Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାଶନ ସଚିବ ଶ୍ରୀ ବିନୋଦ କୁମାର…

ବିଡବ୍ଳ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୩୦୦: ପ୍ରଥମ ଓଡିଆ ମହିଳା ଖେଳାଳି ଭାବେ କ୍ୱାର୍ଟରରେ ପ୍ରବେଶ କଲେ ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ସୟେଦ ମୋଦି ଇଣ୍ଡିଆ ଇଂଟରନ୍ୟାଶନାଲ ୨୦୨୨ର ଏଚଏସବିସି ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୩୦୦ ବ୍ୟାଡମିଂଟନ ମୁକାବିଲାରେ ଇତିହାସ ରଚିଛନ୍ତି ଓଡିଆ ଝିଅ ଶ୍ୱେତପର୍ଣ୍ଣା ପଣ୍ଡା । ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଓଡିଆ ବ୍ୟାଡମିଂଟନ ଖେଳାଳି ଭାବେ ସେ ଏହି…

[ଭିଡିଓ] ବିଷାକ୍ତ ମଦ ପିଇ ଚାଲିଗଲା ଦୁଇଜଣଙ୍କ ଜୀବନ

ରାୟଗଡ଼ା: ବିଷାକ୍ତ ମଦ ସାଜିଲା କାଳ । ଚାଲିଗଲା ଦୁଇଜଣଙ୍କ ଜୀବନ । ଆଗକୁ ପଞ୍ଚାୟତ ନିର୍ବାଚନ ଆସିଥିବା ବେଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ନିର୍ବାଚନ ସମୟରେ ମଦ ବଣ୍ଟା ହେବା କିଛି ବଡ଼ କଥା ନୁହେଁ । ହେଲେ ବିଷାକ୍ତ ମଦ ପିଇ ମୃତ୍ୟୁ ମାମଲା…

ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ଓଡିଶା ସରକାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୫ରୁ ୩୦ ଜାନୁୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ବ୍ୟାଡମିଂଟନ ମୁକାବିଲାରେ ୧୮ ଦେଶର ୩୦୦ ଖେଳାଳି ଅଂଶଗ୍ରହଣ କରିବେ । ତେବେ…

ମହିଳାଙ୍କ ପେଟରୁ ୧୦କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍‌ ହସ୍ପିଟାଲର ସର୍ଜନ

ଭୁବନେଶ୍ୱର :ସମ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପୋଚାର । ମହିଳାଙ୍କ ପେଟରୁ ବାହାରିଲା ୧୦ କେଜି ଓଜନର ଟ୍ୟୁମର । ଏହି ଅପରେସନ କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ ସର୍ଜନ ମାନେ । ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର…

ବନ୍ଧୁକ ଦେଖାଇ ୩୦ଲକ୍ଷ ଟଙ୍କା ଲୁଟିନେଲେ ନକଲି ପୋଲିସ

ଗଜପତି: ନକଲି ପୋଲିସ ସାଜି ବନ୍ଧୁକ ଦେଖାଇ ଲୁଟିନେଲେ ୩୦ ଲକ୍ଷ ଟଙ୍କା । ଏହିଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମେରାପଲି ଗାଁରେ । ସଞ୍ଜୟ ସାହୁଙ୍କ ପରିବାର ଶୋଇଥିବାବେଳେ ୪ଜଣ ଦୁର୍ବୃତ୍ତ ନକଲି ପୋଲିସ ସାଜି ଘରେ ପଶି ଲୁଟ୍ କରିଛନ୍ତି । ଗତକାଲି ରାତିରେ ଘଟିଛି ଏହିଭଳି ଘଟଣା । ଏନେଇ ପୋଲିସ…

ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣା କଡାକଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ଵର : ଆସୁଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ସମୟରେ କୋଭିଡ କଟକଣା ପାଳନ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ରାଜ୍ୟ ନିର୍ବାଚନ କମିଶନ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ସବୁ ଜିଲ୍ଲାରେ କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଯାଜପୁର ଜିଲ୍ଲାରେ ସରଗରମ ହୋଇପଡ଼ିଛି ରାଜନୀତି

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହୋଇପଡ଼ିଛି ରାଜନୀତି । ଗାଁ ଗାଁରେ ନିର୍ବାଚନୀର ମାହୋଲ । ସବୁଠି ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା । ଯାଜପୁର ଜିଲ୍ଲାରେ ଫେବୃଆରୀ ୧୬ତାରିଖରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ୧୬, ୧୮, ୨୦, ୨୨ତାରିଖ ଦିନ ଜିଲ୍ଲାର ୧୦ଟି…

ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦିଆଯାଉଥିବା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ । ସାମ୍ବାଦିକମାନଙ୍କୁ କୋଭିଡ଼ ଯୋଦ୍ଧାଭାବେ ପରିଗଣିତ କରାଯାଉଛି । ଯେଉଁମାନଙ୍କ ଦ୍ୱିତୀୟ ଡ଼ୋଜ୍ ନେବାର…

ନନ୍ଦନକାନନରେ ୪ ଦିନରେ ୩ଟି ମୟୂର ଓ ଗୋଟିଏ ଚିଲର ମୃତ୍ୟୁ

ବାରଙ୍ଗ : ବାରଙ୍ଗ ନନ୍ଦନକାନନରେ ଦିନକୁ ଦିନ ବଢୁଛି ପକ୍ଷୀ ମୃତ୍ୟୁ ସଂଖ୍ୟା । ୪ ଦିନ ଭିତରେ ନନ୍ଦନକାନନରେ ତିନୋଟି ମୟୂର ସହ ଗୋଟିଏ ଚିଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପକ୍ଷୀ ମାନଙ୍କ ମୁମନା ସଂଗ୍ରହ କରାଯାଇ ସେଣ୍ଟର ଫର ୱାଇଲ୍ଡ ଲାଇଫକୁ ପଠାଯାଇଛି । ଖୁଆଡରେ ଥିବା ଅନ୍ୟ ପକ୍ଷୀ…