Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାନ୍ଦିପୁରରୁ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ । ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ସକାଳ ୧୦ଟା ୪୫ ମିନିଟରେ ମିସାଇଲ ଉତକ୍ଷେପଣ କରାଯାଇଥିଲା । ଏହାର ପରୀକ୍ଷଣ ସଫଳ ହୋଇଛି । ଏହା ହେଉଛି…

ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ, କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଦାବି

ବାଲେଶ୍ୱର : ବାଲେଶ୍ୱରର ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଗୁରୁବାର ଜଳେଶ୍ୱର କୋର୍ଟରେ କାମ କରୁଥିବା ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଗତ କାଲିଠାରୁ ଆଇନଜୀବୀ ମାନେ କୋର୍ଟକୁ କାର୍ଯ୍ୟ କରିବା…

ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋରାପୁଟ: ଚଳନ୍ତା ହାଇୱାରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା । ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡ଼ିଙ୍ଗାମାଳି ଅଞ୍ଚଳରେ । ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପାହାଡ଼ଠାରୁ ବକ୍ସାଇଟ ବହନ କରୁଥିବା ହାଇୱାରେ ଗତକାଲି…

ଶ୍ମଶାନରେ ଜୀବିତ ଥିବା ନବଜାତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଶ୍ମଶାନରେ ଚେଇଁ ଉଠିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ସକାଳ ୭ଟାରେ ଶିଶୁଟି ମୃତ୍ୟୁବରଣ କରିଥିବା କରଞ୍ଜିଆ ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । ଗତକାଲି ଦିନ ପାଖାପାଖି ୨ଟା ବେଳେ…

ଗାଁରେ ବାରହା ଆତଙ୍କ, ୩ ଗୁରୁତର ସହ ୬ ଆହତଙ୍କୁ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ : ଗାଁରେ ବାରହା ଆତଙ୍କ । କାମାକ୍ଷାନଗର ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାଘମୁଣ୍ଡା ଗାଁରେ ବାରହା ପଶି ଲୋକଙ୍କୁ ଗୋଡାଇ ଆକ୍ରମଣ କରିଛି। ବାରହା ଆକ୍ରମଣରେ ୬ ଜଣ ଆହତ ହୋଇପଡ଼ିଥିବା ବେଳେ ୩ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଛି । ଉଭୟ ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ…

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନଭିନ୍ ଜାରି

ମୟୂରଭଞ୍ଜ : ଜଙ୍ଗଲ ଭିତରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ଏପରି ଚାଞ୍ଚଲ୍ୟକର ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରୁମୁଣ୍ଡାରେ ଘଟିଛି । ଖଣ୍ଡବନ୍ଧ ପଞ୍ଚାୟତ ସରବାଳି ସାହି ଜଙ୍ଗଲରୁ ଯୁୂବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରଥମେ ଯୁବତୀଙ୍କ ମୃତ ଦେହକୁ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ…

ଛତିଶଗଡ଼ ଦାନ୍ତେଓ୍ୱାଡାରେ ଏନକାଉଣ୍ଟର, ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ପୁଣି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ । କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ବେଳେ ଗୁଳି ବିନିମୟ…

ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରରେ ୧୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୪ ହଜାର ୭୫୪ ପ୍ରାର୍ଥୀ । କୋଭିଡ଼ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିିତୀୟ…

ପଞ୍ଚାୟତ ନିର୍ବାଚନ ଲଢ଼ିବେ ଯୁବ ଇଞ୍ଜିନିୟର, ଛାଡ଼ିଲେ ଆଇଟି ଚାକିରି

ଅନୁଗୋଳ: ପଞ୍ଚାୟତ ନିର୍ବାଚନରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୈଦନାକୁ ଓହ୍ଲାଉଛନ୍ତି ଡିଗ୍ରୀଧାରୀ । କେହି କେହି ମୋଟା ଅଙ୍କର ଦରମାରେ ଥିବା ଚାକିରି ଛାଡୁଛନ୍ତି । ଜନତାଙ୍କ ସେବା କରିବାକୁ ମନ ବଳାଉଛନ୍ତି । ଅନୁଗୋଳ ଜିଲ୍ଲାର ଏଭଳି ଜଣେ ଉଚ୍ଚ ଶିକ୍ଷିତ ଆଇଟି…

ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର, ଶ୍ମଶାନରେ ଚେଇଁ ଉଠିଲା ଶିଶୁ

କେନ୍ଦୁଝର: ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର । କିନ୍ତୁ ଶ୍ମଶାନରେ ଚେଇଁ ଉଠିଲା ଶିଶୁ । ସେ ଜୀବିତ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଆଶ୍ଚର୍ୟ୍ୟ ଲାଗୁଥିଲେ ବି କେନ୍ଦୁଝର ଜିଲ୍ଲାରେ ଏଭଳି ଏକ ଘଟଣାକୁ ନେଇ ସାରା ରାଜ୍ୟେ ଚର୍ଚ୍ଚା ଚାଲିଛି । କେନ୍ଦୁଝର ଜିଲ୍ଲା ଖଡ଼ିପଦା ଗାଁରେ…