Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବମ ପରୀକ୍ଷାରେ ବିଦ୍ୟାର୍ଥୀ ଅନୁପସ୍ଥିତ ରହିବା ପଛର କାରଣ ଖୋଜାଯିବ: ମନ୍ତ୍ରୀ

ଭୁବନେଶ୍ୱର: ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ରିପୋର୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ବୁଧବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ପ୍ରଶ୍ନ କଲେ ସମ୍ବିତ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର : ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ସିଧା ପ୍ରଶ୍ନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥିସହ ଉଦବେଗ ପ୍ରକାଶ କରି କହିଛନ୍ତି, ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ…

ସ୍ପୋର୍ଟସ ସୁଟରଙ୍କ ବନ୍ଧୁକରୁ ଛାତ୍ର ନେତାଙ୍କୁ ଗୁଳିମାଡ଼, ବନ୍ଧା ହେଲା ଅଭିଯୁକ୍ତ

ଭୁବନେଶ୍ୱର: ମଙ୍ଗଳବାର ସିଆରପି ଛକ ଗୁଳିମାଡ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ସ୍ପୋର୍ଟସ ସୁଟରଙ୍କ ବନ୍ଧୁକରୁ ଛାତ୍ର କଂଗ୍ରେସ ନେତାଙ୍କୁ ଉପରକୁ ଗୁଳିମାଡ ହୋଇଥିଲା। ଘଟଣାର ଛାନଭିନ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ସିଆରପି ଅଞ୍ଚଳରେ ରହୁଥିବା ଜଣେ…

କନ୍ୟା ବିବାହିତ ଶୁଣି ବେହୋସ୍ ହେଲା ବର

ଭୁବନେଶ୍ୱର: ଆଉ କେଇ ପଦ ମନ୍ତ୍ର ପରେ ସଂପୂର୍ଣ୍ଣ ହୋଇଥାନ୍ତା ବାହାଘର । ଶଙ୍ଖା ସିନ୍ଦୂର ବି ପିନ୍ଧି ସାରିଥିଲା ଝିଅ । ବେଦୀରୁ ହଠାତ୍ ଉଠିଲା ଆଉ ଭାଙ୍ଗିଲା ଶଙ୍ଖା ପୋଛିଲା ସିନ୍ଦୂର । କହିଲା, ମୁଁ ବାହା ହେଇଛି, ମୋର ସ୍ୱାମୀ ଅଛି । ଆଉ ଥରେ ବାହା ହେବିନି । ଉପରୋକ୍ତ ପଦ ଗୁଡ଼ିକ ହେଉଛି…

କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ସହଯୋଗରେ ଖୋଲିବ ନିଶା ନିବାରଣ କେନ୍ଦ୍ର

କେନ୍ଦୁଝର: ମଙ୍ଗଳବାର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଉପସ୍ଥିତିରେ ଏହି ଏମଓୟୁ ଖୋର୍ଦ୍ଧାର 'ବିଶ୍ୱ ଜୀବନ ସେବା ସଂଘ ସହ ସ୍ୱାକ୍ଷରିତ ହୋଇଛି । ଏମଓୟୁ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ 15 ଶଯ୍ୟା…

ଆର୍ଟ ଅଫ୍‍ ଗିଭିଂ ର ୯ମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆର୍ଟ ଅଫ ଗିଭିଂ ର ୯ମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇରାଜ୍ୟପାଳ  ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ଆମ ଭିତରେ ଥିବା ମାନବବୋଧକୁ ଜାଗ୍ରତ କରିବାକୁ ପଡ଼ିବ । ଏବେ ବିଶ୍ୱରେ ସବୁଆଡ଼େ ହିଂସା, ଦ୍ୱେଷ, ଅସହିଷ୍ଣୁତା…

୧୫ ହଜାର ପିଲା ଦେଇନାହାନ୍ତି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ବେଳେ ଅନେକ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଏହାପରେ ଏବେ ନବମ ଶ୍ରେଣୀରେ ମଧ୍ୟ ଅନେକ ପିଲା ପରୀକ୍ଷା ଦେଇନଥିବା ଜଣାପଡିଛି । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ଏହି ସୂଚନା ଦେଇଛି। ଯେଉଁଥିରୁ ଜଣାପଡିଛି ଚଳିତ ଥର ନବମ ଶ୍ରେଣୀ ବାର୍ଷିକ…

ମୋବାଇଲ ଫେରାଇବାକୁ ମେଳାର ଆୟୋଜନ, ଗହଣା ଚୋରକୁ ଖୋଜିବ କିଏ?

ଭୁବନେଶ୍ୱର: କମିଶନରେଟ ପୋଲିସ, ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଅହରାତ୍ର ଜଗିଛି । କିନ୍ତୁ ବିଡମ୍ବନାର କଥା ଏଠି ବିଚ ରାସ୍ତାରେ ଛିନତାଇ, ବନ୍ଧୁକ ମୁନରେ ଲୁଟ ହେଉଛି । ହେଲେ ଏହି ପୋଲିସ ବଡ ଚୋରକୁ ଧିରିବାର ଯେତିକି ସଫଳ ହୋଇନି ତାଠୁ ଅଧିକ ଛୋଟ ଚୋରକୁ ଧରିବାରେ ସଫଳ। ମଙ୍ଗଳବାର…

ଖୋଲାରେ ଶୌଚ: ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାରେ ସର୍ବାଧିକ

ଭୁବନେଶ୍ୱର: ଦେଶରେ ଓଡ଼ିଶାର ସର୍ବାଧିକ ସହରାଞ୍ଚଳ ଲୋକେ ଖୋଲାରେ ଶୌଚ କରନ୍ତି । ୧୮.୫% ସହରାଞ୍ଚଳ ଲୋକ ରାଜ୍ୟରେ ଶୌଚ କରିବାକୁ ଖୋଲାକୁ ଯାଆନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ତାଲିକାରେ ଓଡ଼ିଶା ସର୍ବାଗ୍ରେ ରହିଛି । ସମଗ୍ର ଦେଶରେ…

ଭୁବନେଶ୍ୱରରେ ଫାଙ୍କା ଗୁଳି; ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅତି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ନୟାପଲ୍ଲୀରେ ମଙ୍ଗଳବାର ସଂଧ୍ୟାରେ ଫୁଟିଛି ଗୁଳି । କେହି ଏଥିରେ ମୃତାହତ ହୋଇନାହାନ୍ତି । କେବଳ ଫାଙ୍କା ଗୁଳି ଚାଳନା ହୋଇଥିବା କମିଶନରେଟ ପୋଲିସ୍ ସୂଚନା ଦେଇଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂ ପହଞ୍ଚି ତଦନ୍ତ…