Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରିବାର ଲୋକଙ୍କ ଭୁଲ ପାଇଁ ଚାଲିଗଲା ୩ବର୍ଷ ଶିଶୁକନ୍ୟାର ଜୀବନ

ଆନନ୍ଦପୁର: ପରିବାର ଲୋକଙ୍କ ଭୁଲ ପାଇଁ ଆଖିବୁଜିଦେଲା ୩ ବଷଁର ଶିଶୁକନ୍ୟା । କେନ୍ଦୁଝର ଜିଲ୍ଲା ଆନନନ୍ଦପୁର ଘଷିପୁରା ଥାନା କୋଳିମାଟି ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ସ୍ୱର୍ଗତ ରାଧାକାନ୍ତ ପିଙ୍ଗୁଆଙ୍କ ଦୁଇ ଝିଅ ଖେଳୁଥିଲେ । ଏହି ସମୟରେ ସାନ ଝିଅ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୬ ମୃତ

ନୂଆପଡା : ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ନୂଆପଡାରେ ଏପରି ଅଭାବନୀୟ ଘଟଣା ଘଟିଛି ।ରାସ୍ତା କଡରେ ଥିବା ଗଛକୁ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ମୟୂରଭଞ୍ଜରେ ୫୩ଟି ଜିଲ୍ଲା ପରିଷଦ ଆସନ ଦଖଲ କଲା ବିଜେଡି

ମୟୂରଭଞ୍ଜ : ମୟୂରଭଞ୍ଜରେ ବିଜେଡିକୁ ବିପୁଳ ସମର୍ଥନ ମିଳିଛି ।୫୬ ଟି ଜିଲ୍ଲା ପରିଷଦ ଆସନରୁ ମୟୂରଭଞ୍ଜରେ ବିଜେଡି ୫୩ଟି ସିଟ ହାତେଇଛି ।ତାସହ ଜେଏମଏମ୍ ୩ଟି ଆସନ ଦଖଲ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଜେପି ଓ କଂଗ୍ରେସ ମୟୂରଭଞ୍ଜରେ ସତ୍ତା ହରାଇଛନ୍ତି । ୧. ଉଦଳା - ୧ - (ବିଜେଡି…

ପଞ୍ଚାୟତ ନିର୍ବାଚନ ଫଳାଫଳ: ୮୫୧ଟି ଜୋନରୁ ୭୬୫ ଆସନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡିର ଐତିହାସିକ ବିଜୟ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫୧ଟି ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇଛି । ଏହି ଫଳାଫଳରେ ଆଗରେ ରହିଛି ବିଜେଡି ।ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି…

ନିର୍ବାଚନରେ ପରାଜୟ ହେବାରୁ ବାବାଙ୍କୁ ମାଡ଼ ମାରି ୩ ଗିରଫ

ରେଢାଖୋଲ: ନିର୍ବାଚନ ପରାଜୟରୁ ଅକ୍ରୋଶ । ନିର୍ବାଚନରେ ହାରିଲେ, ବାବାଙ୍କୁ ପିଟିଲେ । ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଚାରମାଳ ଥାନା ଅଞ୍ଚଳରେ । ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ତ୍ରିସ୍ତରୀୟ ନିର୍ବାଚନ ସମୟରେ ସମିତି ସଭ୍ୟ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ବିଜେଡିର ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ୨୦୨୨ ନିର୍ବାଚନ ବିଜୁ ଜନତା ଦଳ ବିଜୟୀ ହୋଇଥିବାରୁ ମୋର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ । ଏହି ଜନମତ ସେବା ଆମ ସଙ୍କଳ୍ପକୁ ଆହୁରି…

ଭଦ୍ରକରେ ବିଜେଡିର ବାଜିମାତ୍ ,୨୮ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି

ଭଦ୍ରକ : ସରିଲା ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ରାଜ୍ୟରେ ବିଜେଡି ରେକର୍ଡ ଭାଙ୍ଗିଛି । ଭଦ୍ରକରେ ଜିଲ୍ଲାର ସମସ୍ତ ୨୮ ଟି ଜିଲ୍ଲା ପରିଷଦ ଆସନ ପୋଛିନେଇଛି ବିଜେଡି । ଶଙ୍କନାଦରେ ଫିକା ପଡିଲା ପଦ୍ମ । ଭଦ୍ରକରେ ଗଡ ରକ୍ଷା କରିପାରିଲାନି ବିଜେପି । ୧. ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ…

ମହାଶିବରାତ୍ରୀରେ ଲୋକନାଥ ମନ୍ଦିରରୁ ଚୋରି ,ମହିଳାଙ୍କ ବେକରୁ ୧୪ ଗ୍ରାମର ସୁନା ଚେନ୍ ଲୁଟିନେଲେ ଦୁବୃର୍ତ୍ତ

ପୁରୀ: ଲୁଟେରାଙ୍କ ଟାର୍ଗେଟରେ ଏବେ ପୁରୀ ଲୋକନାଥ ମନ୍ଦିର । ମହାଶିବରାତ୍ରୀରେ ଦର୍ଶନ ପାଇଁ ଆସିଥିବା ବେଳେ ପୁରୀ ଲୋକନାଥ ମନ୍ଦିରରେ ଲୁଟର ଶିକାର ହୋଇଛନ୍ତି ମହିଳା ଭକ୍ତ ।ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦବୃର୍ତ୍ତ ମାନେ ଲୁଟି ନେଇଛନ୍ତି ସୁନା ଚେନ୍ । ଲୁଟରେ ଶିକାର ହୋଇଥିବା…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ବାବା କପିଳାଶ ପୀଠ , ଭୋର ୪ଟା ୨୦ରେ ଉଠିବ ମହାଦୀପ

ଢେଙ୍କାନାଳ :ଆଜି ପବିତ୍ର ମହାଶିବ ରାତ୍ରୀ ।ଏନେଇ ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ପଡିଛି । ଶଙ୍ଖ ହୁଳ ହୁଳିରେ କମ୍ପୁଛି ପରିବେଶ । ସକାଳୁ ସକାଳୁ ବାବାଙ୍କ ଦର୍ଶନ ପୀଠରେ ଭିଡ ଜମିଛି । ଭୋର ୪ଟା୨୦ରେ ଉଠିବ ମହାଦୀପ । ସମସ୍ତ ରୀତୀନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି। । ତେବେ କରୋନା…

ସମିତିସଭ୍ୟ ନିର୍ବାଚନ ହାରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଢେଙ୍କାନାଳ: ପଞ୍ଚାୟତନ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ସେ ପରାସ୍ତ ହୋଇଛନ୍ତି । ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।…