Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଟ ନଦୀରେ ମାଛ ମଡକ: ନଦୀରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ

ପାରାଦୀପ : ପାରାଦୀପ ରାଇସମିଲରେ ମାଛ ମଡ଼କ । ପାରାଦୀପରେ ଥିବା ବଟ ନଦୀରେ ମାଛ ମଡ଼କ ଦେଖାଦେଇଛି । ତେବେ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷ ପକାଇଦେବା କାରଣରୁ ଟନ ଟନ ମାଛ ମରିଥିବା ଅଭିଯୋଗ ଆଣିଛନ୍ତି ଘେରି ମାଲିକ । ଗତ ପୌର ନିର୍ବାଚନରେ ପାରାଦୀପ ରାଇସମିଲ…

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ: ଆଇନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ  । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ…

କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କରୋନା ରହିବ । ଏହା ସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି । ଯଦି ଏହା ଆସେ ବିଶେଷ ପ୍ରଭାବ…

ଅକ୍ଷୟ ତୃତୀୟା ଭେଟି: ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଦୁଇ ହଜାର ଟଙ୍କା

ଭୁବନେଶ୍ୱର: କାଲି ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଚଳିତ ବର୍ଷ ଏହା ଚାଷୀଙ୍କ ପ୍ରଥମ ସହାୟତା । ୨୦୧୮…

ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ୨ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଗୋପାଳପୁର ଥାନା ଡ଼ୁରା ଅଞ୍ଚଳରେ ନକଲି ମଦ ପ୍ରସ୍ତୁତ ନେଇ ସୂଚନା ମିଳିବା ପରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଚଢଉ କରି ବିପୁଳ ପରିମାଣ ନକଲି ମଦ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ବ୍ରହ୍ମପୁର ପ୍ରେମ ନଗରର…

ସାରା ରାଜ୍ୟରେ ସକାଳ ୬ଟାରୁ ୯ ସ୍କୁଲ

 ଭୁବନେଶ୍ୱର :  ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । କରୋନା ସମୟର ପାଠପଢ଼ା କ୍ଷତିର ଭରଣା ପାଇଁ ଖରା ଛୁଟି ହ୍ରାସ…

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ

ଦେବଗଡ଼ : ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କ ଗିରଫ ଦାବିରେ ବିଜେପିର ଦେବଗଡ଼ ଜିଲ୍ଲାରେ ବନ୍ଦ ଡାକରା । ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ…

ବରଗଡ଼ରେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

ବରଗଡ଼: ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଥିବା ସିଆରପିଏଫ କ୍ୟାମ୍ପ ଅଫିସ୍ ରେ ଜଣେ ଯବାନ୍ ଆତ୍ମହତ୍ୟା କରିଛନ୍ତି । ରବିବାର ସକାଳେ ଅନ୍ୟ ଯବାନ ସୁବେଶ କୁମାର ସିଂ ଙ୍କୁ ତାଙ୍କ କ୍ୱାର୍ଟରରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ…

ଅଫିସର ବିଜେଡି କର୍ମୀ ଭଳି କାମ କରୁଛନ୍ତି

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରୀ କର୍ମଚାରୀ ଆଇନ ର ଅପବ୍ୟବହାର କରୁଥିବା ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, କିଛି ସରକାରୀ କର୍ମଚାରୀ…

ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହେପାଜତକୁ ଗଲେ ଦେବଗଡ ବିଧାୟକ

ଦେବଗଡ: ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ଦେବଡ ବିଧାୟକ ସୁବାସ ପାଣିଗ୍ରାହୀ । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ 7 ତାରିଖ ଯାଏ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ବିଧାୟକଙ୍କ ସହିତ…