Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ବିରୋଧ, ଲିଭିଯାଉଛି ବାରକୋଡ ଓ ଚିପ୍ !

ଭୁବନେଶ୍ୱର: ରାଜ୍ୟ ସରକାର ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ଲଗାଇବାକୁ କହିଛନ୍ତି । ଗାଡିର ନମ୍ବର ଅନୁଯାୟୀ ଡେଡଲାଇନ୍ ମଧ୍ୟ ଦେଇ ସାରିଛନ୍ତି । ଏଥିପାଇଁ କିଛି ଡିଲର ପଏଣ୍ଟ ସରକାର ସ୍ଥିର କରିବେ ସେଠାରୁ ଯାଇ ହାଇ ସିକ୍ୟୁରିଟି ଗାଡି ନମ୍ବର ପ୍ଲେଟ ତିଆରି କରିହେବ । ଅବଧି ମଧ୍ୟରେ…

ଜୁନରେ ସ୍ୱାଭାବିକଠୁ ଟିକିଏ ଅଧିକ ବର୍ଷା ହେବ: ଆଇଏମଡି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପୂର୍ବାନୁମାନ କରିଛି ଯେ ଚଳିତ ବର୍ଷ ଜୁନ୍ ମାସରେ ସାରା ଦେଶରେ ବର୍ଷା ସ୍ୱାଭାବିକ ହେବ । ଆଗାମୀ ଚାରି ମାସ (ଜୁନରୁ ସେପ୍ଟେମ୍ବର) ମଧ୍ୟରେ ମୌସୁମୀ ବର୍ଷା ହାରାହାରି (ଏଲପିଏ)ର 103% ହେବ ବୋଲି ସମ୍ଭାବନା ରହିଛି। ତେବେ ଜୁନ୍…

ବ୍ରଜରାଜନଗର ଉପ-ନିର୍ବାଚନ, ଡ୍ୟୁଟି ସମୟରେ ଦୁଇ ଜଣଙ୍କର ମୃତ୍ୟୁ

ଝାରସୁଗୁଡା (କେ ରୋଶନ ପୃଷ୍ଟି): ବ୍ରଜରାଜନଗର ଉପ-ନିର୍ବାଚନ ମତଦାନ ସମୟରେ ଜଣେ ହୋମଗାର୍ଡଙ୍କ ସମେତ ଦୁଇଜଣ ମତଦାନ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଉପନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ହୋମଗାର୍ଡ ଅସୁସ୍ଥ ହୋଇପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ତ୍ରିଲୋଚନ ମହାନ୍ତି…

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ, ୭୧.୯୦ ପ୍ରତିଶତ ମତଦାନ

ଝାରସୁଗୁଡ଼ା: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ମୋଟ ୨୭୯ଟି ବୁଥରେ ୭୧.୯୦ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୩୨% ମତଦାନ ହୋଇଥିଲା। ସନ୍ଧ୍ୟା ୬ଟାରେ ନିୟମ ଅନୁଯାୟୀ ମତଦାନ ଶେଷ ହୋଇଥିଲା।…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ପେଟିଏମରେ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଜୁନ୍ ୧ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେଉଛି । ବୁଧବାର ସକାଳ ୧୧ଟା ବେଳରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଅନଲାଇନ…

ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ମଙ୍ଗଳବାର ସଂଧ୍ୟା ସମୟରେ ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ଅବଶ୍ୟ ଆୟତ୍ତ…

ରାୟଗଡ଼ାରେ ମିଡିଆ କେୟାର ସାଧାରଣ ବୈଠକ ଅନୁଷ୍ଠିତ; ସାମ୍ବାଦିକଙ୍କୁ ସରକାରୀ ସ୍ୱୀକୃତି ଦାବି

ରାୟଗଡ଼ା: ମଙ୍ଗଳବାର ରାୟଗଡ଼ା ଜିଲ୍ଲା ମିଡିଆ କେୟାରର ସାଧାରଣ ବୈଠକ କୃଷ୍ଣଚନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ବାଇଟସ୍ ଏବଂ ଓଡ଼ିଶା ସମ୍ବାଦର ସମ୍ପାଦକ ସନ୍ଦୀପ ମିଶ୍ର, କନକ ଟିଭିର ସମ୍ପାଦକ ମନୋରଞ୍ଜନ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଭର୍ଚୁଆଲରେ ଯୋଗ ଦେଇ…

ଚିତ୍ରଶିଳ୍ପୀ ଲଲାଟ ମୋହନ ଧର୍ମପଦ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ବର୍ଷ - ୨୦୨୧ ପାଇଁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଶିଳ୍ପୀ ଲଲାଟ ମୋହନଙ୍କୁ ୫ ଲକ୍ଷ ଟଙ୍କା ଅର୍ଥ ରାଶି ସହ ପୁରସ୍କାର…

ସେନାରେ ନିଯୁକ୍ତି ପାଇଁ ମାଗଣାରେ ତାଲିମ୍‌ ଦେଉଛନ୍ତି ବ୍ରହ୍ମପୁରର ଅବସରପ୍ରାପ୍ତ ଯବାନ ସୀମାଞ୍ଚଳ

ବ୍ରହ୍ମପୁର: କଥାରେ କୁହଯାଏ, ଥରେ ଯିଏ ସୈନିକ ସାଜିଲା, ସେ ଶେଷ ନିଶ୍ୱାସ ଯାଏଁ ଜଣେ ସୈନିକ ହୋଇ ରୁହେ । ତାଙ୍କ ପାଇଁ ଛୁଟି ନ ଥାଏ କି ନଥାଏ ଅବସର । ଏକଥାକୁ ପ୍ରମାଣିତ କରିଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ ବାରିକ। ସେନାରେ ୨୦ ବର୍ଷ ପାଇଁ ଦେଶମାତୃକାର ସେବା କରିବା ପରେ ଅବସର ନେଇଥିଲେ । ଆଉ…

ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସାରେ ରକ୍ତରଞ୍ଜିତ ଦିଗପହଣ୍ଡି

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପରେ ପରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅଂଚଳରେ କ୍ରମାଗତ ଭାବେ ଗଡି ଚାଲିଛି ମୁଣ୍ଡ। ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାଏଁ ୩ ଜଣଙ୍କ ପ୍ରାଣହାନି ଘଟଲାଣି। ଏପ୍ରିଲ ୨୩ ତାରିଖରେ ଚଷା ନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝାଡି ଗ୍ରାମରେ ୨ ଜଣ…