Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡ଼ିଓ] ଢିଙ୍କିଆ ଗସ୍ତରେ ୧୩ ରାଜନୈତିକ ଦଳର ପ୍ରତିନିଧି, ପୁଲିସ ହଟାଇବାକୁ ଦାବି

ଜଗତସିଂହପୁର: ଜଗତସିଂହପୁର ଏରସମା ଢ଼ିଙ୍କିଆ ଅଞ୍ଚଳରେ ଜିନ୍ଦଲ ପ୍ରକଳ୍ପ ନିର୍ମାଣ ଜମିଅଧିଗ୍ରହଣ ସମୟରେ ନିରୀହ ଜନତା ଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରାଯାଇଛି । ଢ଼ିଙ୍କିଆ ଚାରିଦେଶରୁ ପୋଲିସ ପ୍ରତ୍ୟାହାର କରିବା ଆଦି ଦାବି ନେଇ ୧୩ ଗୋଟି ରାଜନୈତିକ ଦଳର ପ୍ରତିନିଧି…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୭ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଅନୁଗୁଳରୁ ସର୍ବାଧିକ ୨ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କଟକ ଓ ଯାଜପୁରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । Details of cases confirmed as death due to Covid-19, after due…

ପଞ୍ଚାୟତ ନିର୍ବାଚନ: ୨ଲକ୍ଷରୁ ଅଧିକ ପ୍ରାର୍ଥିପତ୍ର ଦାଖଲ, ଆଜି ନାମାଙ୍କନ ଯାଞ୍ଚ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ନାମାଙ୍କନ ଦାଖଲ । ୨ଲକ୍ଷ ୨୦ ହଜାରରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ମନୋନୟନପତ୍ରର ଯାଞ୍ଚ କରାଯିବ । ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଗତକାଲି…

ଓଭରବ୍ରିଜ୍ ଉପରୁ ତଳକୁ ଖସିଲା କାର, ଛାତି ଥରାଇଲା ଭଳି ଦୁର୍ଘଟଣା

ଭୁବନେଶ୍ୱର: ଭାରସାମ୍ୟ ହରାଇ ଓଭରବ୍ରିଜ୍ ଉପରକୁ ତଳକୁ ଖସିପଡ଼ିଲା କାର୍ । ଏଥିରେ ଗାଡ଼ିରେ ଥିବା ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ଗାଡ଼ିଟି ଭାଙ୍ଗି ଚୁରମାର । ଭୁବନେଶ୍ୱର ପୁନାମା ଗେଟ୍ ରେଲଓ୍ୱେ ଓଭରବ୍ରିଜ୍ ନିକଟରେ ଆଜି ଭୋରରେ ଏଭଳି ଦୁର୍ଘଟଣା ଘଟିଛି । ଆଜି ଭୋର୍ ପାଖାପାଖି 4ଟା…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳି ଦେଲେ ଠିକା କମ୍ପାନୀର ଗାଡ଼ି

ରାୟଗଡ଼ା: ଲାଲବାହିନୀର ଲଙ୍କାକାଣ୍ଡ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ହିଂସାକାଣ୍ଡ କରିଛନ୍ତି ମାଓବାଦୀ । ବୁଡାଗୁଡା ଗ୍ରାମରେ ଥିବା ଝଠଝଗଉ ନାମକ ଏକ ଠିକା କମ୍ପାନୀ କ୍ୟାମ୍ପରେ ବ୍ୟାପକ ପୋଡ଼ାଜଳା କରିଛନ୍ତି । ରାସ୍ତା ନିର୍ମାଣ ପାଇଁ ଥିବା ଗୋଟିଏ ଟ୍ରଲି ଓ…

ଓଡ଼ିଶାରେ ଖସୁୁଛି କରୋନା ଗ୍ରାଫ୍: ଆଜି ୮୮୪୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ଖସୁଛି । ଆଜି ୯ ହଜାର ତକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୮୪୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୫୧୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୧୭ । ୧୮ ବର୍ଷ…

ସମିତି ସଭ୍ୟା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ: ୩ ଥର ବିଧାୟିକା । ୨ ଥର ମନ୍ତ୍ରୀ । ଏବେ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା । ଯାହାକୁ ନେଇ ଏବେ ଢେଙ୍କାନାଳ ସହ ରାଜ୍ୟରେ ବି ଚର୍ଚ୍ଚା । ଗତକାଲି ଶେଷ ଦିନରେ ଅଞ୍ଜଳୀ ବେହେରା ଢେଙ୍କାନାଳ ଜିଲ୍ଲା…

ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ବାପା ଓ ଝିଅ ସମେତ ୫ ମୃତ

ସୋନପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଗତକାଲି ରାତିରେ ସୋନପୁର ନିକଟ ମହାନଦୀ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଆଉ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରିବା ବେଳେ ବ୍ରିଜ ଉପରେ…

କାର-ବାଇକ୍ ମୁହାଁମୁହିଁ, ଜଣେ ମୃତ

ସୋନପୁର: ଶୁକ୍ରବାର ରାତି ୮.୩୦ ମିନିଟ୍ ସମୟରେ ବିନିକା-ରାମପୁର ରାସ୍ତା ରାଜପାଲି ଛକ ନିକଟରେ କାର ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଇଥିଲା । ଘଟଣାରୁ ପ୍ରକାଶ ଯେ, ବିନିକା ପଟରୁ ଏକ ବାଇକ ଯୋଗେ ଜଣେ ଯାଉଥିବା ବେଳେ ଵିଶାଲପାଲି ପଟରୁ…

ଭାରତରେ ପ୍ରଥମଥର ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜରେ ସଫଳହେଲା ଅହିରାଜର ଚିକିତ୍ସା

ଭୁବନେଶ୍ୱର: ଗତ ଡିସେମ୍ବର ମାସ ୨୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଚିଲିକା ଛକ ନିକଟରେ ରହୁଥିବା ରିଙ୍କୁ ବିଶ୍ୱାଳଙ୍କ ବାଡ଼ିରେ ଏକ ବିରାଟ ଅହିରାଜ ସାପ ପଶିଯାଇଥିଲା । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ବାପି ମିଶ୍ର ଓ ମିହିର ପଣ୍ଡା ଘଟଣା ସ୍ଥଳରେ ପହଁଚି ସାପ ଟିକୁ ଉଦ୍ଧାର…