Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରବଳ ବର୍ଷା ଯୋଗୁ ଭିଜିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ବାଲେଶ୍ୱର : ଦୁର୍ବଳ ହେଲା ବାତ୍ୟା ଜୱାଦ୍ । ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାମାନଙ୍କ ପ୍ରତି ସେତେଟା ବିପଦ ନାହିଁ । ଆଜି ସକାଳୁ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି । ତେବେ ଏହା ବେଶି କ୍ଷତି କରିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପବନ ଓ ବର୍ଷା…

ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି । ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ରାଜ୍ୟରେ ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼ ହୋଇଛି । ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି,…

ମାଛ ମାରିବାକୁ ଯାଇଥିବାବେଳେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ

ଅନୁଗୁଳ: ମାଛ ମାରିବାକୁ ଯାଇଥିବାବେଳେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଘଟିଛି ଏହିଭଳି ଅଘଟଣ । ରେଙ୍ଗାଳି ଡ଼୍ୟାମର ଜଳଭଣ୍ଡାରକୁ ସେ ମାଛ ମାରିବାକୁ ଯାଇଥିଲେ । ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା ଠିଆନାଳ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮୯ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୧୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୧୩ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୬ଜଣ ସ୍ଥାନୀୟ ସଂକ୍ରମଣରୁ ସଂକ୍ରମିତ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କରୋନା ପଜିଟିଭ…

ଉପକୂଳ ଓଡ଼ିଶାରେ ଆଜି ଓ କାଲି ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳରୁ ବାତ୍ୟା ଭୟ ଟଳିଗଲା । ଜଓ୍ୱାଦ ସ୍ଥଳଭାଗ ଛୁଇଁବା ଆଗରୁ ଦୁର୍ବଳ ହୋଇଗଲା । କିନ୍ତୁ ସାଙ୍ଗରେ ବର୍ଷା ପବନ ନେଇ ଆସିଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭାରତୀୟ…

ଅବପାତ ହୋଇ ଆଜି ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ୱାଦ ଅବଶିଷ୍ଟାଂଶ

ଭୁବନେଶ୍ୱର: ସମୁଦ୍ର ଭିତରେ ସାଇକ୍ଲୋନ୍ । ସ୍ଥଳଭାଗ ପାଖରେ ପହଞ୍ଚିଲା ବେଳକୁ ଅବପାତ । ବାତ୍ୟା ଜଓ୍ୱାଦ ଅଧିକରୁ ଅଧିକ ଦୁର୍ବଳ ପଡୁଛି । ଗତକାଲି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ଜଓ୍ୱାଦର ଅବଶିଷ୍ଟାଂଶ ଡିପ୍ରେସନ୍ ହେବ । ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିଲା…

ସକାଳୁ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା, ଶୁନଶାନ ରାସ୍ତାଘାଟ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆଜି ସକାଳୁ ପ୍ରବଳ ବର୍ଷା । ପୁରୀଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଜୱାଦ । ଆଜି ପ୍ରବଳ ବର୍ଷା ହେବା ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଶୁନଶାନ ହୋଇପଡ଼ିଛି ରାସ୍ତାଘାଟ । ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମ୍ ସଂଖ୍ୟକ ବସ ଚଳାଚଳ କରୁଥିବା…

ସହିଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର, ଯବାନଙ୍କ ଜୋରଦାର କୁମ୍ବିଂ ଅପରେସନ୍

ମାଲକାନଗିରି: ମାଓବାଦିଙ୍କ ସହିଦ ସପ୍ତାହର ତୃତୀୟ ଦିନରେ ସ୍ୱାଭିମାନ ଅଚଂଳରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର । ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହକୁ ପାଳନ କରିବା ଲାଗି ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ଚିତ୍ରକୋଣ୍ଡା ବ୍ଲକ…

ପଦ୍ମଶ୍ରୀ ନନ୍ଦ ସାରଙ୍କ ଅବସ୍ଥା ଗୁରୁତର, ଭୁବନେଶ୍ବର ସ୍ଥାନାନ୍ତର

ଯାଜପୁର : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ଅବସ୍ଥା ଗୁରୁତର । କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ଯାଜପୁରର କଳିଙ୍ଗ ନଗର ଟାଟା ମେଡିକା କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ…

କୋରାପୁଟ ଟାଉନ ପୋଲିସ ପଞ୍ଝାରେ ୨ ଠକ

କୋରାପୁଟ : କୋରାପୁଟ ଟାଉନ ଥାନା ପୋଲିସ ପଞ୍ଝାରେ ଠକ । ଲୋକଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ଘରୋଇ ଉପକରଣ ଲୋଭ ଦେଖାଇ ଠକୁଥିଲେ ୨ ଜଣ ଯୁବକ। କୋରାପୁଟ ଟାଉନ ଥାନା ପୋଲିସ ଦୁଇଜଣ ଠକ ଯୁବକଙ୍କୁ କାବୁ କରିବା ସହ କୋର୍ଟ ଚାଲଣ କରିଛି। ୨ଟି ମୋବାଇଲ ୧୦ହଜାର ଟଙ୍କା ସହ କିଛି ଘରୋଇ ଉପକରଣ ଜବତ…