Latest Odisha News

BREAKING NEWS

Browsing Category

ଓଡିଶା

Odisha

ପହଞ୍ଚୁନି ପୃଷ୍ଟିକର ଖାଦ୍ୟ, ଅପପୃଷ୍ଟିର ଶିକାର ଅଧିକାଂଶ ଶିଶୁ

କେନ୍ଦୁଝର: ଖଣି ଖାଦାନଭରା ଅଞ୍ଚଳରେ ଅପପୃଷ୍ଟିର ଶିକାର ଶିଶୁ। ଏହିଭଳି ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ। ସରକାର ଆଦିବାସୀ ବହୁଳ ଅଞ୍ଚଳରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ବହୁ ଯୋଜନା କରୁଛନ୍ତି। ମାତ୍ର ତାହା କେବଳ କାଗଜ କଲମରେ ସୀମିତ। ଯାହା…

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ନେଲେ

କଟକ : ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି । ଜଷ୍ଟିସ ମୃଗାଙ୍ଗ ସେଖର ସାହୁ, ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ  ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ…

ବାଘ ଛାଲ ଚାଲାଣ, ଜଣେ ଗିରଫ

ବୌଦ୍ଧ: STF ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀ ଗିରଫ ୨ଟି ବାଘ ଛାଲ ଜବତ । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଦ୍ଧନ ଭୋଇ। ବାଘ…

ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ, ସରକାରୀ ସହାୟତା ପାଇଁ ପରିବାରର ନିବେଦନ

କଳାହାଣ୍ଡି : ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ। ଜରି ପାଲ ତଳେ ବିତୁଛି ଜୀବନ। ଧର୍ମଗଡ଼ ଏନଏସି ର ୱାର୍ଡ ନମ୍ବର ୩ ରେ ରହୁଥିବା ସୁଲୋଚନା ନାଏକ ଓ ତାଙ୍କ ପତି ମୋହନ ଦାସ ନାଏକ ଏପରି ଦୟନୀୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ରହିବା ପାଇଁ ନା ଅଛି ନିଜସ୍ୱ ଘର। ଦୀର୍ଘ ବର୍ଷ ହେବ ଏହି…

ଶୁଣିଲେନି ପ୍ରଶାସନ, ରାସ୍ତା ମରାମତି ଓ ଗାଁ ସଫେଇ କଲେ ଅଙ୍ଗନୱାଡ଼ି ଦିଦି

କଳାହାଣ୍ଡି: ଅଙ୍ଗନୱାଡ଼ି ଦିଦିଙ୍କ ମହାନତା। ରାସ୍ତା ମରାମତି ପାଇଁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ। ହେଲେ କେହି କର୍ଣ୍ଣପାତ କରିଲେନି। ଶେଷରେ ଗାଁ ସଫେଇ ଓ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଅଙ୍ଗନୱାଡ଼ି ଦିଦି। ତାଙ୍କର ମହାନତା ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।…

ନୀଳଗିରିରେ ଭାଲୁ ଆତଙ୍କ

ନୀଳଗିରି: ନୀଳଗିରିରେ ଭାଲୁ ଆତଙ୍କ । ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ନୀଳଗିରି ବାଲିଓରା ଗାଁରେ ।  ଜଣେ ଯୁବକ ଡିଉଟିରୁ ଫେରିବା ବେଳେ ଦୁଇଟି ଭାଲୁ ସାଇକେଲରୁ ତାଙ୍କୁ ଟାଣି ପକାଇ…

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ । କେବେ କମୁଛି ତ କେବେ ସାମାନ୍ୟ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୫୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୩୨୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩୨ । ୧୮ ବର୍ଷ ଭିତରେ ଆଉ ୮୭ ଜଣ ପଜିଟିଭ୍…

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମହାଲିଙ୍ଗ ନିର୍ମାଣାଧୀନ ଷ୍ଟାଡିୟମ୍ ସିଲ୍, ପୋଲିସର ତନାଘନା

ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରିଛି ପୋଲିସ । ସେଠାରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ରାତିରୁ ଉପସ୍ଥିତ ଅଛନ୍ତି…

CBSE ଟର୍ମ-୧ ବୋର୍ଡ ପରୀକ୍ଷା: ନଭେମ୍ବର ୩୦ରୁ ଦଶମ, ଡିସେମ୍ବର ୧ରୁ ଦ୍ୱାଦଶ

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ଜାରି ହେଲା ସମୟ ସାରଣୀ । ନଭେମ୍ବର ୩୦ରୁ ଦଶମ ବୋର୍ଡ ଓ ଡିସେମ୍ବର ୧ରୁ ଆରମ୍ଭ ହେବ ଦ୍ୱାଦଶ ବୋର୍ଡର ଟର୍ମ-୧ ପରୀକ୍ଷା । ତେବେ ମାଇନର ସବଜେକ୍ଟଗୁଡ଼ିକ ପାଇଁ ସିବିଏସଇ ଦ୍ୱାଦଶ ପରୀକ୍ଷା ନଭେମ୍ବର ୧୭ ଓ ଦଶମ ଶ୍ରେଣୀ…

ବାଲେଶ୍ୱର ଜିଲ୍ଲା ମଥାନୀରେ ବଢୁଛି ଜଳକା ଜଳସ୍ତର

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ରେ ବଢୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି ମଥାନୀଠାରେ ଜଳକାର ଜଳସ୍ତର ରହିଛି ୬.୩୦ ମିଟର । ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ଗତକାଲିଠାରୁ…