Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଂଜେଇ ସହ ଧରାପଡିଲେ ହୋମଗାର୍ଡ ଓ ବେପାରୀ

ଗୁଣୁପୁର: ରାୟଗଡା ଜିଲ୍ଲାରେ ଗଂଜେଇ ବେପାର କିମ୍ବା ଚାଲାଣ ବଡ କଥା ନୁହେଁ । ପ୍ରତିଦିନ ଏହି ଜିଲ୍ଲାରେ ରାଜ୍ୟ ତଥା ରାଜ୍ୟ ବାହାରର ଗଂଜେଇ ବେପାରୀ ପୋଲିସ ରାଡାରରେ ଧରାପଡିଥାନ୍ତି । ହେଲେ ଗଂଜେଇ ବ୍ୟବସାୟରେ ଯଦି ଖାକି ପୋଷାକର ସଂପୃକ୍ତି ରହେ, ତେବେ କ’ଣ କହିବେ ଆପଣ ? ଆଜି ପଦ୍ମପୁର…

ଉଡ୍ର ଚାରିଟେବୁଲ ଟ୍ରଷ୍ଟର ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର : ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ପୁରୁଣା ବସ୍ତ୍ର ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ । ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ତଥା ସମାଜସେବୀ ମାୟାଧର ନାୟକଙ୍କ ଅଭିଯାନରେ ଅଣୁପ୍ରାଣୀ ହୋଇ ବାପୁଜୀନଗର ପ୍ୟାରିସ ବେକରୀ ଆଉଟଲେଟରେ ଆନୁଷ୍ଠାନିକ…

କୋର୍ଟର ନିୟମକୁ ଅବମାନନା କଲେ ବ୍ରହ୍ମପୁରର ବଧୂ ତପସ୍ୱିନୀ

ବ୍ରହ୍ମପୁର : କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନବ ବିବାହିତା ବଧୂ । ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ତପସ୍ୱିନୀଙ୍କ ଶୁଣାଣି ହୋଇଛିା କୋର୍ଟ ତପସ୍ୱିନୀଙ୍କୁ ସଖୀ ସୁରକ୍ଷା ଗୃହରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ତପସ୍ୱିନୀ କୋର୍ଟର ନିୟମକୁ ଅବମାନନା କରିଛନ୍ତି । ସେ…

ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ସୁପରଭାଇଜର, ଲାଞ୍ଚ ନେବା ବେଳେ ଧରାପଡିଲେ

ସମ୍ବଲପୁର : ପୁଣି ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ସୁପରଭାଇଜର । ଅଙ୍ଗନୱାଡି ସୁପରଭାଇରଜ ଜଣେ ଅଙ୍ଗନୱାଡି କର୍ମୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଙ୍ଗନବାଡି ସୁପରଭାଇଜର ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଜୟନ୍ତପୁର ସେକ୍ଟର ଅଙ୍ଗନୱାଡିସୁପରଭାଇଜର ସୁଲୋଚନା…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା

ଭୁବନେଶ୍ବର : କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ବାରା କୋରାପୁଟର…

[ଭିଡିଓ] ଡାକ୍ତରଖାନା ଭିତରେ ଭାଲୁ ଆତଙ୍କ

ମାଲକାନଗିରି : ଡାକ୍ତରଖାନା ଭିତରେ ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ମାଥେଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଭାଲୁ ପଶିଥିବା ଦେଖିବାକୁ ମିଳିଛି । ରାତି ୯ ଟା ପାଖାପାଖି ସମୟ ହେବ ଦୁଇଟି ଭାଲୁ ୩୨୬ ନମ୍ବର ଜାତୀୟ ରାଜପଥ ଡେଇଁ ଡାକ୍ତରଖାନା ଭିତରେ ପ୍ରବେଶ କରୁଥିବା ବେଳେ , ବେଶେ…

ଦେଖନ୍ତୁ ଭିଡିଓ : ନବରଙ୍ଗପୁରରେ ମନ୍ତ୍ରୀ ନବ ଦାସ ଓ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ଅଣ୍ଡାମାଡ

ନବରଙ୍ଗପୁର : ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ । ନବରଙ୍ଗପୁର ଜିଲ୍ଲାରେ ମନ୍ତ୍ରୀ ନବ ଦାସ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ଯିବେ ବେଳେ ତାଙ୍କ ଗାଡି ଉପରପକୁ ଅଣ୍ଡା ମାଡ କରିଛନ୍ତି ବିଜେପି କର୍ମୀମାନେ । ଦୁଇ ମନ୍ତ୍ରୀ ଓ ସର୍କିଟ ହାଉସରୁ ବାହାରି ସଭା…

ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଗିରଫ

ବାରିପଦା : କୋଟିପତି ସହକାରୀ ଯନ୍ତ୍ରୀ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛନ୍ତି । ଗତକାଲି ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଥିଲା ବିପୁଳ ସମ୍ପତ୍ତି ।ତାଙ୍କ ପାଖରୁ ୨ କୋଟି ୮୦ ଲକ୍ଷ ୫୬…

କୋର୍ଟରେ ହାଜର ହେଲେ ବ୍ରହ୍ମପୁର ନବବଧୂ ତପସ୍ୱିନୀ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ନବବଧୂଙ୍କ ଧାରଣା କୋର୍ଟରେ । ଏସିଡିଜେଏମ କୋର୍ଟରେ ପହଁଞ୍ଚିଛନ୍ତି ଧାରଣାରେ ବସିଥିବା ନବବଧୁ ତପସ୍ୱିନୀ । ଆଜି ତାଙ୍କ ମାମଲାର କୋର୍ଟରେ ଶୁଣାଣିି ଥିବାରୁ ତପସ୍ୱିନୀ ଅଦାଲତରେ ପହଁଞ୍ଚିଛନ୍ତି । ଆଜି କୁ ୬ ଦିନ ହେଲା ତପସ୍ୱିନୀ ନିଜ ଶ୍ୱଶ୍ୱର ଘର ଆଗରେ…

ଦୁର୍ଘଟଣାରେ ମୃତ ଛାତ୍ରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଞ୍ଜାମରୁ ପିକନିକ ଯାଉଥିବା ଏକ ଗାଡି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ । ଏଥିରେ ରଙ୍ଗେଇଲୁଣ୍ଡା ଅଞ୍ଚଳର ତିନିଜଣ ଛାତ୍ରଙ୍କର ମୃତ୍ୟୁ ହୋଇ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା…