Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୩ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୩ଜଣଙ୍କ ଜୀବନ । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୧୦ ହଜାର ୪ଶହ ୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ୩ଜଣଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

ଜାଗାବାଡିକୁ କେନ୍ଦ୍ରକରି ବୋମାମାଡ, ପୋଲିସର ଛାନଭିନ ଜାରି

ଭୁବନେଶ୍ୱର : ଜାଗାବାଡିକୁ ନେଇ ତୁମୁଳକାଣ୍ଡ । ରାଜଧାନୀ ଉପକଣ୍ଠରେ ହେଲା ବୋମାମାଡ । ବାଲିଅନ୍ତା ଥାନା ସରକଣାରେ ବୋମାମାଡ ହୋଇଛି । ଜାଗାବାଡି ବିକ୍ରି ବାବଦରେ କମିଶନ ଟଙ୍କାକୁ ନେଇ ବୋମା ଫିଙ୍ଗା ଓ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ…

ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ

ରାୟଗଡ଼ା: ପରଲୋକରେ ବର୍ଷିୟାନ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀ । ମୃତ୍ୟୁବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ଗୁଣୁପୁରସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ାରେ ସୀମିତ ନଥିଲା, ତାଙ୍କର…

ରାଜ୍ୟରେ ୧୦ ହଜାର ୪୮୯ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୦ ହଜାର ୪୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୮୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୪ହଜାର ୪୦୭ଜଣ ଜଣ ସଂକ୍ରମିତ ହୋଇଥିଲେ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୯୮୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ…

ଆଜି ଓଡ଼ିଶା ଆସୁଛି ଓମିସିଓର କିଟ୍

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ଆସିବ । ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇପାରିବ । ଏହା ଦ୍ୱାରା ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡ଼ିବନି । ଟାଟା ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଏହି କିଟକୁ ତିଆରି କରିଛି ।…

ଖସୁଛି ପାରଦ ବଢ଼ୁଛି ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ବଢ଼ୁଛି ଶୀତ, କମୁଛି ପାରଦ । ରାଜ୍ୟର କିଛି ସ୍ଥାନରେ ଶୀତ ହୋଇପାରେ । ଆସନ୍ତା ୩ ଦିନ ଯାଏଁ ପାରଦ କମିବ ଓ ଶୀତ ବଢ଼ିବ । ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶା ଉପରେ କୌଣସି ପ୍ରଭାବ…

ଥାନା ପଛରେ ଦେହ ବେପାର, ତିନି ରୂପଜୀବୀଙ୍କ ସହ ୩ ଗ୍ରାହକ ଗିରଫ

କଟକ: କଟକରେ ପୁଣି ଠାବ ହେଲା ସେକ୍ସ ର୍ୟାକେଟ୍ । ଏହି ଘଟଣାରେ ତିନି ରୂପଜୀବୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ । ବହୁ ଆପତ୍ତିଜନକ ସାମଗ୍ରୀ ସମେତ ଏକ ଭିଡିଓ ପ୍ଲେୟର ଜବତ କରିଛି ପୋଲିସ । ଥାନା ପଛ ପଟେ ଥିବା ଏକ ହୋଟେଲରେ ଏହି ସେକ୍ସ ରାକେଟ ଚାଲି ଥିବା ଖବର…

ଓଡ଼ିଆ ପୁଅ କମଳାକାନ୍ତଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭିନ୍ନକ୍ଷମ ଭାବେ ୱାର୍ଲ୍ଡ ରେକର୍ଡ କରିଛନ୍ତି କମଳାକାନ୍ତ ନାୟକ । ପୁରୀ ଜିଲ୍ଲାର କମଳାକାନ୍ତ ୨୪ ଘଣ୍ଟାରେ ୨୧୫.୪ କି.ମି. ହ୍ୱିଲ୍ ଚେୟାରରେ ଅତିକ୍ରମ କରିବା ସହ ଗିନିଜ ୱର୍ଲ୍ଡ ରେକର୍ଡ କରିଛନ୍ତି । ୭ବର୍ଷ ପୂର୍ବରୁ ଭଲିବଲ୍ ଖେଳୁଥିବା ସମୟରେ ତାଙ୍କର ମେରୁଦଣ୍ଡ…

ଶବ ସାପକୁ ଜଗିରହିଥିବା ସାପର ସମ୍ପର୍କ କ’ଣ?

କୋରାପୁଟ: ଶୀତୁଆ ରାତିର ରାଜୁତି । କିଟମିଟ୍ ଅନ୍ଧାର, ଖାଁ ଖାଁ ରାସ୍ତା । ଶୀତକୁ ଖାତିର ନକରି ରାସ୍ତା ଉପରେ ସାଥୀକୁ ଜଗିଛି ସାଥୀଟିଏ । ରାସ୍ତା ପାରିବେଳେ କେଉଁ ଏକ ଅମଣିଷ, ଗାଡ଼ି ମଡେଇ ଚାଲିଗଲା । ସେଇ ରାସ୍ତା ଉପରେ ହିଁ ସାପଟିର ଜୀବନ ଚାଲିଗଲା । କଳା ମଚମଚ ରାସ୍ତା ଉପରେ ପଡ଼ିଥିଲା…

ଶଙ୍ଖ ଫୁଙ୍କିଲେ ଲକ୍ଷ୍ମଣ ସୋରେନ

ଭୁବନେଶ୍ୱର: ବିଜେପି ଛାଡ଼ି ବିଜେଡିରେ ମିଶିଲେ ମୟୁରଭଞ୍ଜ ଜିଲ୍ଲା ବହଳଦା ବିଧାୟକ ଲକ୍ଷ୍ମଣ ସୋରେନ । ଆଜି ଲକ୍ଷ୍ମଣ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ୪୮ଜଣ ଦଳୀୟ କର୍ମଚାରୀଙ୍କ ସହ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଦଳରେ ମିଶିଛନ୍ତି । ସେ ବିଜେପିରୁ ୨୦୦୦ ମସିହାରେ ୨୧ଶହ ଅଧିକ…