Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ୬ ଦିନିଆ ଅଧିବେଶନ । ତାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଆଜି ଦିନ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ସୁରୁଖୁରୁରେ…

ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ମାଲକାନଗିରି, ନବରଙ୍ଗପୁର, ବିଶାଖାପାଟଣାର…

କାଲିଠୁ ରାଜ୍ୟରେ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ଡେଉଁଛି ପାରଦ । ବଢୁଛି ତାତି । କାଲିଠୁ ଅସହ୍ୟ ହେବ । ୪୦ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ଅସହ୍ୟ ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାକୁ ହିଟଓ୍ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ଦଳ ଭିତରେ ଏକ ଘରିକିଆ ଅପରାଜିତା ! ଦଳୀୟ କର୍ମୀ କହିଲେ ପ୍ରଚାର ପାଇଁ ନାହିଁ ଆବଶ୍ୟକ ପତାକା

ଭୁବନେଶ୍ୱର: ରାଜଧାନୀରେ ମେୟର ପଦ ହାତେଇବା ପାଇଁ ବିଜେଡି ଓ କଂଗ୍ରେସ ଜୋରଦାର ପ୍ରୟାସ କରୁଛନ୍ତି । କଂଗ୍ରେସ ରାଜଧାନୀରେ ନିଜର ସ୍ଥିତି ଜାଣିଥିଲେ ମଧ୍ୟ ୱାର୍ଡ-ୱାର୍ଡକୁ ବୁଲି ପ୍ରଚାରକୁ ଜୋରଦାର କରୁଛି । ହେଲେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ଏଠି ଶିଥିଳ ପଡିଯାଇଛି । କାରଣ ପ୍ରଚାର…

ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ , ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର :ଛାତରୁ ଡେଇଁ ଛାତ୍ରୀଙ୍କ ଜୀବନ ଗଲା । ଜଟଣୀ ଥାନା ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଛାତ୍ରୀ ଜଣକ ହେଉଛନ୍ତି ପୂଜା ଜେଠୱାନୀ । ତାଙ୍କ ଘର ଛତିଶଗଡରେ ବୋଲି ଜଣାପଡିଛି ।ଛାତ୍ରୀ ଜଣକ ଛାତରୁ କାହିଁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣଙ୍କ…

ପୌର ନିର୍ବାଚନ : ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା । ୧୦୬ ଟି ମ୍ୟୁନିସପାଲଟି ,ଏନଏସି ଓ ୩ ଟି ମହାନଗର ନିଗମ ଭୁବନେଶ୍ୱର , କଟକ ଓ ବ୍ରହ୍ମପୁର ପାଇଁ ଆଜି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୭ ତାରିଖ ଦିନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିଲା ।୯…

ସଉକିଆ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଘରୁ ମିଳିଲା ୪ଟି ଦାମୀ ବାଇକ୍

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ନଗଦ ୮୪ହଜାର ୫୦୦ ଟଙ୍କା ଜବତ ହୋଇଛି । ଅଜୟ ମିଶ୍ରଙ୍କ ପାଖରେ ରହିଛି ୪ଟି ଦାମୀ ମୋଟରସାଇକେଲ୍ ଓ ଗୋଟିଏ କାର୍…

ବାଇକକୁ ପିଟିଲା ଟ୍ରକ୍, ବାପା-ଝିଅ ମୃତ

ଅନୁଗୋଳ: ବାଇକରେ ଯିବା ବେଳେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ନେଲା ବାପା-ଝିଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଖମାର ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସୁନୀଲ ସାହୁ ଓ ତାଙ୍କ ଝିଅ ସଙ୍ଗୀତା ସାହୁ । ଆଜି ନିଜ ଝିଅକୁ ବାଇକରେ ସାଙ୍ଗରେ ଧରି ସୁନୀଲ…

ବିଜେଡି ଦଖଲରେ ୩୦ ଜିଲ୍ଲା ପରିଷଦ, ୭୦ ପ୍ରତିଶତ ମହିଳାଙ୍କ ହାତରେ ଶାସନ ଭାର

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥରପାଇଁ କୌଣସି ଏକ ଆଞ୍ଚଳିକ ଦଳ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରିବାରେ ସଫଳ ହୋଇଛି । ଚଳିତଥର ଶିକ୍ଷିତ ତଥା ଦଳର ଦକ୍ଷ କର୍ମୀ ଜିଲ୍ଲା ପରିଷଦର ସଭାପତି ଭାବେ ମନୋନୀତ ହୋଇଛନ୍ତି । ସବୁଠାରୁ କନିଷ୍ଠ ଜିଲ୍ଲାପରିଷଦ ସଭାପତି ଭାବେ ମାତ୍ର ୨୩…

ଡାକ୍ତର-ରୋଗୀ ପିଟାପିଟି, ହସ୍ପିଟାଲ ଭିତରେ ହାଇଡ୍ରାମା

ଧର୍ମଗଡ଼ (କଳାହାଣ୍ଡି): ହସ୍ପିଟାଲ ଭିତରେ ପିଟାପିଟି । ରୋଗୀ-ଡାକ୍ତର କଳି । ବଚସାରୁ ହାତାହାତି ଯାଏ କଥା ଯାଇଥିଲା । ରୋଗୀଙ୍କୁ ନିସ୍ତୁକ ପିଟିଲେ ଡାକ୍ତର । ହସ୍ପିଟାଲ ବାହାରେ ଓ ଭିତରେ ପିଟାପିଟି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼…