାରୀ କମିଶନର ଆଶିଷ ପଣ୍ଡା କିନ୍ତୁ କହିଛନ୍ତି, ତାଙ୍କୁ ଏ ଚିଠି ଆସିନି । ଯାହାକି ବିଡମ୍ବନାର ବିଷୟ। ଆଶିଷ ସିଂ ଜଣେ ଭଲ ଅଫିସର। ତାଙ୍କ ପାଖରୁ ପ୍ରେରଣା ପାଇ ସେ ଭଲ କାମ…

ନିଶା ବେପାରୀଙ୍କ ‘ବଡ଼ ଭାଇ’ ସାଜିଛି ପୁରୀ ପୋଲିସ, ସବୁ ଜାଣି ହାତ ବାନ୍ଧି ବସିଛନ୍ତି ଅବକାରୀ ଅଧିକାରୀ

ପୁରୀ: ନିଶା ବେପାରୀଙ୍କ 'ବଡ଼ ଭାଇ' ପାଲଟିଛି ପୁରୀ ପୋଲିସ। ଅପରାଧୀ ଏବଂ ଅପରାଧକୁ ବଢାଇବାରେ ସହଯୋଗ କରୁଥିବା ଏହି ନିଶା ବେପାରୀଙ୍କ ସହିତ ରହିଛି ପୁଲିସର ଅହିନକୂଳ ସମ୍ପର୍କ। ନିଶା ବେପାରୀଙ୍କ ଠାରୁ ଲାଞ୍ଚ ନେଇ ବସି ପଡୁଛନ୍ତି ପୁରୀ ପୋଲିସ । ଯେଉଁଥିପାଇଁ ଅବକାରୀ ବିଭାଗର…

ପୁରୀରେ ନବୀନଙ୍କ ନୂଆ ମନ୍ତ୍ରୀ : ଦାୟିତ୍ୱ ମିଳିବା ପରେ କଲେ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ :  ନବୀନଙ୍କ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପରେ କିଛି ମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲିକ, ପ୍ରଦୀପ ଅମାତ, ରଜନୀକାନ୍ତ ସିଂ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ ପ୍ରମୁଖ ଏକାଠି ଯାଇ…

କୋଟିପତି ନିଶା ବେପାରୀଙ୍କ ୬ କୋଟିର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ

ବ୍ରହ୍ମପୁର : କୋଟିପତି ନିଶା ବେପାରୀର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗଂଜାମ ଖଲ୍ଲିକୋଟର ରଜନୀକାନ୍ତ ପଟ୍ଟନାୟକଙ୍କ ପାଖାପାଖି ୬ କୋଟି ଟଙ୍କାର ସମ୍ପତି ଜବତ  । ବତ ହୋଇଥିବା ସମ୍ପତି ମଧ୍ୟରେ ୪.୫୨ କୋଟି ଟଙ୍କାର ସୁନା…

ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୨୨ ଆହତ, ୯ ଗୁରୁତର

ଗଜପତି : ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗଜପତି ଜିଲ୍ଲା ମୋହନା ଥାନା ଚରିଆବାଡ଼ରେ ଥିବା ଏକ ସରକାରୀ ଜମିକୁ ନେଇ ଉଭୟ ବିଜିପୁର ଓ ବାହାଡ଼ାପଦା ଗ୍ରାମବସୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଉଭୟ…

ଗଞ୍ଜାମ ବିଜେଡ଼ିରେ ବଢୁଛି ଶ୍ରୀକାନ୍ତଙ୍କ ଗୁରୁତ୍ୱ

ବ୍ରହ୍ମପୁର: ନୂତନ ମନ୍ତ୍ରୀମଣ୍ଡଳ ଗଠନ ପରେ ଯେଉଁ ନାଁକୁ ନେଇ ଗଞ୍ଜାମ ରାଜନୀତିରେ ପ୍ରବଳ ଚର୍ଚ୍ଚା ଚାଲିଛି, ସେଇ ନାଁଟି ହେଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ରବିବାର ଶ୍ରୀକାନ୍ତ ଶ୍ରମ, ନିଯୁକ୍ତି ଓ ବୀମା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ଦାୟିତ୍ୱ) ଭାବେ ଶପଥ ଗ୍ରହଣ…