Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିନେ କଳାକାରଙ୍କ ପକ୍ଷରୁ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ସ୍ବର୍ଗତ ମିହିର ଦାସ ଙ୍କର ଦଶାହ ଦିବସରେ Orissa Cine Artistes Associationର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଙ୍କର ଆହ୍ୱାନ କ୍ରମେ ଏବଂ ସଭାପତି ସିଦ୍ଧାନ୍ତ ମହାପାତ୍ର ଙ୍କର ସଭାପତିତ୍ୱରେ ପିଟିଆ ସ୍ଥିତ RTO 2…

୨୪ ଘଣ୍ଟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ଶହ ପାର୍, ଚିନ୍ତାରେ ରାଜଧାନୀ ବାସୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୪ ଶହ ଟପିଛି । ଭୁବନେଶ୍ୱରରେ ଆଜି ୧୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।…

ଏମିତି ଆସେ ମୃତ୍ୟୁ: ଆଗ ପଛ ହୋଇ ଆଖି ବୁଜିଲେ ଦମ୍ପତି

ଢେଙ୍କାନାଳ: ମୃତ୍ୟୁ କେତେବେଳେ ଓ କେମିତି ଆସେ ସେକଥା କାହାକୁ ଜଣା ନଥାଏ। ସ୍ତ୍ରୀର ମୃତ୍ୟୁର କିଛି ଘଣ୍ଟା ଭିତରେ ଦୁର୍ଘଟଣାରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁରେ ଏଭଳି ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି। ମୃତକମାନେ ହେଲେ…

ବୁଲ୍ଲିବାଇ ଆପର ଓଡ଼ିଶା ଲିଙ୍କ: ଝାରସୁଗୁଡ଼ାରୁ ଗିରଫ ଯୁବକଙ୍କୁ ଟ୍ରାନଜିଟ ରିମାଣ୍ଡରେ ନେବ ମୁମ୍ବାଇ ପୋଲିସ

ଝାରସୁଗୁଡ଼ା: ବିବାଦୀୟ ବୁଲ୍ଲିବାଇ ଆପ ଲିଙ୍କରେ ସାମ୍ନାକୁ ଆସିଛି ଓଡ଼ିଶା ଲିଙ୍କ। ଆସାମରୁ ଝାରସୁଗୁଡ଼ା ଯାଏ ଲମ୍ବିଛି ଚେର। ବ୍ରଜରାଜନଗରରୁ ଜଣେ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ତାଙ୍କ ନାଁ ନୀରଜ ସିଂ। ବ୍ରଜରାଜନଗର ଇବ ପିଟରେ ତାଙ୍କ ଘର। ସେ ଜଣେ ଏମବିଏ ଡିଗ୍ରୀଧାରୀ…

ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ହଟିଲା ପ୍ରତିବନ୍ଧକ, ଢିଙ୍କିଆରେ ଯୋରଦାର ଚାଲିଛି ପାନବରଜ ମାପଚୁପ ଓ ଭଙ୍ଗାକାର୍ଯ୍ୟ

ପାରାଦୀପ: ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ପାରିପାର୍ଶ୍ବିକ ପ୍ରତିବନ୍ଧକ ହଟିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ଶିଳ୍ପ ପ୍ରତିଷ୍ଠାକୁ ବୀରୋଧ କରି ଆନ୍ଦୋଳନ କରି ଆସୁଥିବା ଢ଼ିଙ୍କିଆ…

ଆଚରଣ ବିଧି ଉଲ୍ଲଂଘନ… ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡିଶାରେ ଜୋରଦାର ଚାଲିଛି ପ୍ରଚାର ପ୍ରସାର । ଏହାରି ଭିତରେ ପରସ୍ପରକୁ କାଦୁଅ ଫୋପାଡିବାରେ ଲାଗିଛି ବିଜେପି ଓ ବିଜେଡି । ନିର୍ବାଚନ ପ୍ରଚାରକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । କୋଭିଡ ନିୟମ ଓ ନିର୍ବାଚନ ଆଇନ୍…

ଶିଶୁଙ୍କ ଅତ୍ୟଧିକ କାନ୍ଦକୁ ଅଣଦେଖା କରିବା ଉଚିତ୍‌ ନୁହେଁ: ଆରିଥ୍‌ମିଆ ନେଇ ସତର୍କ ପରାମର୍ଶ

ଭୁବନେଶ୍ବର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ମଧ୍ୟ ଭାବନ୍ତି।…

ମୋବାଇଲ ଦୋକାନରୁ ୬୦ ସ୍ମାର୍ଟ ଫୋନ ସହ ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର : ମୋବାଇଲ ଦୋକାନରୁ ବଡ ଧରଣର ଲୁଟ । କେନ୍ଦୁଝର ଜିଲ୍ଲା ବିଲେଇପଦା ହାଟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏକାଥରକେ ୬୦ ଟି ସ୍ମାର୍ଟ ଫୋନ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏହା ସହ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । । ଲୁଟ ହୋଇଥିବା ୬୦ ଟି ସ୍ମାର୍ଟ…

ବାଲିଅନ୍ତା ବୋମା ମାଡ ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବାଲିଅନ୍ତା ବୋମା ମାଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୋଲିସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଭାଲିଆବାଡିର ଶୁଶିଲ ବଳିଆର ସିଂ (୨୪) ଏବଂ ଓ ପିତାପଲ୍ଲୀର ମହେଶ୍ୱର ପ୍ରଧାନ(୨୮)। ସୂଚନା ଅନୁସାରେ ବାଲିଅନ୍ତାରେ ଚାଲିଥିବା ଏକ ପ୍ଲଟିଂ ଜମିରେ…

[ଭିଡ଼ିଓ] ଯୁଦ୍ଧକାଳୀନ ଭିତ୍ତିରେ ଗୁଣୁପୁର-ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ

ଗୁଣୁପୁର: ୱାଲଟେର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ଅନୁପମ ଶତପଥିଙ୍କ ଗୁଣୁପୁର ରେଳ ଷ୍ଟେସନ ପରିଦର୍ଶନ । ଖୁବ ଶୀଘ୍ର ଗୁଣୁପୁର ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ । ରେଳ କ୍ଷେତ୍ରରେ ସମସ୍ତ ବିକାଶ କରାଯିବ ବୋଲି କହିବା ସହିତ କିଛି ଦାବି ପତ୍ର ମଧ୍ୟ ଗ୍ରହଣ କରିଛନ୍ତି । ଏହା…