Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ବିଧାନସଭାରେ ଆସିବ କାମଚଳା ବଜେଟ୍

ଭୁବନେଶ୍ୱର: ଆଜି ବିଧାନସଭାରେ ଆସିବ କାମଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଜି କାମଚଳା ବଜେଟ୍ ଓ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବ । ବଜେଟରେ ଭିତ୍ତିଭୂମି,…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ ଚାଲିଛି । ଏକାସଙ୍ଗେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ନୟାଗଡ଼, କଟକ,…

୯ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢ଼ିଲାଣି ୬ ଟଙ୍କା

ଭୁବନେଶ୍ୱର: ତୈଳ ବଜାରରେ ନିଆଁ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦାମ୍ । ପ୍ରତିଦିନ ଗାଡ଼ିରେ ତେଲ ପକାଇବା ବେଳେ ହାତରୁ ଅଧିକ ଟଙ୍କା ଗଣୁଛନ୍ତି ଗ୍ରାହକ । ୨୪ ଘଣ୍ଟାରେ ବଦଳୁଛି ଦାମ୍ । ଗତ ୨୨ ତାରିଖରୁ ଆଜିକୁ ମିଶାଇ ପେଟ୍ରୋଲ ଓ ଡିଜେଲ ଦାମ ୮ ଥର ବଢିଲାଣି । ଭୁବନେଶ୍ୱରରେ ଆଜି…

ପଞ୍ଜାବ ସରକାରର ନିଷ୍ପତ୍ତି ଆଗରୁ ଘରେ ଘରେ ପିଡିଏସ ପହଞ୍ଚାଉଛନ୍ତି ଓଡ଼ିଶାର ସରପଞ୍ଚ

ଭୁବନେଶ୍ୱର: ବଣ ମଲ୍ଲୀ ବଣରେ ମଉଳି ଯାଏ! ଯଦି ଏହି ମଲ୍ଲୀ ସହରରେ ଫୁଟିଥାନ୍ତା ତାହେଲେ ଅନେକ ଯତ୍ନ ଏବଂ ପ୍ରଶଂସା ପାଇଥାନ୍ତା ନିଜ ଗୁଣକୁ ନେଇ । ଏବେ ସମାନ କଥା ଘଟିଛି ଓଡ଼ିଶାର ଜଣେ ସରପଞ୍ଚଙ୍କ କ୍ଷେତ୍ରରେ ଯାହାଙ୍କ ନାମ ବନମାଳି ନାଏକ । ସେ ନିର୍ବାଚନରେ ବିଜୟୀ ହେବା ପରେ ପ୍ରତିଶ୍ରୁତି…

ବିରୋଧୀଙ୍କ ଚାପ ଆଗରେ ନୁଆଁଇଲେ ସରକାର

ଭୁବନେଶ୍ୱର: ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର । ମଙ୍ଗଳବାର ବିଧାନସଭାରେ ସରକାର କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଐତିହ୍ୟ କରିଡର ପ୍ରକଳ୍ପର ଯାଞ୍ଚ ପାଇଁ ଏକ ଗୃହ କମିଟି ଗଠନ କରାଯିବ । ମାର୍ଚ୍ଚ ୩୧ରେ ଏହି  କମିଟି ଗଠନ ହେବ। ସଂସଦୀୟ…

ଭାରତ ବନ୍ଦ ବେଳେ ପାରାଦୀପ ବନ୍ଦାରାଞ୍ଚଳରେ ଫସିଥିବା ଡ୍ରାଇଭରଙ୍କୁ ଖ୍ୟାଦ୍ୟ ବାଣ୍ଟିଲା ଜେ ଏସ ଡବ୍ଳୁ

ପାରାଦୀପ : ଭାରତ ବନ୍ଦ ବେଳେ ଖାଦ୍ୟ ଯୋଗାଇଲା ଜେ ଏସ୍ ଡବ୍ଲୁ ।   ଭାରତ ବନ୍ଦ ବେଳେ ଭୋକ ଉପାସରେ  ପାରାଦୀପ ବନ୍ଦରାଞ୍ଚଳରେ ଫସି ରହିଥିବା ଡ୍ରାଇଭର ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଲା ଜେ ଏସ ଡବ୍ଳୁ । ପାରାଦୀପରେ ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକାର…

କିଟ୍ ବିଶ୍ୱବିଦ୍ୟାଳୟରେ ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମ

ଭୁବନେଶ୍ୱର : କିଟ୍ ନଲେଜ ଟ୍ରି ବକ୍ତୃତାମାଳା । କିଟ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧା ,ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ନିୟୁୟର୍କସ୍ଥିତି ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଆଧ୍ୟ।ତ୍ମିକ ଗୁରୁ…

ଚୈତ୍ର ମାସରେ ମାଆ ମଙ୍ଗଳାଙ୍କ ପୂଜା ନୀତି

 ପୁରୀ:  ଚୈତ୍ରମାସରେ ମାଆ ମଙ୍ଗଳାଙ୍କ ପୂଜା । ଶ୍ରଦ୍ଧା ଓ ଭକ୍ତିର ସହିତ ମାଆ ମଙ୍ଗଳାଙ୍କର ବ୍ରତ କରିଥାନ୍ତି ସମସ୍ତ ମହିଳା ମାନେ। ପରିବାରର ମଙ୍ଗଳକାମନା କରିବା ସହିତ ଏହି ଦିନରେ ମାଆର ଅରାଧନା କରିଲେ ସମସ୍ତ ପୁଣ୍ୟ ଲାଭ ହୋଇଥାଏ। ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର। ଚାଲିଛି ମାଆ…

ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା : ଆଜି ବ୍ୟାଙ୍କ ଲକରରୁ ୩୮୫ ଗ୍ରାମ ସୁନା…

 ଗୁଣୁପୁର : ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଜାରି ରହିଛି । ଗୁଣୁପୁର ଆକ୍ସିସ ବ୍ୟାଙ୍କ ଲକରରୁ ଆଜି ୩୮୫ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ।ତା ସହ ୧୦ଟି ସୁନା କଏନ ଜବତ ହୋଇଛି । ଏହା ପୂର୍ବରୁ ୧ କେଜି…

ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍, ଏପ୍ରିଲ ୧ତାରିଖରୁ ସେବା ଆରମ୍ଭ

ପୁରୀ :  ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍ । ପୂର୍ବରୁ ପୁରୀ ଜିଲ୍ଲାରେ ଦୁଇଟି ରୁଟରେ ବସ ସେବା ଜାରି ରହିଥିଲା ।କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ ଚଳାଚଳ ଆରମ୍ଭ ହେବ ।ରୁଟ ନଂ ୫୨ ପୁରୀ ବସ ଷ୍ଟାଣ୍ଡରୁ ରେଳ ଷ୍ଟେସନ , ସମୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ ହାଉସ ପର୍ଯ୍ୟନ୍ତ…