Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା ଜୱାଦ, ଆଜିଠୁ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ଜୱାଦ ଦୁର୍ବଳ ହେବା ପରେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା । ଜୱାଦ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହୋଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ସମୁଦ୍ରରେ ତୀବ୍ର ଅବପାତ ଓ ପରେ ଅବପାତରେ ପରିଣତ ହୋଇଛି । ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ।…

ଫାଇନାଲରେ ଜର୍ମାନୀକୁ ହରାଇ ଜୁନିଅର ହକି ବିଶ୍ବକପ ଟ୍ରଫି ହାତେଇଲା ଆର୍ଜେଣ୍ଟିନା

ଭୁବନେଶ୍ବର : ଶେଷ ହେଲା ଜୁନିଅର ହକି ମହାକୁମ୍ଭ । ଫାଇନାଲରେ ଜର୍ମାନୀକୁ ହରାଇ ଟାଇଟଲ ହାତେଇଛି ଆର୍ଜେଣ୍ଟିନା । ରୋମାଞ୍ଚକର ଫାଇନାଲ ମ୍ୟାଚରେ ଜର୍ମାନୀକୁ ୪-୨ ଗୋଲରେ ପରାସ୍ତ କରିଛି ଆର୍ଜେଣ୍ଟିନା । ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିବା ଏହି ହକି ମହାକୁମ୍ଭର ଆଜିର ଫାଇନାଲ…

ଜିଲ୍ଲାସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସୁନ୍ଦରଗଡ଼ : ଉଦଯାପିତ ହୋଇଛି ଜିଲ୍ଲାସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ । ଭବାନୀ ସ୍ପୋର୍ଟସ କମ୍ପଲେକ୍ସ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ…

କେନ୍ଦ୍ରାପଡ଼ାରେ ତୁହାକୁ ତୁହା ବର୍ଷା, ଉଜୁଡ଼ିବାକୁ ବସିଛି ଧାନ ଫସଲ

କେନ୍ଦ୍ରାପଡ଼ା : ବାତ୍ୟା ଜଓ୍ବାଦ ଟଳିଯାଇଛି । ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣିରେ ବୁଡ଼ି ରହିଛି ଧାନଫସଲ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ,…

[ଭିଡ଼ିଓ] ମଶା ବଂଶ ବୃଦ୍ଧି ନେଇ ବଢୁଛି ଚିନ୍ତା,ଡେଙ୍ଗୁ ପାଇଁ ଆତଙ୍କିତ ସହରବାସୀ

କଟକ: ପୁତିଗନ୍ଧମୟ ପରିବେଶରେ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସଂଜ ହୋଇଗଲେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡ଼ୁଛି । ନାଳନଦ୍ଦର୍ମା ପରିଷ୍କାର ହେଉନଥିବା ବେଳେ ରାସ୍ତାଘାଟ ବି ଆବର୍ଜନାମୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । ଡେଙ୍ଗୁ ଆତଙ୍କ ବଢିଚାଲିଥିବା ବେଳେ ସହର…

[ଭିଡ଼ିଓ] କଳିଙ୍ଗ ଷ୍ଟାଡିୟମରେ ପାଣି

ଭୁବନେଶ୍ବର: ଜୱାଦ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସେହିଭଳି କଳିଙ୍ଗ ଷ୍ଟାଡିୟମ୍ ରେ ମ୍ୟାଚ୍ ଚାଲଇଥିବା ବେଳେ ଏଠାରେ ମଧ୍ୟ ବର୍ଷା ପ୍ରଭାବ ଦେଖିବାକୁ ମିଳିଥିଲା । ହକି ଷ୍ଟାଡିୟମରେ ପାଣି ପଶିଯାଇଥିବା ବେଳେ ଖେଳ ବାଧା ପ୍ରାପ୍ତ ହୋଇଥିଲା । ଖେଳାଯିବାକୁ ଥିବା ପ୍ରଥମ…

ଜଓ୍ବାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା, ଚାଷ ଜମିରେ ଲହଡି ମାରୁଛି ପାଣି

ଭଦ୍ରକ : ଟଳିଛି ବାତ୍ୟା ବିପଦ, ହେଲେ ଅବପାତ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । କିନ୍ତୁ ଲଗାଣ ବର୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ବର୍ଷା ଯୋଗୁଁ ଚାଷ ଜମିରେ ଲହଡି ମାରୁଛି ପାଣି । ବର୍ତ୍ତମାନ ଧାନ ଅମଳ ସମୟ । ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ…

ଦୁର୍ବଳ ହେଉଛି ଜଓ୍ବାଦ୍, ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରୁଛି

ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ଜଓ୍ବାଦ । ଅବପାତରେ ପରିଣତ ହେଲା ବାତ୍ୟା । ବର୍ତ୍ତମାନ ଏହା ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏବେ ପୁରୀ ଉପକୂଳରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗର ୭୦ କିଲୋମିଟର ଓ ଗୋପାଳପୁର ଠାରୁ ୧୦୦ କିମି ଦୂରରେ ରହିଛି । ଘଣ୍ଟାକୁ ୧୮…

[ ଭିଡ଼ିଓ] ପୁରୀ ପାଖ ଦେଇ ଚାଲିଯିବ ‘ଜୱାଦ’

ଭୁବନେଶ୍ବର: ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର…

[ଭିଡ଼ିଓ]ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି କମ୍ ରହିଛି:ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି ଭଲ ରହିଛି । ସନ୍ଦୀଗ୍ଧ ସକ୍ରମିତଙ୍କ…