Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଭୟଚାନ୍ଦପୁର ଥାନା ହାଜତ ହତ୍ୟା: ପୋଲିସ ଅଧିକାରୀ ଓ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ପାରାଦ୍ଵୀପର ଅଭୟଚାନ୍ଦପୁର ଥାନାରେ ମନୋରଞ୍ଜନ ଗେଡି ନାମକ ଯୁବକଙ୍କୁ ବ୍ୟକ୍ତିଙ୍କୁ ବାଡେଇ ବାଡେଇ ମାରିଦେବା ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ମାନବାଧିକାର ତଥା ରାଜନୈତିକ ଗଣ-ସଂଗଠନ ପ୍ରତିବାଦ କରିଛନ୍ତି। ଅପରାଧୀ ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରି…

ଦେବଗଡ ବିଧାୟକଙ୍କ ଗିରଫଦାରୀ, କିଏ କେଉଁ ନଜରରେ ଦେଖୁଛି ?

ଭୁବନେଶ୍ୱର: ଦେବଗଡର ବିଜେପି ବିଧାୟକ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ । ଏହା ପୂର୍ବରୁ ଆଜି ଦେବଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି । ଏହି ସମୟରେ ଦୋକାନ ବଜାର ସମେତ…

ଶାସକ ଦଳର ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଯୁବତୀଙ୍କୁ ଯୌନ ନିର୍ଯାତନା। ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ରାଜଧାନୀ ସ୍ଥିତ ଖଣ୍ଡଗିରି ଥାନାରେ ଯୁବତୀ  ଜଣଙ୍କ ବିଜେଡି ବିଧାୟକଙ୍କ ନାଁରେ ଏତଲା ଦେଇଥିବା ସୂଚନା ରହିଛି। ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝି…

AIIMS ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ

ଭୁବନେଶ୍ୱର : AIIMS ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ ଛି । AIIMS  ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ିଯାଇ ଅଲଗା ହୋଇଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳିକୁ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି । ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସଞ୍ଜୟ…

କୋରାପୁଟରେ ପୁଲିସକୁ ମାଡ଼ ! ଅଳ୍ପକେ ବର୍ତ୍ତିଲେ ନନ୍ଦପୁର ଥାନା ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ତହସିଲ ହାଟଶୁକୁରେ ପୁଲିସ ଉପରେ ରବିବାରଦିନ  ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଚିନାମାଟି ଖଣି ଅଂଚଳକୁ ପୁଲିସ  ଗସ୍ତ କରିଥିବାବେଳେ ଲୋକେ ତାହାର ପ୍ରବଳ ବିରୋଧ…

[ଦେଖନ୍ତୁ ଭିଡିଓ] ଅମୁଲକୁଲ କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ

ଅନୁଗୁଳ : କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ । ବାହାରେ ପରିତ୍ୟକ୍ତ ସ୍ଥାନରେ ପଡ଼ିରହିଥିଲା ଅମୂଲକୁଲ କ୍ୟାନ୍ । ଆଉ ସେଥିରେ ଫସିଯାଇଥିଲା ଏହି ସାପଟି । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ପିଡବ୍ଲ୍ୟୁଡି କଲୋନୀରେ। ଜଣେ ବ୍ୟକ୍ତିଙ୍କ ବାରିପଟେ ଅଳିଆଗଦାରେ ପଡିଥିବା ଅମୁଲକୁଲ କ୍ୟାନରେ…

ବାଜିଲା ନିର୍ବାଚନୀ ବିଗୁଲ୍: ମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ପଡ଼ିବ ଭୋଟ୍

ନୂଆଦିଲ୍ଲୀ: ଝାରସୁଗୁଡାର ବ୍ରଜରାଜନଗର ଆସନରେ ଉପନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ଆଜି ନିର୍ବାଚନ କମିଶନ ଭୋଟ୍ ନେଇ ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ମାସରେ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡିଛି ଏହି ଆସନ। ନିର୍ବାଚନ କମିଶନ ଦେଶରେ ମୋଟ୍ ତିନୋଟି…

[ଦେଖନ୍ତୁ ଭିଡିଓ] ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ : ଭକ୍ତଙ୍କ ଗହଣରେ ଚନ୍ଦନଯାତ୍ରା ବ୍ୟବସ୍ଥା

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିରରେ ଆସନ୍ତା କାଲି ମହାପ୍ରଭୁଙ୍କ ଦ୍ଵାରଫିଟା,ମଙ୍ଗଳ ଆଳତୀ,ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘର ଭୋଗ କରାଯିବ ।  ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଭୋଗ ସରିବ । ଅପରାହ୍ନ ୩ଟାରେ…

ହ୍ୱାଟସଆପ ଡିପିରେ ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ, କ୍ରାଇମବ୍ରାଞ୍ଚକୁ ଆଲର୍ଟ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆରେ ସ୍ମାର୍ଟ ଲୁଟେରା । ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଯାଇ ବ୍ୟବହାର କରୁଛନ୍ତି ଦେଶର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫଟୋ । ଓଡ଼ିଶାରେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଓଡିଶାର ବିଏସଏନଲ ନମ୍ବର ବ୍ୟବହାର କରି ସାଇବର ଲୁଟେରା ବୁଣିଛନ୍ତି ଠକାମିର ଜାଲ ।…

କାଳବୈଶାଖୀ ସହ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: କାଳବୈଶାଖୀ ସହ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ  ।  ଆଗାମୀ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପଡ଼ୋଶୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ, ମେ ୬ ତାରିଖରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…