Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ: ପୁଣି ନବୀନ ନମ୍ବର ଓ୍ୱାନ୍

ଭୁବନେଶ୍ୱର: ପୁଣି ନବୀନ ନମ୍ବର ଓ୍ୱାନ୍ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ୱୋକଙ୍କ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ଦେଶରେ ସବୁଠୁ ଅଧିକ । ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଇଣ୍ଡିଆ…

ରାଜଧାନୀରେ ଘନ କୁହୁଡି ଯୋଗୁଁ ବିମାନ ସେବା ବ୍ୟାହତ

ଭୁବନେଶ୍ୱର : ଘନ କୁହୁଡି ବଳୟ ଭିତରେ ରାଜଧାନୀ । ଏନେଇ ବିମାନ ଚଳାଚଳ ବ୍ୟାହାତ ହୋଇଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡି ପରିଲକ୍ଷୀତ ହୋଇଥିଲା ,ଭୁବନେଶ୍ୱର ବିମାନ ବନ୍ଦର ଘନ କୁହୁଡି ବଳୟ ଭିତରେ ରହିଥିଲା ।ଫଳରେ ନୂଆଦିଲ୍ଲୀରୁ ଆସୁଥିବା ବିମାନ ଭୁବନେଶ୍ୱରରେ ଅବତରଣ…

ସ୍କାନ୍ ଷ୍ଟିଲର ବୁଡ଼ାକଟା ୟୁନିଟ-୨ରେ ବିସ୍ଫୋରଣ: ଜଣେ ଗୁରୁତର, ୨ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳଠାରେ ଅବସ୍ଥିତ ସ୍କାନ ଷ୍ଟିଲର ବୁଡ଼ାକଟା ୟୁନିଟ-୨ରେ ଆଜି ବଡ଼ ଧରଣର ଅଘଟଣ ହୋଇଛି । କାରଖାନାର ଫର୍ଣ୍ଣେସରେ ବିସ୍ଫୋରଣ ଘଟିଛି । ନିଆଁ ଓ ଉତ୍ତପ୍ତ ତରଳ ଧାତୁ ସଂସ୍ପର୍ଶରେ ଆସି କାର୍ଯ୍ୟରତ ଜଣେ କର୍ମଚାରୀ ଗୁରୁତର। ଅନ୍ୟ ଦୁଇ…

ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ, ଟ୍ରକ ଚାଳକ ଫେରାର

ବଲାଙ୍ଗିର: ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ସନେ୍ଧକେଲା ଥାନା ଅନ୍ତର୍ଗତ ଚନ୍ଦୋତରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ଦେଡ଼ଗାଁର କରୁଣ ଥପା ଓ ଯୁବରାଜ ଥପା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ…

ପଞ୍ଚାୟତ ନିର୍ବାଚନ: ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଗାଁ ରାଜନୀତି ଏବେ ଉଷ୍ଣ । ନାମାଙ୍କନ ଦାଖଲର ଆଜି ଶେଷ ଦିନ । ଆଶାୟୀ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ । ଆଜି ଶେଷ ଦିନ ହୋଇଥିବାରୁ ଅଧିକ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିବେ । ଗତ ୧୭ ତାରିଖରୁ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା…

ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୯ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।…

ଆଜିଠୁ ରାଜ୍ୟରେ ପୁଣି ୪ ଦିନ ବର୍ଷା, ୩ରୁ ୪ ଡ଼ିଗ୍ରୀ ସେଲସିୟସ ବଢ଼ିବ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ରାଜ୍ୟରେ ପୁଣି ୪ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ୨୧ତାରିଖରୁ ବର୍ଷା ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ଶୀତ କମିଯିବ । ଆଜି ଉତ୍ତର ଉପକୂଳ ଓଡ଼ିଶା…

ରାଜ୍ୟରେ କମୁଛି କରୋନା କେସ୍: ଆଜି ୯୮୩୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୧୧ ହଜାରରୁ ଖସି ୧୦ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୯ହଜାର ୮୩୩ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୫୬୯୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧୩୪ । ୧୮ ବର୍ଷ ଭିତରେ ଆଉ ୯୭୨ ଜଣ…

ଘାଟିରୁ ତଳକୁ ଖସିଲା, ୧୦ଜଣ ଯାତ୍ରୀ ଆହତ

ଗଜପତି: ଘାଟିରୁ ଖସିଲା ବସ୍ । ଗଜପତି ଜିଲ୍ଲାୂ ରାଇଗଡ଼ ଥାନା ରାଶିବାଡ଼ି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ତଳକୁ ବସ୍ ଖସିପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଯାତ୍ରୀବାହି ବସ୍ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା । ବସ୍ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ…

କୁହୁଡ଼ି ଚାଦର ତଳେ ଭୁବନେଶ୍ୱର, ଦିଶୁ ନଥିଲା ରାସ୍ତାଘାଟ

ଭୁବନେଶ୍ୱର: ପାଗରେ ପରବର୍ତ୍ତନ । ରାଜଧାନୀରେ ଘନ କୁହୁଡ଼ି । ଆଜି ସକାଳୁ ସକାଳୁ କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇଯାଇଥିଲା ସାରା ଭୁବନେଶ୍ୱର । ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଅତି ପାଖରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ । ଏତେ ଜୋରରେ କୁହୁଡ଼ି ପଡ଼ିଥିଲା ଯେ, ମୁହଁକୁ ମୁହଁ…