Latest Odisha News

BREAKING NEWS

Browsing Category

ଓଡିଶା

Odisha

ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ୱର : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଓଡିଆ ଲୋକମାନଙ୍କ ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ନମ୍ବର ଜାରି । ଏହି ଯୁଦ୍ଧ ସମୟରେ ଭାରତୀୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଯୁଦ୍ଧ କାରଣରୁ ଭାରତୀୟ ମାନେ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

ସୁବର୍ଣ୍ଣପୁର : ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ସୁବର୍ଣ୍ଣପୁର ଜିଲ୍ଲା ବନିକା ବନ ବିଭାଗ ଅଧିନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗେନ୍ଦ୍ର ଭୋଇଙ୍କ ଘରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବଜ୍ରକାପ୍ତାଟି ଚନ୍ଦଲି ଗାଁରେ ବୁଲୁଥିବା ଦେଖି ସେ ନିଜ ଘରେ ରଖିଥିଲେ ।…

ଭୁବନେଶ୍ୱରରେ କୋଣାର୍କ ଏକ୍ସପ୍ରେସରୁ ୧୨କୋଟିର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଟ୍ରେନର ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଜାବର । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ ସୁନା ଆଣୁଥିବା ବେଳେ ଜବତ କରିଛି ଭୁବନେଶ୍ୱର ଜିଆରପି । ୪ଟି ବ୍ୟାଗରୁ ୩୨ କେଜିରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଛି । ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କୋଣାର୍କ…

ଶୁଆ ଶିକାର କରି ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛି ଶିକାରୀ, ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ

ଭୁବନେଶ୍ୱର: ଜଙ୍ଗଲରୁ ବେଆଇନ ଭାବରେ ଶୁଆ ଶୀକାର କରୁଛି ଶିକାରୀ । ଗଛ କୋରଡ଼ରୁ ଛୁଆଙ୍କୁ ଧରି ତାର ଭିଜିଓ ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ । କାର୍ଯ୍ୟାନୁଷ୍ଠାନ ନାହିଁ । କନ୍ଧମାଳ ଜିଲ୍ଲାର ଏହି…

ଟିକଟ ପାଇଁ ଅଥୟ ହେଲେଣି ଆଶାୟୀ ,୨ ଦିନ ଭିତରେ ବିଜେଡି ଟିକଟ ଘୋଷଣା

ଭୁବନେଶ୍ୱର :ସରିଲା ଗାଁ ଭୋଟ ଏବେ ପୌର ନିର୍ବାଚନ ଚିନ୍ତା । ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାଠାରୁ ଆଶାୟୀଙ୍କ ନିଦ ହଜି ଯାଇଛି । ଟିକଟ ଆଶାରେ ଆଶାୟୀ ମାନେ ବ୍ୟସ୍ତ ହୋଇପଡିଲେଣି । ଏନେଇ ବିଧାୟକଙ୍କ ଘର ଶହ ଶହ ବାୟୋଡାଟା ଦେଇ ନେହୁରା ହେଉଛନ୍ତି ପ୍ରାର୍ଥୀ ମାନେ । ନାମାଙ୍କନ…

ରାଜ୍ୟରେ ଦେଢ଼ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ ଏବେ ଦେଢ଼ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୩ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭ । ୧୮ ବର୍ଷ ଭିତରେ ଆଉ ୨୮ ପଜିଟିଭ୍ ବାହାରିଛନ୍ତି । ଆଜି ୨୪…

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ । ୭ ତାରିଖ ଯାଏ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ । ୯ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ…

ମନ୍ଦିରରେ ଶିବରାତ୍ରୀ ପାଳନ କରୁଛନ୍ତି ଭକ୍ତ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶୈବପୀଠରେ ଚାଲିଛି ଜାଗର ମେଳା । ମନ୍ଦିର ବେଢ଼ାରେ ଦୀପଜାଳି ଜାଗର ପାଳୁଛନ୍ତି ଭକ୍ତ । ମହାଶିବରାତ୍ରୀ ଜାଗର ପାଇଁ ଲିଙ୍ଗରାଜ ମନ୍ଦିର ପାଲଟିଛି ଉତ୍ସବ ମୁଖର । ଫୁଲମାଳରେ ସଜେଇ ହୋଇଛି ମନ୍ଦିର । ପୁରା ପରିବେଶ ହରହରମହାଦେବ ଓ ଶିବ ପଞ୍ଚାକ୍ଷର ମନ୍ତ୍ରରେ ଉଚ୍ଛୁଳି…

ଯୁଦ୍ଧ ଶାନ୍ତି ପାଇଁ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦୁଝର: ସଂପ୍ରତି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ଅବସାନ ପାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଧନୁର୍ଜୟ ନାରାୟଣପୁର ଶାସନର ପ୍ରତ୍ୟକ୍ଷ ଦେବୀ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଫେବୃଆରୀ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ…

ପରିବାର ଲୋକଙ୍କ ଭୁଲ ପାଇଁ ଚାଲିଗଲା ୩ବର୍ଷ ଶିଶୁକନ୍ୟାର ଜୀବନ

ଆନନ୍ଦପୁର: ପରିବାର ଲୋକଙ୍କ ଭୁଲ ପାଇଁ ଆଖିବୁଜିଦେଲା ୩ ବଷଁର ଶିଶୁକନ୍ୟା । କେନ୍ଦୁଝର ଜିଲ୍ଲା ଆନନନ୍ଦପୁର ଘଷିପୁରା ଥାନା କୋଳିମାଟି ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ସ୍ୱର୍ଗତ ରାଧାକାନ୍ତ ପିଙ୍ଗୁଆଙ୍କ ଦୁଇ ଝିଅ ଖେଳୁଥିଲେ । ଏହି ସମୟରେ ସାନ ଝିଅ…