Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋଷାଣୀ ଯାତ୍ରାରେ କଟକଣା

ପୁରୀ: ଗୋଷାଣୀ ଯାତ୍ରାରେ ଲାଗିଲା  କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ ହେବାକୁ ଥିବା ଗୋଷାଣୀ ଯାତ୍ରା ଉପରେ ଲାଗିଲା କଟକଣା । ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମେଢ ଦେଖିବାକୁ ଶ୍ରଦ୍ଧାଳୁଙ୍କ…

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ ,୪ ଗୁରୁତର

ପୁରୀ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ଖାଲକଟାପାଟଣା ଠାରେ ଟ୍ରାଭେରା ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହେଶ୍ୱର ମହାନ୍ତି ଓ…

ମହାଗୌରୀ ବେଶରେ ମା’ ତାରିଣୀ

ଘଟଗାଁ: ମଣ୍ଡପ ଗୁଡିକରେ ପାଳିତ ହେଉଛି ମହାନବମୀ ।  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ମଧ୍ୟ ପାଳିତ ହେଉଛି ମହାନବମୀ  ।  ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ । ଗୁରୁବାର ସକାଳୁ ସକାଳୁ ସେବାୟତମାନେ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା,…

ହତ୍ୟା ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସର ଏନକାଉଣ୍ଟର

ରାଉରକେଲା: ଗୁଳି ଖାଇଲେ ହତ୍ୟା ଅଭିଯୁକ୍ତ । ଦୁଇ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆଜି ଭୋର ୪ଟା ୪୦ରେ ଏହି ଏନକାଉଣ୍ଚର ହୋଇଥିବା ସୂଚନା ମିଳିଛି । ପୋଲିସ ଗୁଳିରେ ଆହତ ହୋିଛନ୍ତି ଦୁଇ ଅଭିଯୁକ୍ତ ମୁସ୍ତାକ ଆଲମ୍ ଓ ମହମ୍ମଦ ଗୁଡୁ । ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି…

ଦଶହରାରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଚଳିତ ବର୍ଷ ଦଶହରାରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ଶନିବାର ଦିନ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ହେବ ସାଧାରଣ ଦର୍ଶନ । ଭସାଣୀ ପାଇଁ ମଧ୍ୟାହ୍ନ ୧୨ଟା ପରଠୁ ବନ୍ଦ ରହିବ ଦର୍ଶନ । ଦଶହରାରେ ଶ୍ରୀଜିଉଙ୍କ ସୁନାବେଶ କରାଯିବ ।  ଦୁର୍ଗାପୂଜା ଭସାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ…

ମନିଷ ଅନୁରାଗ ମୃତ୍ୟୁରେ ଟ୍ୱିଷ୍ଟ: ବାରରେ ବିଲକୁ ନେଇ ସାଙ୍ଗଙ୍କ ସହ ବିବାଦ ହୋଇଥିଲା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁର ଖିଅ ଖୋଜୁଛି ପୋଲିସ । ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ତଥ୍ୟ ପ୍ରମାଣ ସାମନାକୁ ଆସୁଛି । ଏବେ ମୃତ୍ୟୁ ମାମଲାରେ ସାମନାକୁ ଆସିଛି ନୂଆ ଟ୍ୱିଷ୍ଟ । ବାରରେ ବିଲକୁ ନେଇ ସେଦିନ ମନିଷ ଓ ସାଙ୍ଗମାନଙ୍କ ମଧ୍ୟରେ…

ଧୋକାବାଜ ସ୍ୱାମୀଙ୍କୁ ଉତ୍ତର ପ୍ରଦେଶରୁ ଓଡ଼ିଶାରେ ଆସି ଠାବ କଲା ପ୍ରତାରିତ ପତ୍ନୀ

ଯାଜପୁର: ନ୍ୟାୟ ପାଇଁ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସି ପହଞ୍ଚିଲେ ମହିଳା। ତାଙ୍କ ସହ ପ୍ରେମ ବିବାହ ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳା। ଏଭଳି ଘଟଣା ସାମ୍ନାକୁ ଆସିଜି ଯାଜପୁରରୁ। ବିଂଝାରପୁର ଥାନାରେ ମହିଳାଜଣକ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି।…

ଗାଁକୁ ଫେରିଲା ଦାଦନର ମୃତ ଦେହ

କଳାହାଣ୍ଡି : ଶେଷରେ ଗାଁକୁ ଫେରିଲା ଦାଦନର ମୃତ ଦେହ । କିଛି ମାସ ତଳେ କାମ ଖୋଜି ବାହାରକୁ ଯାଇଥିଲେ । ମୃତକ ଜଣକ ହେଉଛନ୍ତି କଳାହାଣ୍ଡି କାଦୋପଦରର ବନ ମାଝୀ । ହାଇଦ୍ରାବଦାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁରୋଧ ଅନୁଦସାରେ…

କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ: କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର  । କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ  କୁଆଖାଇ ନଦୀରୁ  ଏହି ମୃତ ଦେହ ଉଦ୍ଧାର ହୋଇଛି । କିଛି ଦିନ ହେଲା ବୃଦ୍ଧ ଜଣକ ନିଖୋଜ କୁଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନଥିଲା ମୃତ ବ୍ୟକ୍ତି ହେଲେ ୬୫…

ଉପର ତଳ କରୋନା ଗ୍ରାଫ୍: ଆଜି ରାଜ୍ୟରୁ ୫୨୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ତଳ ହେଉଛି । କେବେ ୫୦୦ ତ କେବେ ୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି . ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୫୨୧ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୬୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ସଂକ୍ରମଣ…