Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର :ଚୋରି କରିବା ପଡିଲା ମହଙ୍ଗ। ଗିରଫ ହେଲେ ୫ଜଣ ଅଭିଯୁକ୍ତ ।ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଗାଡି ଡକାୟତି କରିନେଇଥିବା ଘଟଣାରେ ଶନିବାର ଜଗତସିଂହପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ…

ଜଗତସିଂହପୁରରେ ସରଗରମ ହେଲାଣି ରାଜନୀତି

ଜଗତସିଂହପୁର: ସରିଛି ନମିନେସନ୍ । ଆଗକୁ ନିର୍ବାଚନ । ସେଥିପାଇ ପାଇଁ ପ୍ରାର୍ଥୀମାନେ ପ୍ରସ୍ତୁତ । ଏହି ଅବସରରେ ଜଗତସିଂହପୁର ଜିଲ୍ଲାରେ ରାଜନୀତି ସରଗରମ ହେବାରେ ଲାଗିଛି । ମଇଦାନରେ ଜିଲ୍ଲାପରିଷଦ, ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀମାନେ ବାଜିମାତ୍ କରିବାକୁ ପ୍ରସ୍ତୁତ ହେଲେଣି । କିଏ ଲୋକଙ୍କ…

[ଭିଡ଼ିଓ] ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ, ସମାଧାନକୁ ଅପେକ୍ଷା .. .. .

ଯାଜପୁର: ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ଗାଁକୁ ଭଲ ରାସ୍ତାଟିଏ ନଥିବାବେଳେ ଶିକ୍ଷାସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାଜପୁରର ବିଞ୍ଝାରପୁର ଓ ବରୀ ନିର୍ବାଚନ ମଣ୍ଡଳୀ ଦେଖିଲେ ବହୁତ କିଛି ସମସ୍ୟା ସମାନାକୁ ଆସେ । ୬ଟି ପଞ୍ଚାୟତ ଲୋକଙ୍କ ପାଇଁ ଭଲ ରାସ୍ତା  ନାହିଁ ।…

ଫ୍ରେବ୍ରୁଆରି ଶେଷ ଆଡକୁ ତୃତୀୟ ଲହରୀ ଶେଷ ହେବ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ରାଜ୍ୟରେ ସଂକ୍ରମଣ ହାର କମୁଛି ।ଆମେ ପିକ୍ ଅତିକ୍ରମ କରିସାରୁିଛୁ । ଯଦିଓ ଆଗକୁ ସଂକ୍ରମଣ ଉପରମୁହାଁ ହେବ ତେବେ ଏହା ମାଇନର ପିକ ହୋଇପାରେ ।ଆଗାମୀ ସପ୍ତାହ ସୁଦ୍ଧା…

କଟକ ଏସସିବିରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ଗ୍ରୀନ କରିଡର , ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଗଲା

କଟକ : କଟକ ଏସସିବିରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ଗ୍ରୀନ କରିଡର । ଏହା କରାଯିବାର କାରଣ ଥିଲା ,କଟକ ଏସିସିବିରୁ ଜଣେ ଗୁରୁତର ରୋଗୀଙ୍କୁ ଏୟାରଲିଫଟ କରାଯାଇଛି । ବିମାନ ବନ୍ଦରରୁ ଏୟାରଲିଫଟି କରି ଇନ୍ଦମଣି ପାଣୀଙ୍କୁ ସୁରଟ ନିଆଯାଇଥିବା ସୂଚନା ମିଳିଛି । ଇନ୍ଦ୍ରମଣି ପାଣୀ ଓଡିଆ ଆଇଏସ…

ପ୍ରାର୍ଥୀପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଧାନ ଗଦାରେ ଲଗାଇଦେଲେ ନିଆଁ

କଟକ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲକୁ ନେଇ ତୁମୁଳ କାଣ୍ଡ । ଧାନ ଗଦାରେ ନିଆଁ ଲଗାଇଦେଇଛନ୍ତି ଦୁବୃର୍ତ୍ତ । କଟକ ତିଗିରିଆ ବ୍ଲକ ଅଚଳ କୋଟ ଗାଁ ରେ ଏପରି ଘଟଣା ଘଟିଛିା ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ…

ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ୱର : ଔଷଧ ଦୋକାନରୁ ଲୁଟ । ମେଡିସିନ କିଣିବାକୁ ଆସି ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି ଗ୍ରାହକ ।ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ଏପରି ଘଟଣା ଘଟିଛି । ପ୍ରାୟ ତିନି ଜଣ ଯୁବକ ମେଡିସିନ କିଣିବାକୁ ଆସି ଜଣକ ପରେ ଜଣେ ଲୁଟ୍ କରିଥିବା ସିସିଟିଭ କ୍ୟାମେରାରେ…

ସାଧାରଣତନ୍ତ୍ର ଦିବସରେ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ଥର ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ସେନେଇ ସୂଚନା ମିଳିଛି । ଏଥର ସାଧାରଣତନ୍ତ୍ର ଦିବସରେ ରାଜ୍ୟରେ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଟି…

ପୁଣି ମାତିଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା

ଛତିଶଗଡ଼: ପୁଣି ମାତିଲେ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା କଲା ଲାଲବାହିନୀ । ହତ୍ୟା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଡିଆରଜି ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ…

ପାଗରେ ପରିବର୍ତ୍ତନ, କମିବ ଶୀତ

ଭୁବନେଶ୍ବର : ପାଗରେ ପରିବର୍ତ୍ତନ, କମିବ ଶୀତ । ଉତ୍ତର ଦିଗରୁ ପଶ୍ଚିମା ଝଡ଼ ଏବେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ପାଗରେ ପରିବର୍ତ୍ତନ ଘଟିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଆସନ୍ତା ୨ ଦିନରେ ପାରଦସ୍ତର ଆହୁରି ୨ରୁ ୩…